ସୁଶାନ୍ତଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଅଙ୍କିତା କଲେ ଏପରି
ସୁଶାନ୍ତ ସିଂ ରାଜପୁତ ତାଙ୍କ ଡାଏରୀରେ ପ୍ରାୟ ୫୦ ଟି ସ୍ବପ୍ନ ଲେଖିଥିଲେ ଯାହା ସେ ତାଙ୍କ ଜୀବନରେ କରିବାକୁ ଚାହୁଁଥିଲେ। ମାତ୍ର ସେ ସେହି ସ୍ବପ୍ନଗୁଡ଼ିକୁ ପୂରଣ କରିବା ପାଇଁ ଆଉ ଏହି ଦୁନିଆରେ ନାହାଁନ୍ତି। ଏପରି ପରିସ୍ଥିତିରେ, ବର୍ତ୍ତମାନ…
ଟେନିସ ତାରକାଙ୍କ ପ୍ରେମରେ ପଡି ଚର୍ଚ୍ଚାକୁ ଆସିଥିଲେ ମହିମା
ମୁମ୍ବାଇ: ବଲିଉଡ୍ ନାୟିକା ମହିମା ଚୌଧୁରୀ ରବିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଛନ୍ତି । ଆଜି ସେ ବଡ ପରଦାଠାରୁ ଦୂରେଇ ଥିଲେ ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ଘର କରି ରହିଛନ୍ତି । ୯୦ ଦଶକର ଏହି…
ଏହି ସୁନ୍ଦରୀଙ୍କ ସରଳତା ଦେଖି ବୋଲ୍ଡ ହୋଇଥିଲେ ଅର୍ଜୁନ ବିଜଲାନୀ: ୮ ବର୍ଷ ଡେଟ୍ କରିବା ପରେ…
ବମ୍ବେ: ପ୍ରଥମ ଦେଖାରେ ପ୍ରେମ କେବଳ ସିନେମାରେ ହୁଏ ବୋଲି କୁହାଯାଏ। ହେଲେ ଟେଲି ପରଦାର ସୁପରଷ୍ଟାର ଅର୍ଜୁନ ବିଜଲାନୀ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି। କାରଣ ପ୍ରଥମ ଦେଖାରେ ହିଁ ନେହା ସ୍ବାମୀଙ୍କ ପ୍ରେମରେ ପଡ଼ିଯାଇଥିଲେ ସେ। ନେହାକୁ…
ଆଉ ନାହାନ୍ତି ବର୍ଷୀୟାନ ଅଭିନେତା ଅଜିତ ଦାସ
ଭୁବନେଶ୍ୱର,୧୩।୯(ବ୍ୟୁରୋ): ୨୦୨୦ କେବଳ ବଲିଉଡ୍ ପାଇଁ ନୁହେଁ ବରଂ ଓଲିଉଡ୍ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ଅଜିତ ଦାସ ପରପାରିକୁ ଚାଲିଯାଇଥିବା ସୂଚନା…
ଗୋଟିଏ ଗୁଳିରେ ଦୁଇ କଳାକାରଙ୍କୁ ଟାର୍ଗେଟ କଲା ଶିବସେନା
ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ଶିବାସନା ମଧ୍ୟରେ ବିବାଦ ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି । ଏବେ ଶିବସେନା ତା’ର ମୁଖପତ୍ର ‘ସମାନା’ ଜରିଆରେ କଙ୍ଗନାଙ୍କୁ ଟାର୍ଗେଟ କରିଛି । ରବିବାର ପୁଣିଥରେ ଦଳ…
ସୁଶାନ୍ତ ସିଂ ରାଜପୁତ, ବିକାଶ ଦୁବେଙ୍କ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମର ନାଁ ରେଜିଷ୍ଟ୍ରେଶନ ଆରମ୍ଭ
ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁ୍ତ ମୃତ୍ୟୁ ମାମଲାର ଯାଞ୍ଚ ଏବେ ୩ଟି ଏଜେନ୍ସି କରୁଛନ୍ତି । ଆଉ ଏହି ମାମଲାରେ ତାଙ୍କର ବାନ୍ଧବି କୁହାଯାଉଥିବା ରିଆ ଚକ୍ରବର୍ତ୍ତିଙ୍କ ସମେତ କେତେଜଣ ଗିରଫ ମଧ୍ୟ ହୋଇ ସାରିଲେଣି ।…
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା: ବାନ୍ଦ୍ରାରୁ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କଲା ଏନ୍ସିବି
ମୁମ୍ବାଇ,୧୨।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଶନିବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)। ସେ ହେଲେ କରନଜିତ। ତାଙ୍କୁ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳରୁ ଗିରଫ କରାଯାଇଛି। ଏ ନେଇ ଏନସିବିର ଯୁଗ୍ମ…
ଫେରିଲେ ଦିଶା
ମୁମ୍ବାଇ: ବେଶ୍ କିଛିଦିନ ହେବ କରୋନା ପାଇଁ ବଲିଉଡ୍ର ଶୁଟିଂ ବନ୍ଦ ରହିଥିଲା । ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ପରିବାର ସହ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିଲେ । ଏବେ କିଛି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଶୁଟିଂ…
କୌଣସି ବିଳାସପୂର୍ଣ୍ଣ ଘରଠାରୁ କମ୍ ନୁହେଁ ସଲମାନ୍ଙ୍କ ଭ୍ୟାନିଟି ଭ୍ୟାନ୍: ଏସବୁ ଫଟୋ ତାର ପ୍ରମାଣ
ବମ୍ବେ: ଭାରତୀୟ ସିନେମାର ଜଣେ ଦିଗ୍ଗଜ କଳାକାର ହେଲେ ସଲମାନ୍ ଖାନ। ଆଜି ବି ବଲିଉଡ୍ରେ ତାଙ୍କର ଦବ୍ଦବା ଜାରି ରହିଛି। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଅପେକ୍ଷା କରି ରହିଥାନ୍ତି। ଏପରିକି କିଛି ଫିଲ୍ମର ପ୍ରଥମ ଶୋ’ ହାଉସ୍ଫୁଲ ହେବାର ନଜିର…
ଏହି ବ୍ୟକ୍ତିଙ୍କ ଆଦେଶ ପରେ କଙ୍ଗନାଙ୍କ ଅଫିସ ଭାଙ୍ଗିଥିଲା ବିଏମ୍ସି: ହାଓ୍ବାର୍ଡରୁ ପଢ଼ାସାରି ହୋଇଛନ୍ତି ଆଇଏଏସ୍
ବମ୍ବେ: ମୁମ୍ବାଇରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଅଫିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଏମ୍ସି। ଏହାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସମସ୍ତ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି ପ୍ରସଙ୍ଗରେ ରାଜନୈତିକ ବୟାନବାଜି ମଧ୍ୟ ଜାରି ରହିଛି।…
ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ୧୦ କଳାକାର
ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା ସମ୍ପର୍କ ବାସ୍ତବ ଜୀବନରେ ସେଭଳି ନ ଥାଏ। ଟେଲିଭିଜନ ଧାରାବାହିକରେ ଏଭଳି ଅନେକ ଯୋଡ଼ି…
ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟଙ୍କ ପରଲୋକ
ମୁମ୍ବାଇ,୧୨ ।୯: ବଲିଉଡ୍ ଗାୟିକା ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟ ପୋଡୱାଲଙ୍କ ଶନିବାର ମାତ୍ର ୩୫ ବର୍ଷ ବୟସରେ ପରଲୋକ ହୋଇଛି । କିଛିଦିନ ହେବ ସେ କିଡ୍ନୀ ସମସ୍ୟାରେ ପୀଡିତ ଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ…

