ମନୋରଞ୍ଜନ

ସୁଶାନ୍ତଙ୍କ ପାଇଁ ଏହି କାମ କରିବାକୁ ଯାଉଛନ୍ତି ଭୂମି

ମୁମ୍ବାଇ: ଅସମୟରେ ଆତ୍ମହତ୍ୟା କରି ସମସ୍ତଙ୍କ ନିକଟରୁ ଚୀର ବିଦାୟ ନେଇଥିବା ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତ ଆଜିବି ତାଙ୍କ ପ୍ରଶଂସକ ଓ ସାଥି କଳାକାରଙ୍କ ନିକଟରେ ଅଭୁଲା ହୋଇ ରହିଛନ୍ତି। ତାଙ୍କ ସ୍ମୃତିରେ ଏବେ ବଲିଉଡ୍‌ ନାୟିକା ତଥା…

ସାରାଙ୍କଠାରୁ ଜାହ୍ନବୀ- ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର କିଡ୍ସ

ଆଜିକାଲି ବଲିଉଡ୍‌ରେ ଷ୍ଟାର୍‌ କିଡ୍ସଙ୍କ ଦବ୍‌ଦବା ଚାଲିଛି। ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କଠାରୁ ଆରମ୍ଭ କରି ଶ୍ରୀଦେବୀ ତନୟା ଜାହ୍ନବୀ କପୁର ବଲିଉଡ୍‌ରେ ନିଜର ପରିଚୟ ସୃଷ୍ଟି କରି ଚାଲିଛନ୍ତି। କିନ୍ତୁ ଜାଣନ୍ତି କି ପରଦାରେ…

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଟୁଇଟରକୁ ଚିଠି ଲେଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିଛି। ଏନେଇ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସାଙ୍ଗ, ପରିବାର ଲୋକ ଓ ସର୍ମ୍ପକୀୟଙ୍କୁ ମଧ୍ୟ ପଚରାଉଚୁରା କରୁଛି। ଏଥିସହ ସୁଶାନ୍ତଙ୍କ ଟୁଇଟରରୁ କିଛି…

ରାମାୟଣ’ର ଲକ୍ଷଣଙ୍କୁ ନୂଆ ଲୁକ୍‌ ଦେଲେ ପ୍ରଶଂସକ

କରୋନା ଲକ୍‌ଡାଉନ୍‌ ଯୋଗୁ ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ ଏବେ ପୁଣିଥରେ ଟିଭିରେ ପ୍ରସାରିତ ହେଉଛି। ଏହା ଦ୍ୱାରା ପ୍ରଶଂସକଙ୍କ ସୃତି ପୁଣିଥରେ ଉଜ୍ଜୀବିତ ହୋଇଯାଇଛି। ରାମାୟଣର ଲକ୍ଷଣ ଅର୍ଥାତ୍‌ ସୁନୀଲ ଲହଟୀ ଟୁଇଟରରେ ଖୁବ୍‌ ସକ୍ରିୟ। ସେ ପ୍ରତିଦିନ…

ଏହି ୨ ଅଭିନେତାଙ୍କୁ ଭାରତରତ୍ନ ପାଇଁ ଦାବି

କରୋନା ମହାମାରୀ ସମୟରେ ବଲିଉଡ୍‌ର ଅନେକ କଳାକାର ଗରିବ, ଅସହାୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କେହି ଟଙ୍କା ବାଣ୍ଟିଛନ୍ତି ତ ଆଉ କେହି ଭୋକିଲାଙ୍କୁ ଖାଇବାକୁ ଦେଇଛନ୍ତି। ତେବେ ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ସୋନୁ ସୁଦ ଏବଂ ଖିଲାଡି…

ପରିବା ବିକୁଛନ୍ତି ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ, ୨୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ଫିଲ୍ମ ଅବା ଟିଭି ସିରିଏଲ୍‌ର ଶୁଟିଂ ବନ୍ଦ ରହିଛି। ନିଜ ପରିବାର ଭରଣପୋଷଣ ପାଇଁ ବଲିଉଡ୍‌ ଅଭିନେତା ଜାଭେଦ୍‌ ହୈଦର ମୁମ୍ବାଇ ରାଜରାସ୍ତାରେ ବସି ପରିବା…

ଓଟିଟିରେ ରିଲିଜ ହେବ ସଞ୍ଜୟଙ୍କ ଏହି ଫିଲ୍ମ

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ସମସ୍ତ ହଲ୍‌ ବନ୍ଦ ରହିଛି। ଫଳରେ ପ୍ରଯୋଜକମାନେ ଫିଲ୍ମ ରିଲିଜ୍‌ ପାଇଁ ଏବେ ଡିଜିଟାଲ ପ୍ଲାଟଫର୍ମକୁ ଚୟନ କରିଛନ୍ତି। ଏହି କ୍ରମରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ସଡକ-୨ର ଅପେକ୍ଷାରେ ରହିଥିବା ପ୍ରଶଂସକଙ୍କ ପାଇଁ ଏକ…

ଇଲେକ୍ଟ୍ରି ବିଲ୍‌ ଦେଖି ଚମକି ପଡ଼ିଲେ ତାପସୀ ପନ୍ନୁ

ସର୍ବଦା ଖୋଲାଖୋଲି ଭାବେ ମତ ପ୍ରକାଶ କରିବାକୁ ଭଲ ପାଉଥିବା ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ସେ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ…

ସୁଶାନ୍ତଙ୍କ ପାଇଁ ଅଙ୍କିତାଙ୍କ ଆଖିରୁ ଝରୁଛି ଲୁହ, ଦୁଃଖରେ ଭାଙ୍ଗିପଡିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ୧୫ ଦିନ ବିତିଛି। ଏବେ ବି ସାଥୀ କଳାକାର ତାଙ୍କୁ ଭୁଲିପାରୁନାହାନ୍ତି। ତାଙ୍କ ଏକ୍ସଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ଭାଙ୍ଗିପଡିଛନ୍ତି। ଏବେ ବି ତାଙ୍କ ଆଖିରୁ ଲୁହ ଝରୁଛି। ଖିଆପିଆ ଭୁଲିଯାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ…

ସାଥୀ ଅଭିନେତ୍ରୀଙ୍କ ସହ ସମୟ ବିତାଇଲେ ପ୍ରକୃତି

ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାର ୫ମ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟେଲି ଜଗତର ସମସ୍ତ ଶୁଟିଂ ବନ୍ଦ ରହିଥିବାରୁ କଳାକାରମାନେ ଏବେ ଘରେ ବସି…

ସୁଶାନ୍ତଙ୍କ ଇନ୍‌ଷ୍ଟାଗ୍ରାମରୁ ରିୟାଙ୍କ ଫଟୋ ଡିଲିଟ୍‌ ନେଇ ଖୋଳତାଡ଼

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାତ୍ର ୩୪ ବର୍ଷ ବୟସରେ ବାନ୍ଦ୍ରାସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପରେ ବିଭିନ୍ନ ଆଡୁ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ମାମଲାରେ ପୋଲିସ ବି ଯାଞ୍ଚ ଆରମ୍ଭ କରିଛି। ଏପର୍ଯ୍ୟନ୍ତ…

୨୫୦ ଟଙ୍କାରୁ ୬ କୋଟି ପାରିଶ୍ରମିକ: କିଛି ଏଭଳି ଥିଲା ସୁଶାନ୍ତଙ୍କ ଜୀବନ ଯାତ୍ରା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି ସତ। ହେଲେ ସେ ଛାଡ଼ିଯାଇଥିବା ସ୍ମୃତି ପ୍ରଶଂସକଙ୍କ ପାଇଁ ଅପାସୋରା ପାଲଟିଛି। ପରଦାରେ ନାୟକ ହିସାବରେ ସେ ଶତପ୍ରତିଶତ ଦେଇଆସୁଥିବା ବେଳେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri