୧୧ ବର୍ଷର ନାବାଳକଙ୍କୁ ବ୍ରେନ୍‌ ଟ୍ୟୁମର ଜାଣି ଏପରି କଲେ ସୋନୁ ସୁଦ୍‌

ଅଭିନେତା ସୋନୁ ସୁଦ, କରୋନା ସମୟରୁ କ୍ରମାଗତ ଭାବରେ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପୂର୍ବରୁ ସେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇଥିଲେ। ବର୍ତ୍ତମାନ ସୋନୁ ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରୁଛନ୍ତି । ନିକଟରେ ପୁଣି ଥରେ ସୋନୁ ଉଦାରତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି।

ବିହାରର ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ପୁଅ ପାଇଁ ସୋନୁ ସୁଦଙ୍କ ସାହାଯ୍ୟ ଲୋଡିଥିଲେ। ତାଙ୍କର ୧୧ ବର୍ଷର ପୁଅକୁ ବ୍ରେନ୍‌ ଟ୍ୟୁମର ହୋଇଛି ଏବଂ ତାଙ୍କ ଚିକିତ୍ସା ପାଇଁ ପରିବାର ପାଖରେ ଆର୍ଥିକ ସମ୍ବଳ ନ ଥିବା ଜଣାଇଥିଲେ। ଏସ୍‌.କେ ଶର୍ମା ନାମକ ଏକ ଟୁଇଟର ଆକାଉଣ୍ଟରୁ ସେ ଟୁଇଟ୍‌ କରଥିଲେ।
ଏହି ଟୁଇଟ୍‌ରେ ସେ ଲେଖିଥିଲେ , ‘ସାର୍‌ ମୁଁ ବିହାରର ଭାଗଲପୁର ଜିଲାର। ମୋ ଭାଇର ୧୧ ବର୍ଷର ପୁଅ ଅଛି। ସେ ଅନେକ ଦିନ ଧରି ଅସୁସ୍ଥ ଥିଲା, ଆଜି ତାର ରିପୋର୍ଟ ଆସିଛି। ତାର ବ୍ରେନ୍‌ ଟ୍ୟୁମର ହୋଇଛି। ସାର୍‌, ଆପଣ ସମସ୍ତଙ୍କୁ ସାହାଯ୍ୟ କରନ୍ତି। ଦୟାକରି ଏହି ପିଲାକୁ ମଧ୍ୟ ବଞ୍ଚାନ୍ତୁ ।

ଏହି ଟୁଇଟ ପରେ ଅଭିନେତା ସୋନୁ ପ୍ରଥମେ ଡାକ୍ତରଙ୍କ ସହ କଥା ହୋଇଛନ୍ତି। ପରେ ଉତ୍ତରରେ ଲେଖିଛନ୍ତି, ‘ଚିନ୍ତା କର ନାହିଁ। ଡାକ୍ତରଙ୍କ ସହ କଥା ହୋଇଛି, ପୁଅର ଆସନ୍ତା ସପ୍ତାହରେ ଦିଲ୍ଲୀରେ ଅପରେଶନ କରାଯିବ। ଆପଣମାନେ ପ୍ରସ୍ତୁତ ହୁଅନ୍ତୁ’।

 


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ କମ୍‌ ପାରିଶ୍ରମିକ ନିଅନ୍ତି ଏହି ଅଭିନେତ୍ରୀ !

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଗୋଟିଏ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାନ୍ତି। ମାତ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ...

ମନର ଯନ୍ତ୍ରଣା ବଖାଣିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଦୂର ହେବାର ନାଁ ନେଉନାହିଁ। ଏବେ ଉଭୟଙ୍କ ନାଁରେ ଠକେଇ...

ବିବାହ ପରେ କାମକୁ ଫେରିଲେ ରଣବୀର

ବିବାହ ପରେ ପୁଣି ଥରେ କାମକୁ ଫେରିଛନ୍ତି ଅଭିନେତା ରଣବୀର କପୁର। ନିକଟରେ ତାଙ୍କୁ ଟି-ସିରିଜ ଅଫିସ୍‌ ବାହାରେ ଦେଖିବାକୁ ମିଳିଥିଲା। ସେ ଏକ ଧଳା...

ଶହେ କୋଟି କ୍ଲବରେ ସାମିଲ ହେଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବହୁ ବାଦ ବିବାଦ ପରେ ବି ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’ ବକ୍ସ ଅଫିସରେ ଭଲ ଫରଫର୍ମ କରିଛି। ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶନାରେ...

ଜିତିଲେ କଙ୍ଗନା !

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ପାଲି ହିଲ ସ୍ଥିତ କାର୍ଯ୍ୟାଳୟ ଭଙ୍ଗା ଘଟଣା ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ବମ୍ବେ ହାଇକୋର୍ଟଙ୍କ...

ବିବାହିତ ସତ୍ତ୍ୱେ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ଶାହାରୁଖ୍‌

କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବିବାହିତ ଥିଲେ। ବର୍ତ୍ତମାନ ତାଙ୍କର ୩ ସନ୍ତାନ ରହିଛନ୍ତି। ହେଲେ ଖୁବ୍‌ କମ୍‌ ଲୋକ...

ଜୀବନ ପ୍ରତି ବିପଦ, ଭାଇଜାନ୍‌ଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଭାଇଜାନ୍‌ଙ୍କ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ। ତାଙ୍କୁ ହତ୍ୟା ଧମକ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ସେ ବନ୍ଧୁକ...

ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଏହି ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ଦିବା କ୍ର଼୍ୟାଟ୍ରିନା କୈଫ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ରୋହିତ...

Advertisement
Archives

Model This Week