ବଲିଉଡ ଅଭିନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ
ମୁମ୍ବାଇ,୧୧।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ଅଫତାବ ଶିବଦାସାନୀ। ଏ ନେଇ ଅଫତାବ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ…
ସ୍ୱାମୀଙ୍କ ସହ ପ୍ରଥମ ସାକ୍ଷାତକୁ ମନେ ପକାଇଲେ ନିନା
ମୁମ୍ବାଇ: ବଲିଉଡ୍ର ବିଗତ ଦିନର ନାୟିକା ନିନା ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ସବୁବେଳେ ନିଜ ପର୍ସନାଲ ଲାଇଫକୁ ନେଇ ଖୋଲାଖୋଲି କଥା ହେଉଥିବା ଏହି ନାୟିକା ଏବେ ପୁଣିଥରେ ନିଜ ସ୍ୱାମୀଙ୍କ ପ୍ରଥମ ସାକ୍ଷାତ୍କାରକୁ ନେଇ କଥା ହୋଇଛନ୍ତି…
ପ୍ରଭାସଙ୍କ ବିପକ୍ଷରେ ଅନୁଷ୍କା
ବମ୍ବେ: ସାଉଥ୍ର ମେଗା ବଜେଟ୍ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶର୍ମା। ନିର୍ଦ୍ଦେଶକ ଓମ୍ ରାଉତଙ୍କ ‘ଆଦିପୁରୁଷ’ରେ ସେ ନାୟିକା ସାଜିବେ। ତାଙ୍କ ଚରିତ୍ରର ନାମ ରହିବ ସୀତା। ପୂର୍ବରୁ ପ୍ରଭାସ ଫିଲ୍ମରେ ରାମଙ୍କ ଭୂମିକାରେ ଅଭିନୟ କରିବା ସ୍ପଷ୍ଟ…
ବିବାହ ବନ୍ଧନରେ ଏହି ବୋଲ୍ଡ ଅଭିନେତ୍ରୀ: ଖୁସିଖବର ଜଣାଇ ଚମକାଇଲେ
ବମ୍ବେ: ସର୍ବଦା ବୋଲ୍ଡ ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଥିବା ପୁନମ୍ ପାଣ୍ଡେ ଭିନ୍ନ କାରଣକୁ ନେଇ ଏବେ ଚର୍ଚ୍ଚାରେ। ସେ କାଳେ ଲୁଚିଛପି ବିବାହ କରିଛନ୍ତି। ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୁନମ୍ ମଧ୍ୟ…
ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସାରା ଅଲ୍ଲୀ ଖାନ୍: ବାପା ରଖିଲେ ଏମିତି ସର୍ତ୍ତ
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜର ସୁନ୍ଦର ଅଭିନୟ ପାଇଁ ବେଶ୍ ପରିଚିତ। ଏଥିସହ ପ୍ରେମ ସମ୍ପର୍କକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡି ହୋଇଥିଲେ ମଧ୍ୟ ସୈଫ୍ ଅଲ୍ଲୀ ଖାନ୍ଙ୍କ ଝିଅ…
ଆଉ ତିନି ଦିନ ଜେଲରେ ରହିବେ ରିଆ
ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକଶନକୁ ନେଇ ଫସି ଯାଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତି । ଶୁକବ୍ରାର ରିଆ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତିଙ୍କ ସମେତ ୬ ଜଣଙ୍କ ଜାମିନ ଆବେଦନ ମୁମ୍ବାଇ…
ଦାଉଦଙ୍କ ଘର ଭଙ୍ଗା ଯାଇ ପାରୁ ନ ଥିବା ବେଳେ କାହିଁକି ଭଙ୍ଗାଗଲା କଙ୍ଗନାଙ୍କ ଘର: ଫଡନବିଶ
ମୁମ୍ବାଇ,୧୧ ।୯: ମହାରାଷ୍ଟ୍ର ସରକାର ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଛି । ଇତିମଧ୍ୟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରି ସାରିଲାଣି । ଏଥିପାଇଁ ମହାରାଷ୍ଟ୍ର ସରକାର…
କେବଳ କଙ୍ଗନା ନୁହନ୍ତି, ପୂର୍ବରୁ ଏସବୁ ତାରକାଙ୍କୁ ଟାର୍ଗେଟ୍ କରିଛି ବିଏମ୍ସି; ନେଇଛି ଏପରି କାର୍ଯ୍ୟାନୁଷ୍ଠାନ
ବିଏମ୍ସି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ କାର୍ଯ୍ୟାଳୟକୁ ଭାଙ୍ଗିଛି। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍ସି ଏହି କାର୍ଯ୍ୟାନୁଷ୍ଠାନ ଭାଙ୍ଗିଥିବା କୁହାଯାଉଥିଲେ ହେଁ ଏହାକୁ ନେଇ ମହାରାଷ୍ଟ୍ର ସରକାର ଏବଂ କଙ୍ଗନାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ତେବେ ବଲିଉଡ ତାରକାଙ୍କୁ…
ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ରଣବୀର ସିଂହ: ନିଜର ସରନେମ୍ ହଟାଇଛନ୍ତି ଏହି ୬ କଳାକାର; ପୁରା ନାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ଅଭିନୟ ପାଇଁ ନିଜ ନାମ ମଧ୍ୟ ବଦଳାଇଦେଇଥାଏ କଳାକାର। ବଲିଉଡ୍ରେ କିଛି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମଦୁନିଆ ପାଇଁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ସେହିଭଳି ଆଉ କିଛି କଳାକାର ନିଜ ନାମରୁ ସରନେମ୍ କାଢ଼ି ଦେଇଛନ୍ତି। ସେଭଳି କିଛି କଳାକାରଙ୍କୁ…
୧୧ ବର୍ଷର ନାବାଳକଙ୍କୁ ବ୍ରେନ୍ ଟ୍ୟୁମର ଜାଣି ଏପରି କଲେ ସୋନୁ ସୁଦ୍
ଅଭିନେତା ସୋନୁ ସୁଦ, କରୋନା ସମୟରୁ କ୍ରମାଗତ ଭାବରେ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇଥିଲେ। ବର୍ତ୍ତମାନ ସୋନୁ ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରୁଛନ୍ତି ।…
ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ
ବ୍ରିଟିସର ଲୋକପ୍ରିୟ ଅଭିନେତ୍ରୀ ଡାଏନା ରିଗଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡିତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଝିଅ ରାଚେଲ ଷ୍ଟିରଲିଙ୍ଗ ଜଣାଇଛନ୍ତି। ସେ କହିଛନ୍ତି, ମୋର ପ୍ରିୟ ମା’ ସବୁଦିନ…
ରିୟାଙ୍କ ଜାମିନ ଆବେଦନ ଖାରଜ, ଜେଲ୍ରେ ରହିବେ ଭାଇ, ଭଉଣୀ
ମୁମ୍ବାଇ,୧୧।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଡ୍ରଗ୍ସ ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ୬ ଅଭିଯୁକ୍ତ ରିୟା, ତାଙ୍କ ସୋଭିକ, ଦୀପେଶ ସାଓ୍ବନ୍ତ, ସାମୁଏଲ ମିରାଣ୍ଡା, ଜୈଦ୍, ବାସିଦ ପରିହାରଙ୍କ ଜଣଙ୍କ…

