ପରଲୋକରେ ଏହି ଲୋକପ୍ରିୟ ଅଭିନେତ୍ରୀ

ବ୍ରିଟିସର ଲୋକପ୍ରିୟ ଅଭିନେତ୍ରୀ ଡାଏନା ରିଗଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡିତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଝିଅ ରାଚେଲ ଷ୍ଟିରଲିଙ୍ଗ ଜଣାଇଛନ୍ତି। ସେ କହିଛନ୍ତି, ମୋର ପ୍ରିୟ ମା’ ସବୁଦିନ ପାଇଁ ଶାନ୍ତିରେ ଶୋଇଯାଇଛି।
ଡାଏନା ୧୯୬୦ ଦଶକରେ ଟିଭି ସିରିଜ୍‌ ‘ଦ ଏଭେଞ୍ଜର୍ସ’ ରେ ଗୁପ୍ତ ଏଜେଣ୍ଟ ଏମ୍ମା ପିଲ୍‌ ଚରିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଥିଲେ। ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରଦାରେ ‘ଦାଦା’ ହେବେ ଏହି ଅଭିନେତା

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ଯୋଜନା ହେଉଛି। ନିକଟରେ ଏହାର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ସରିଛି।...

୨୨ ବର୍ଷ ପରେ ଏକାଠି ନଜର ଆସିବେ ଉର୍ମିଳା-ଗୋବିନ୍ଦା

ମୁମ୍ବାଇ: ଜି ଟିଭି ନିକଟରେ ତା’ର ଲୋକପ୍ରିୟ ରିୟଲିଟି ଶୋ’ ଡିଆଇଡି ସୁପର ମମ୍ସର ତୃତୀୟ ସିଜନ ଲଞ୍ଚ କରିଛି । ଡିଆଇଡି ସୁପର ମମ୍ସ...

ଫଟୋ ଶେୟାର କରି ଖୁସି ଖବର ଦେଲେ ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ପ୍ରଣିତା ସୁଭାଷ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ତାଙ୍କ ସ୍ବାମୀଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଏହି ଖୁସି...

ସାମାନ୍ୟ ଲେହେଙ୍ଗା ପାଇଁ ୟାମିଙ୍କୁ ଶୁଣିବାକୁ ପଡ଼ିଥିଲା ଡିଜାଇନରଙ୍କ ଏଭଳି କଥା…

ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ୟାମି ଗୌତମ ଅନ୍ୟତମ। ସେ ତାଙ୍କର ଆଗାମୀ ଫିଲ୍ମ ‘ଦଶବି’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହା ସହ ସେ...

ଲୈଲା ମଜନୁର ଅଭିନେତ୍ରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ,୨୮।୫: ୮0 ଦଶକର ଲୈଲା ମଜନୁ ଫେମ୍‌ ରଞ୍ଜିତା କୌରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି। ସେ ନିଜର ସ୍ବାମୀଙ୍କୁ ମାରପିଟ୍‌ କରିବା ସହ ୪ମହଲାରୁ...

ଐଶ୍ୱର୍ଯ୍ୟା ଚାହୁଁ ନ ଥିଲେ ଅଭିଷେକ କରନ୍ତୁ ଏହି କାମ, ଅସୁବିଧାରେ ପଡ଼ି ନେଇଥିଲେ ନିଷ୍ପତ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସୋନାଲି ବୋଷ୍‌ଙ୍କ ଫିଲ୍ମ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ରେ ଅଭିନୟ ପାଇଁ ଅଫର ମିଳିଥିଲା। ଏଥିରେ ତାଙ୍କ ବିପକ୍ଷରେ ନାୟିକା...

ସ୍ବାମୀଙ୍କ ସହ ପ୍ରିୟଙ୍କାଙ୍କ ରୋମାଣ୍ଟିକ୍‌ ହୋଲି

ବମ୍ବେ: ଆଜି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ସାରା ଦେଶ ଉତ୍ସବମୁଖର। ସାଧାରଣ ଜନତାଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ନିଜର ପ୍ରିୟଜନମାନଙ୍କୁ...

ଅଭିନେତ୍ରୀଙ୍କୁ ହତ୍ୟା ଧମକ ଦେବା ପଡ଼ିଲା ମହଙ୍ଗା: ରୋଷେୟା ଗିରଫ

ଟିଭି ଅଭିନେତ୍ରୀ ମାହି ବିଜ୍‌ଙ୍କୁ ହତ୍ୟା ଧମକ ଦେଇଥିବା ତାଙ୍କ ରୋଷେୟାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିନେତା ଜୟ ଭାନୁଶାଳୀ ଏବଂ ମାହିଙ୍କ ଘରେ...

Advertisement
Archives

Model This Week