ମନୋରଞ୍ଜନ

ମଜାଳିଆ ଢ଼ଙ୍ଗରେ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କଲେ ଡାର୍ଟି ଗର୍ଲ

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମର ଅପକ୍ଷୋରେ ରହିଥିବା ଦର୍ଶକଙ୍କ ପାଇଁ ଏକ ଖୁସିଖବର। ବିଦ୍ୟା ନିଜ ଅଭିନୀତ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଆମାଜନ ପ୍ରାଇମ୍‌ ଭିଡିଓରେ ଫିଲ୍ମ ଶକୁନ୍ତଳା…

ମା’ଙ୍କୁ ଏହି ଫିଲ୍ମ ଆଦୌ ଦେଖାଇବାକୁ ଚାହୁଁନାହାନ୍ତି ରଣବୀର

ବଲିଉଡ୍‌ ଅଭିନେତା ରଣବୀର ସିଂ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ଆଡୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। ବଲିଉଡ୍‌ର ଆଗଧାଡିର ନାୟକ ରଣବୀର ଫିଲ୍ମ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ…

୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା

ବଲିଉଡ୍‌ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫, ଜୁଲାଇ ୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ରଣବୀର ୨୦୧୦ ବ୍ୟାଣ୍ଡ୍‌ ବାଜା ବାରାଜ୍‌ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ…

ଏହି ମହିଳାଙ୍କୁ ପ୍ରଥମଥର ଦେଖି କାନ୍ଦିଥିଲେ ଶିଳ୍ପା ସେଟ୍ଟୀ

ବଲିଉଡର କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ ଘଟିଛି। ବଲିଉଡ୍‌ରେ ‘ମାଷ୍ଟରଜୀ’ ଭାବେ ପରିଚିତ ସରୋଜଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରୀର ଅନେକ କଳାକାର ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଶିଳ୍ପା ନିଜ…

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ସହି ପାରିଲେନି: ଏମ୍‌କେସିଜିରେ ଆଖି ବୁଜିଲେ ନାବାଳିକା ପ୍ରଶଂସକ

ବ୍ରହ୍ମପୁର ଅଫିସ,୫।୭: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଖବରକୁ ସହଜରେ ଗହଣ କରିପାରୁ ନାହାନ୍ତି ପ୍ରଶଂସକ। ଏଭଳି ତାଙ୍କ ଆତ୍ମହତ୍ୟା ପରେ ତାଙ୍କ କେତେଜଣ ପ୍ରଶଂସକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଏଭଳି ଏକ ଘଟଣା ଘଟାଇ ଶେଷରେ…

ହଲିଉଡ୍‌ର ଏହି ଅଭିନେତାଙ୍କ ୩ ଫିଲ୍ମ ପ୍ରତ୍ୟାଖାନ କରିଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ହଲିଉଡ୍‌ ଆକ୍ଟର ଓ୍ବିଲ୍‌ ସ୍ମିଥ୍‌ ଏକାଠି କାମ କରିବାକୁ ଚାହଁଥିଲେ। ମାତ୍ର ଏହା କେବେ ସମ୍ଭବ ନୁହେଁ ବୋଲି ଏଶ୍ୱର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ, ପରିବାର ସଦସ୍ୟଙ୍କ…

କ୍ୟାରିୟର ଆରମ୍ଭରୁ ନେପୋଟିଜମର ଶିକାର ହୋଇଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମକୁ ନେଇ ଆଲୋଚନା ଜାରି ରହିଛି। ଏମିତିକି ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଚର୍ଚ୍ଚା ହେଉଛି। ଏହାକୁ ନେଇ ବଲିଉଡ୍‌ର କେତେଜଣ ଫିଲ୍ମ ନିର୍ମାତା, କଳାକାର…

ଗୁରୁପୂର୍ଣ୍ଣିମାରେ ବାପାଙ୍କୁ ମନେ ପକାଇଲେ ଏହି ଅଭିନେତା

ଆଜି ପବିତ୍ର ଗୁରୁପୂର୍ଣ୍ଣିମା । ଏହି ଦିନରେ ଜୀବନରେ ଶିକ୍ଷା ଦେଇଥିବା ଗୁରୁଙ୍କୁ ସ୍ମରଣ କରାଯାଇଥାଏ। ଗୁରୁଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଛାତ୍ରୀଛାତ୍ରମାନେ ଗୁରୁଙ୍କୁ ମନେପକାଇ ଶୁଭେଚ୍ଛା ଜଣାନ୍ତି। ତେବେ ଏହି ଦିନରେ ବିଗ୍‌ ବି ଅମିତାଭ ବଚ୍ଚନ ତାଙ୍କ…

ରାଜୀବଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ଗୀତା

ମୁମ୍ବାଇ: ବଲିଉଡ୍‌ର ଆଗଧାଡିର କୋରିଓଗ୍ରାଫର ଗୀତା କପୁର ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି। ବଲିଉଡ୍‌ର ପପୁଲାର ଗୀତ ତୁଝେ ୟାଦ ନା ମେରି ଆଇ(କୁଛ କୁଛ ହୋତା ହୈ), ହେ ବେବି(ହେ…

ଏହି ପ୍ଲେ ବ୍ୟାକ୍‌ ସିଙ୍ଗରଙ୍କୁ ଜୀବନରେ ମାରିଦେବାକୁ ମିଳୁଥିଲା ଧମକ

ମୁମ୍ବାଇ, ୫।୭: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ପ୍ଲେ ବ୍ୟାକ୍‌ ସିଙ୍ଗର ଉଦିତ୍‌ ନାରାୟଣ ରବିବାର ଫିଲ୍ମ ଦୁନିଆରେ ୪୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ନିଜ ସ୍ମୃତି ସମ୍ପର୍କରେ ବଖାଣିଛନ୍ତି। ୧୯୮୦ ଜୁଲାଇ ୫ରେ ପ୍ରଥମ ଫିଲ୍ମ ‘ଉନିସ୍‌…

ଅମିତାଭ ହେଲେ ଭାବୁକ: ମନେ ପକାଇଲେ ବାସଭବନର ନାମକରଣ ସ୍ମୃତି

ମୁମ୍ବାଇ, ୫।୭: ବିଗ୍‌ ବି ଅମିତାଭ ବଚ୍ଚନ ଭାବୁକ ହୋଇ ନିଜ ବ୍ଲଗ୍‌ରେ ଏକ କବିତା ଲେଖିଛନ୍ତି। ଏଥିରେ ତାଙ୍କ ବାସଭବନ ପ୍ରତୀକ୍ଷାରେ ୪୩ ବର୍ଷ ତଳେ ଲଗାଯାଇଥିବା ଗୁଲମୋହର ଫୁଲଗଛ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି। ୧୯୭୬ରେ ଅମିତାଭ ଏହି…

ଭାଇ ସୁଶାନ୍ତଙ୍କ ମୃତ୍ୟୁକୁ ଆଜିବି ଗ୍ରହଣ କରି ପାରୁନାହାନ୍ତି ଭଉଣୀ ଶ୍ୱେତା: ଭାବପ୍ରବଣ ହୋଇ ଲେଖିଲେ ଏମିତି

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ଅନେକ ଦିନ ବିତିଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ଆତ୍ମହତ୍ୟାକୁ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାରଲୋକେ। ୩ ଭଉଣୀଙ୍କ ପରେ ସୁଶାନ୍ତ ଘରର ସାନ ପୁଅ ଭାବେ ଭାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?