ଭାଇ ସୁଶାନ୍ତଙ୍କ ମୃତ୍ୟୁକୁ ଆଜିବି ଗ୍ରହଣ କରି ପାରୁନାହାନ୍ତି ଭଉଣୀ ଶ୍ୱେତା: ଭାବପ୍ରବଣ ହୋଇ ଲେଖିଲେ ଏମିତି

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ଅନେକ ଦିନ ବିତିଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ଆତ୍ମହତ୍ୟାକୁ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାରଲୋକେ। ୩ ଭଉଣୀଙ୍କ ପରେ ସୁଶାନ୍ତ ଘରର ସାନ ପୁଅ ଭାବେ ଭାରି ଗେହ୍ଲା ଥିଲେ। ତାଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ସୁଶାନ୍ତଙ୍କ ସ୍ମୃତିକୁ କ୍ରମାଗତ ଭାବେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଏଥର ଶ୍ୱେତା ସୁଶାନ୍ତଙ୍କ ସ୍ମୃତିରେ ଏକ ହାତ ଲିଖିତ ଚିଠି ଶେୟାର କରିଛନ୍ତି।

ଶ୍ୱେତା ଇନଷ୍ଟାଗ୍ରାମରେ ଏହି ଚିଠି ଶେୟାର କରିଛନ୍ତି। କ୍ୟାପ୍‌ସନରେ ସେ ଅନେକ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି। ଶ୍ୱେତା ଭାବପ୍ରବଣ ଲେଖିଛନ୍ତି ଯେ ‘ତୁମେ ସବୁଠୁ ପ୍ରଥମ, ଆଇ ଲଭ ୟୁ ଭାଇ ସୁଶାନ୍ତ’।

ଏହାପୂର୍ବରୁ ଶ୍ୱେତା ତାଙ୍କ ଝିଅ ଏବଂ ସୁଶାନ୍ତଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ। ସେ କ୍ୟାପସନରେ ଲେଖିଥିଲେ, ‘ପ୍ରିୟଙ୍କା, ଫ୍ରେଜୁ ତାଙ୍କ ମାମୁଙ୍କ ସହ।’ ତେବେ ପୂର୍ବରୁ ଶ୍ୱେତା ଫେସବୁକ ଆକାଉଣ୍ଟରେ ସୁଶାନ୍ତଙ୍କ ବିଷୟରେ ଅନେକ ପୋଷ୍ଟ କରିଥିଲେ। ମାତ୍ର ପରେ ସେ ସେଗୁଡ଼ିକୁ ଡିଲିଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧିମାରୁ ବେବୋ

କରୀନା କପୁରଙ୍କ ନିକ୍‌ ନେମ୍‌ ‘ବେବୋ’ ବୋଲି ପ୍ରାୟ ଅନେକେ ଜାଣନ୍ତି। ହେଲେ ଏହାପୂର୍ବରୁ ତାଙ୍କ ଜେଜେ ତଥା ବଲିଉଡ୍‌ର ଶୋ’ମ୍ୟାନ୍‌ ଭାବେ ପରିଚିତ ପ୍ରଖ୍ୟାତ...

ଖବରଦାତା ଭୂମିକାରେ ନଜର ଆସିବେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ଖାଁ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ରେ ‘ଜିରୋ’ ପରଠାରୁ ସେ କୌଣସି ଫିଲ୍ମରେ ଏ ପର୍ଯ୍ୟନ୍ତ ଅଭିନୟ...

ଲକ୍‌ଡାଉନ୍‌ ଯୋଗୁ ଶେଷ ଦର୍ଶନ ମନା: ଇରଫାନ୍‌ଙ୍କ ଶବାଧାରରେ ସାମିଲ ହେବେ ମାତ୍ର ୨୦ଜଣ

ବମ୍ବେ: ଚିରନିଦ୍ରାରେ ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଇରଫାନ୍‌ ଖାନ୍‌। ବୁଧବାର ବମ୍ବେର କୋକିଲାବେନ୍‌ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ପ୍ରସାରିତ...

ରାଜ୍‌ଙ୍କ ସହ ଓ୍ବାର୍କଆଉଟ୍‌ କଲେ ଶିଳ୍ପା

ମୁମ୍ବାଇ: ଶିଳ୍ପା ସେଟ୍ଟୀ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସୋମବାର ଏକ ମୋଟିଭେଶନାଲ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ...

ସଲମାନ କହିଲେ, କ୍ରିକେଟ ପଡିଆରେ ଏହି ଖେଳାଳି ହେଉଛନ୍ତି ଅସଲ ଦବଙ୍ଗ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଏବେ ନିଜ ଆଗାମୀ ଫିଲ୍ମ ଦବଙ୍ଗ-୩ ପ୍ରମୋଶନ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ: ଜାଣନ୍ତୁ କାହିଁକି…

ଡେଟିଂ ଉପରେ ଆଧାରିତ ଟିଭି ରିଆଲିଟି ଶୋ’ ‘ମୁଝ୍‌ସେ ଶାଦି କରୋଗେ’ରୁ ଘରେ ଘରେ ପରିଚିତ ହୋଇସାରିଥିବା ଅଭିନେତ୍ରୀ ହେଉଛନ୍ତି ଆଞ୍ଚଲ ଖୁରାନା। ମଙ୍ଗଳବାର ସନ୍ଧ୍ୟାରେ...

ଆର୍‌ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ

ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ...

ମୋ’ ଟିମ୍‌ ପାଇଁ ମୁଁ ଗର୍ବିତ- ଶାହରୁଖ

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ ତାରକା। ଏଥିମଧ୍ୟରେ ସୁପରଷ୍ଟାର୍‌ ଶାହରୁଖ ଖାନ...

Play 250+ Trending Games
Archives

Model This Week

Why Dharitri