ମନୋରଞ୍ଜନ

କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣା: କ୍ଷତି ହୋଇଛି ୨ କୋଟି

ମୁମ୍ବାଇ,୧୦ ।୯: ବିଏମ୍‌ସି ବିରୋଧରେ କ୍ରିମିନାଲ ଆକ୍ସନ ନେବେ ବଲିଉଡ୍ ନାୟିକା କଙ୍ଗନା ରାନାୱତ । ମହାରାଷ୍ଟ୍ର ସରକାରଙ୍କ ସହ କଙ୍ଗନାଙ୍କର ଚାଲିଥିବା ବିବାଦ ମଧ୍ୟରେ ବୁଧବାର ଅଭିନେତ୍ରୀ ମୁମ୍ବାଇ ପହଞ୍ଚିଥିଲେ । ହେଲେ ସେ ପହଞ୍ଚିବା ବେଳେକୁ ବିଏମ୍‌ସି ପକ୍ଷରୁ…

ଗିରଫ ପୂର୍ବରୁ ରିୟାଙ୍କ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା, ଏବେ ହେଉଛି ଭାଇରାଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଛନ୍ତି। ଗିରଫ ପୂର୍ବରୁ ଯେତେବେଳେ ରିୟା ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସମସ୍ତଙ୍କ ନଜର ଥିଲା ତାଙ୍କ ଟି-ଶର୍ଟ ଉପରେ। କାରଣ ଏଥିରେ ଏମିତି କିଛି ଶବ୍ଦ ଲେଖାଥିଲା ଯାହା…

ରାପର ରଫ୍‌ତାରଙ୍କୁ କରୋନା, ପ୍ରଂଶସକଙ୍କ ଉଦ୍ଦେଶ୍ୟରେ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ ରାପର ତଥା ସଙ୍ଗୀତ ନିର୍ଦ୍ଦେଶକ ରଫ୍‌ତାର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପ୍ରଶଂସକଙ୍କ ସହ ଏକ ଅପ୍‌ଡେଟ୍‌ ଶେୟାର କରି କହିଛନ୍ତି, ସେ ହେ୍‌ାମ୍‌…

୧୪ କୋଟିର ଏହି ଘରେ ପରିବାର ସହ ରହୁଛନ୍ତି ବିବେକ ଓବରୟ: ରାଜନେତାଙ୍କ ଝିଅଙ୍କୁ କରିଛନ୍ତି ବିବାହ

ବମ୍ବେ: ବିବେକ ଓବରୟ ବଲିଉଡର ଚର୍ଚ୍ଚିତ ଅଭିନେତାଙ୍କ ମଧ୍ୟରୁ ଜଣେ। ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘କମ୍ପାନୀ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ କିଛି ହାତଗଣତି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ…

ବି-ଟାଉନର ଏହି ଅଭିନେତ୍ରୀମାନଙ୍କର ପଡ଼ିବନି ହାତଗଣ୍ଠି !

ମୁମ୍ବାଇ: ବି-ଟାଉନର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତଥାପି ସେମାନେ ସଫଳ। ନିଜ ସର୍ତ୍ତରେ ଜୀବନଯାପନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ବିବାହ ସ୍ଥିର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାତଗଣ୍ଠି ପଡ଼ିନାହିଁ। ଆଉ ମଧ୍ୟ…

ବରୁଣ ଯାହା ଚାହୁଁଥିଲେ..

ସତରେ ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ନିଜ ମନପସନ୍ଦର ଭୂମିକାଟିଏ ପାଇ ପୁଣି ତାହାକୁ ସୁଚାରୂ ରୂପେ ତୁଲାଇ ବରୁଣ ଧାଓ୍ବନ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ହୋମ୍‌ ବ୍ୟାନରରେ ନିର୍ମିତ…

ଅନୁଶୋଚନାର ସମୟ

ଓଡ଼ିଆ ଚଳଚ୍ଚିତ୍ର ସମ୍ପ୍ରତି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପରି ମନେହୁଏ। କାରଣ ବାର୍ଦ୍ଧକ୍ୟପୀଡ଼ିତ ମଣିଷ ଯେପରି ନାନାଦି ସମସ୍ୟାକୁ ସାମ୍ନାକରେ ଆମ ଚଳଚ୍ଚିତ୍ର ଶିଳ୍ପଟିର ଅନୁରୂପ ଅବସ୍ଥା। ଏହା ସତ୍ତ୍ୱେ ଚଳଚ୍ଚିତ୍ର ପରେ ଚଳଚ୍ଚିତ୍ର ନିର୍ମିତ ହୋଇଚାଲିଛି, ଯାହାକୁ ନେଇ…

ପାରୋ ହେଟ୍‌ସ ଦେବଦାସ

ଆର.ଆର୍‌. ଇଭେଣ୍ଟସ ବ୍ୟାନରରେ ନିକଟରେ ‘ମହାବାହୁ’ ଟାଇଟଲ ବିଶିଷ୍ଟ ଏକ ସିନେମାର ମହୁରତ ଅନୁଷ୍ଠିତ ହୋଇଥିଲା। ଏହାର ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ମହୁରତ ମଧ୍ୟ ଶେଷ କରିଛନ୍ତି। ଫିଲ୍ମଟିର ଟାଇଟଲ ରହିଛି ‘ପାରୋ ହେଟସ ଦେବଦାସ’। ଖାସ୍‌…

ଜେଲ୍‌ରେ ପ୍ରଥମ ରାତି ଏମିତି କାଟିଲେ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟ ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛି ନିଶା ନିବାରଣ ବ୍ୟୁରୋ (ଏନସିବି)। ରିୟାଙ୍କୁ ବାଇକୁଲ୍ଲା ମହିଳା କାରାଗାରକୁ ବାଇକୁଲ୍ଲା…

ଅଚାନକ ବଲିଉଡ୍‌କୁ ବାଏ ବାଏ କହି ଦୂରେଇ ଯାଇଥିଲେ ଏସବୁ କଳାକାର: ନିରାଶ ହୋଇଥିଲେ ପ୍ରଶଂସକ

ମାୟାନଗରି ମୁମ୍ବାଇ। ଅନେକ ନବାଗତଙ୍କ ସ୍ବପ୍ନକୁ ପୂରଣ କରିଛି ଏହି ସହର। ହେଲେ ଅଭିନେତା ହିସାବରେ ସଫଳ ହେବା ପରେ ମଧ୍ୟ ମୁମ୍ବାଇ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ନିକଟରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଚାଲିଥିବା…

ଗୁରୁ ଖୋଜୁଛନ୍ତି ତାପସୀ

ତାପସୀ ସିହ୍ନା ଏବେ ଗୁରୁ ଖୋଜିବାରେ ବ୍ୟସ୍ତ। କାରଣ ସେ ଏବେ ଫାଇଟିଂ ଶିଖିବାକୁ ମନ ବଳାଇଛନ୍ତି। ଏପରି କି ମାର୍ଶଲ ଆର୍ଟ ଶିଖିବା ପାଇଁ କୁଆଡେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଲେଣି। କରୋନା ମହାମାରୀ ପାଇଁ ଶୁଟିଂ ବନ୍ଦ…

ଶିବସେନା ପାଇଁ ଚୁଡ଼ି ପଠାଇବ ଭାଜପା

ଶିମଲା,୧୦ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଓ ଶିବସେନା ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି । ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟକୁ ବୁଧବାର ଭାଙ୍ଗିବା ଘଟଣା ଏବେ ରାଜନୈତିକ ମୋଡ ନେଲାଣି ଗୁରୁବାର ଏହାକୁ ନେଇ ଶିମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?