ମଜାଳିଆ ଢ଼ଙ୍ଗରେ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କଲେ ଡାର୍ଟି ଗର୍ଲ

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମର ଅପକ୍ଷୋରେ ରହିଥିବା ଦର୍ଶକଙ୍କ ପାଇଁ ଏକ ଖୁସିଖବର। ବିଦ୍ୟା ନିଜ ଅଭିନୀତ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୩୧ରେ ଆମାଜନ ପ୍ରାଇମ୍‌ ଭିଡିଓରେ ଫିଲ୍ମ ଶକୁନ୍ତଳା ଦେବୀ ରିଲିଜ୍‌ ହେବ। ସୂଚନାଯୋଗ୍ୟ, ହ୍ୟୁମନ କମ୍ପ୍ୟୁଟର କୁହାଯାଉଥିବା ଶକୁନ୍ତଳା ଦେବୀଙ୍କ ଅନ୍ଦାଜରେ ବେଶ୍‌ ମଜାଳିଆ ଢ଼ଙ୍ଗରେ ବିଦ୍ୟା ରିଲିଜ୍‌ ତାରିଖ ଘୋଷଣା କରିଥିବା ଦେଖିବାକୁ ମିଳିଛି। ବିଦ୍ୟା ଗଣିତର ଏକ କଠିନ ପ୍ରଶ୍ନ ପଚାରି ଏହାର ଉତ୍ତର ମଧ୍ୟ ସେ ନିଜେ ଦେଇଚନ୍ତି। ବିଦ୍ୟାଙ୍କ ଏହି ଅନ୍ଦାଜକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଜୁଲାଇ ୩୧ରେ ଶକୁନ୍ତଳା ଦେବୀଙ୍କ ଏକ୍ସଟ୍ରା ଅର୍ଡିନାରୀ ମାଇଣ୍ଡର କାହାଣୀ ବିଷୟରେ ଦର୍ଶକ ଦେଖିପାରିବେ। ଏହାର ଓ୍ବାଲ୍ଡ ପ୍ରିମିୟର ପାଇଁ ପ୍ରଶଂସକ ବେଶ୍‌ ଉତ୍ସାହିତ ଅଛନ୍ତି। ସୂଚନାଯୋଗ୍ୟ, ଏହି ଫିଲ୍ମରେ ବିଦ୍ୟା ଜିନିୟସ୍‌ ମ୍ୟାଥମେଟିସିଆନ ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ନଜର ଆସିବେ। ଏଥିସହ ବିଦ୍ୟାଙ୍କ ଝିଅ ଚରିତ୍ରରେ ସାନିୟା ମଲହୋତ୍ରାଙ୍କୁ ଦେଖିବାକୁ ମିଳିବ। ପୂର୍ବରୁ ଏହି ଫିଲ୍ମ ହଲ୍‌ରେ ରିଲିଜ୍‌ ହେବାକୁ ଥିଲା। କିନ୍ତୁ ଲକ୍‌ଡାଉନ ଯୋଗୁ ହଲ୍‌ଗୁଡିକ ବନ୍ଦ ରହିଥିବାରୁ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଭାଇଚାରା ସବୁବେଳେ ମିଳିବ

କଟକ ସହ ସମ୍ପର୍କ ଯୋଡ଼ିବା ଲୋକେ ଖୁବ୍‌ କମ୍‌। ହେଲେ ଯିଏ ସମ୍ପର୍କ ଯୋଡ଼ିଛି ସେ ଏହାର ଅସଲି ମଜା ପାଇଛି। ଏହି ସହର ଓ...

ମଦ ପାଇଁ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ତଥା ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୁତି ହାସନ। ସେ ବଲିଉଡ୍‌ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ବିଗତ କିଛି ଦିନ...

ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ

ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ...

କମାଣ୍ଡୋ ଷ୍ଟାରଙ୍କ ବଡ଼ ଉପଲବ୍ଧି: ପୁଟିନ୍‌-ବେୟର ଗ୍ରିଲ୍ସ କ୍ଲବରେ ସାମିଲ ହେଲା ନାମ

ବମ୍ବେ: ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତକୁ ଗୌରବାନ୍ବିତ କରିଥିବା ଅନ୍ୟତମ ଅଭିନେତା ପାଲଟିଛନ୍ତି ବିଦ୍ୟୁତ ଜାମଓ୍ବାଲ। ପୂର୍ବରୁ ତାଙ୍କୁ ଜ୍ୟାକି ଚାନ୍‌ ଆକ୍ସନ ମୁଭି ଆଓ୍ବାର୍ଡ ମିଳିସାରିଛି। ଏବେ...

ଗର୍ଲଫ୍ରେଣ୍ଡ ଚକ୍କରରେ ସବ୍ୟସାଚୀ

ସବ୍ୟସାଚୀ ଏବେ ଗର୍ଲଫ୍ରେଣ୍ଡ ଚକ୍କରରେ ଅଛନ୍ତି। ଖୋଲା ମିଜାଜ, ବିନ୍‌ଦାସ ଲାଇଫ। ହେଲେ କ’ଣ ହେବ, ମନଲାଖି ସୁନ୍ଦରୀଟିଏ ମିଳିଲେ ସେ ତାକୁ ହୃଦୟର ଏପରି...

୧୪ ବର୍ଷ ଅଡିଶନ ପରେ ଦେବ୍‌ ଆନନ୍ଦଙ୍କ ଭଣଜାଙ୍କୁ ମିଳିଲା ଅଭିନୟରେ ସୁଯୋଗ, ଦିନକୁ ମିଳୁଛି ୧୮ ହଜାର

ବଲିଉଡ୍‌ରେ ଷ୍ଟାର କିଡ୍‌ଙ୍କୁ ଅତି ସହଜରେ ସୁଯୋଗ ମିଳିଥାଏ। ଏପରି ସମସ୍ତେ ଭାବିଥାନ୍ତି। ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ସତ ହୋଇ ନ ଥାଏ। ଏହାର...

ନୂଆ ନିୟମ ସହ ଏହି ଦିନ ଆରମ୍ଭ ହେବ ବିଗ୍‌ ବସ ସିଜିନ-୧୪

ମୁମ୍ବାଇ: ଟେଲିଭିଜନର ବେଶ୍‌ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍‌ ବସର ନୂଆ ସିଜିନ୍‌ ପୁଣି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଆସୁଛି। ଚଳିତ ବର୍ଷ ସେପ୍ଟେମ୍ବର...

ସଲମାନଙ୍କ ସହ ଡେବ୍ୟୁ କରି ମିଳିଥିଲା ଲୋକପ୍ରିୟତା, ଏବେ ଅଭିନୟରୁ ଦୂରରେ ଏହିସବୁ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ସହ କାମ କରିବାକୁ ନବାଗତାମାନେ ଚାହିଁ ବସିଥାନ୍ତି। ତାଙ୍କ ସହ କାମ କରିବା ମାନେ ସଫଳତାକୁ ପାଖରେ ଦେଖିବା...

Coronavirus Update


Archives

Model This Week

Why Dharitri