ମନୋରଞ୍ଜନ

କାହିଁକି ଝଗଡ଼ା ଲାଗିଥିଲେ ସୁଶାନ୍ତ ସିଂ, ସୁରଜ ପଞ୍ଚୋଲି

ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପରେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ନାମ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ଦିଶା ଏବଂ ସୁରଜଙ୍କ ସମ୍ପର୍କ ବିଷୟରେ କାହାଣୀ ଲେଖାଯାଉଛି। ଏହା ସହ…

ଅଡ଼ୁଆରେ ନିର୍ଦ୍ଦେଶକ କରନ୍‌ ଜୋହର: ଦୀପିକାଙ୍କ ଆଗାମୀ ଫିଲ୍ମରୁ ହଟିବ ନାମ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ହିନ୍ଦୀ ସିନେମାର ଭେଟେରାନ ନିର୍ମାତା, ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିରୋଧରେ ସୋସିଆଲ ମିଡିଆରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହା କରନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ସମସ୍ୟା ସୃଷ୍ଟି କରିବା ଆରମ୍ଭ କରିଛି।…

ଏହି କ୍ରିକେଟରଙ୍କୁ ବିବାହ ନ କରି ତାଙ୍କ ପିଲାର ମା’ ହୋଇଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ଛୋଟ ପରଦାରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ନୀନା ଗୁପ୍ତା ଆଜି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ପରିଚିତ ନାମ। ସିରିୟଲ ‘ଖାନ୍‌ଦାନ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଛୋଟପରଦା ଏବଂ ବଲିଉଡ୍‌ରେ କାମ କରି ନିଜର ଏକ ସ୍ବତନ୍ତ୍ର…

ଫିଟ୍‌ ରହିବା ପାଇଁ ଏମିତି କରୁଛନ୍ତି ଦୀପିକା

ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଦୀପିକା ପାଦୁକୋନ। ନିଜର ସୌନ୍ଦର୍ଯ୍ୟ ଓ ସୁନ୍ଦର ଅଭିନୟ ଦ୍ୱାରା ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ନିକଟରେ ସତ୍ୟ ଘଟଣାଉପରେ ଆଧାରିତ ତଥା ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ ରେ ତାଙ୍କୁ…

କରୋନା ସଙ୍କଟ ଯୋଗୁ ସ୍ଥଗିତ ହେଲା ଅଜୟଙ୍କ ଏହି ଫିଲ୍ମ: ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: କରୋନା ଭାଇରସ୍‌ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଏଭଳି ପ୍ରଭାବ ପକାଇଛି, ଯାହା ଦୀର୍ଘ ଦିନ ଧରି ଦେଖାଯିବ। କୋଟି କୋଟି ଟଙ୍କାର କ୍ଷତି ସହିଥିବା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଏବେ ପୁଣିଥରେ ନିଜ ଗୋଡ଼ରେ ଠିଆ ହେବାକୁ ଚେଷ୍ଟା କରୁଛି। ଇତିମଧ୍ୟରେ ଏକ…

ବଦଳିବ କାର୍ତ୍ତିକ-ନାଇରାଙ୍କ ପ୍ରେମକାହାଣୀ

ବମ୍ବେ: ଖୁବ୍‌ଶୀଘ୍ର ନିଜ ପସନ୍ଦର ଟେଲି ଧାରାବାହିକକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଲକ୍‌ଡାଉନ୍‌ କୋହଳ ହେବା ପରେ ଅଭିନେତ୍ରୀ/ଅଭିନେତାମାନେ ଶୁଟିଂ ଆରମ୍ଭ କରିସାରିଲେଣି। ଜୁଲାଇ୧୩ ପରଠାରୁ ଶୋ’ଗୁଡ଼ିକ ପୁଣିଥରେ ଟେଲିକାଷ୍ଟ ହେବ। ଏସବୁ ଭିତରେ ଦର୍ଶକଙ୍କୁ ପୁଣି ଥରେ ବାନ୍ଧି…

ମା’ ରାଣୀ ସମୃଦ୍ଧି ଦେବୀ ଚରିତ୍ରରେ ନଜର ଆସିବେ ବଲିଉଡ୍‌ର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଇଶା ଦେଓଲ ବିବାହ ଏବଂ ଝିଅ ଜନ୍ମ ପରଠାରୁ ଅଭିନୟରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ସେ ଛୋଟ ପରଦା ମାଧ୍ୟମରେ ଅଭିନୟକୁ ଫେରୁଛନ୍ତି। ଷ୍ଟାର ଭାରରେ ପ୍ରସାରିତ ପୌରାଣିକ ଧାରାବାହିକ ‘ଜଗ୍‌ ଜନନୀ ମା ବୈଷ୍ଣୋଦେବୀ’ରେ…

୨୦ ଦିନରେ ୩୦ରୁ ଅଧିକ ଲୋକଙ୍କୁ ପଚରାଉଚରା କଲାଣି ପୋଲିସ

ବମ୍ବେ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ହେଲେ ପ୍ରଶଂସକମାନେ ତାଙ୍କୁ ନ୍ୟାୟ ଦେବା ଲାଗି ଦାବି କରି ଆସୁଛନ୍ତି। ପ୍ରାଥମିକ ତଦନ୍ତରୁ ପୋଲିସ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି କହୁଛି। ହେଲେ ପ୍ରଶଂସକ, ପରିବାରଲୋକେ,…

ଗଲଓ୍ବାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ

ଗଲଓ୍ବାନ ଘାଟିରେ ହୋଇଥିବା ଭାରତ ଏବଂ ଚୀନ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର କାହାଣୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏଲ୍‌ଏସିରେ ୨୦ ଭାରତୀୟ ଯବାନଙ୍କ ବଳିଦାନର କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ। ଏ…

‘ସଡ଼କ-୨’କୁ ନେଇ ଆଲିଆ-ମହେଶ-ମୁକେଶଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୪।୭: : ମହେଶ ଭଟ୍ଟଙ୍କ ୧୯୯୦ର ହିଟ୍‌ ଫିଲ୍କ ‘ସଡ଼କ’ର ସ୍ବିକେଲ ‘ସଡ଼କ-୨’ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ସହିତ ଦୁଇ ଦଶନ୍ଧି ପରେ ମହେଶ ଭଟ୍ଟ ପୁଣି ନିର୍ଦ୍ଦେଶକ ଭାବରେ…

ସୁଶାନ୍ତଙ୍କ ନାମରେ ନାମିତ ହେଲା ପାଟନାର ଏହି ଛକ

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏବେ ବି ପ୍ରଶଂସକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଅନେକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଗୋଟିଏ ପଟେ ତାଙ୍କର ମୃତ୍ୟୁକୁ ନେଇ ସିବିଆଇ ଯାଞ୍ଚ କରାଯିବାକୁ ଦାବି କରାଯାଉଥିବା ବେଳେ ଅନ୍ୟପକ୍ଷେ ପ୍ରଶଂସକମାନେ…

କମେଡିଆନ୍‌ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ

ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ଏହି ସମୟରେ ଶିକ୍ଷକମାନେ ପିଲାମାନଙ୍କର ଅନ୍‌ଲାଇନ୍‌ କ୍ଲାସ ନେଉଛନ୍ତି। ଏଭଳି ସମୟରେ ପିଲାମାନେ ଶିକ୍ଷକମାନଙ୍କୁ କିପରି ହଇରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?