ମନୋରଞ୍ଜନ

ଜୟାଙ୍କୁ ଟାର୍ଗେଟ କଲେ କଙ୍ଗନା

ନୂଆଦିଲ୍ଲୀ,୧୫ ।୯: ସମାଜବାଦୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ତଥା ବଳିଉଡ୍ ନାୟିକା ଜୟା ବଚ୍ଚନ ମଙ୍ଗଳବାର କହିଥିଲେ କି ବଲିଉଡକୁ ବଦନାମ କରିବାକୁ ଯୋଜନା କରାଯାଉଛି । ସେ ଲୋକ ସଭାରେ ଭାରତୀୟ ଜନତା ପାର୍ଟି(ଭାଜପା) ସଦସ୍ୟ ରବି କିଶନଙ୍କୁ…

ସ୍ବାମୀଙ୍କ ମୃତ୍ୟୁ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ କୁହାଯାଉଥିଲା ଡାହାଣୀ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ୧୪ ଦିନ ଜେଲରେ ଅଛନ୍ତି। ଅନେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ରିୟାଙ୍କୁ ସମର୍ଥନ କରି ଗଣମାଧ୍ୟମର ଭୂମିକା ଉପରେ ପ୍ରଶ୍ନ କରିଛନ୍ତି। ଜଣାଶୁଣା ଗାୟିକ…

ଟୁଇଟରରେ ଅନୁରାଗଙ୍କ ମୃତ୍ୟୁ ଖବର: ଫିଲ୍ମ ନିର୍ମାତା କହିଲେ ଯମ ନିଜେ ମୋତେ ଘରେ ଛାଡିଦେଇ ଗଲେ

ମୁମ୍ବାଇ,୧୪ ।୯: ବର୍ତ୍ତମାନ ସମୟରେ ବଲିଉଡରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି । ଆଉ ଇତିମଧ୍ୟରେ ଟୁଇଟରରେ ଏକ ଗୁଜବ ଦେଖିବାକୁ ମିଳିଛି । ସୋମବାର ଗ୍ୟାଙ୍ଗସ୍ ଅଫ୍ ୱାସିପୁର ଓ ସାକ୍ରେଡ ଗେମ୍ସ ଭଳି ଫିଲ୍ମ ଓ…

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାସ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ସତ୍ୟନଗର ଶ୍ମଶାନରେ ବର୍ଷାୟାନ ଅଭିନେତା ଅଜିତ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ତାଙ୍କ ବଡ଼ ଝିଅ ମୁଖାଗ୍ନି ଦେଇଥିଲେ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ…

ଭାରାକ୍ରାନ୍ତ ମନ ନେଇ ମନାଲି ଫେରିଲେ କଙ୍ଗନା

ମୁମ୍ବାଇ,୧୪ ।୯: ବଲିଉଡ୍‌ର ଚର୍ଚ୍ଚିତ ନାୟିକା କଙ୍ଗନା ରାନାୱତ ସୋମବାର ନିଜ ହୋମ ଟାଉନ ମନାଲି ଫେରିଛନ୍ତି । ସେପ୍ଟେମ୍ବର ୯ରେ ସେ ମୁମ୍ବାଇ ଗସ୍ତ କରିଥିବା ବେଳେ ପାଖାପାଖି ଏକ ସପ୍ତାହ ସେଠାରେ ରହି କିଛି ତିକ୍ତ ଅନୁଭୁତି ନେଇ…

ଆୟୁଷ୍ମାନଙ୍କ ମୁହଁରେ ଲାଗିଥିବା କେକ୍‌କୁ ଏମିତି ସଫାକଲେ ତାହିରା କଶ୍ୟପ

ମୁମ୍ବାଇ: ବଲିଉଡ୍ ନାୟକ ଆୟୁଷ୍ମାନ ଖୁରାନା ସୋମବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଫଟୋରେ ରାଇଟର, ଫିଲ୍ମମେକର ତଥା…

ହାକିମ ବାବୁଙ୍କ ସ୍ମୃତିରେ କିଛି…

ତାଙ୍କ ରକ୍ତରେ ଥିଲା ଅଭିନୟର ନିଶା। ପିଲାବେଳୁ ଅଭିନୟର ନିଶା ବାରି ହୋଇପଡ଼ିଥିଲା। ବାପାଙ୍କ ବିରୋଧ ସତ୍ତ୍ୱେ ତାଙ୍କର ମନ ମାନି ନ ଥିଲା। ଦି’ପହରରେ ସମସ୍ତେ ଶୋଇଯିବା ପରେ ବଡ଼ବାପାଙ୍କ ଆଖଡ଼ା ଘରେ ଥିବା ଟ୍ରଙ୍କ ଖୋଲୁଥିଲେ ଓ ସେଥିରେ…

ଗର୍ଭାବସ୍ଥାରେ ଏମିତି ଅନୁଭବ କରୁଛନ୍ତି ଅନୁଷ୍କା, କଲେ ଖୁଲାସା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏବେ ବିରାଟଙ୍କ ସହ ଅନୁଷ୍କା ୟୁଏଇରେ ଅଛନ୍ତି। ଏହି ସମୟରେ ସମୁଦ୍ର କୂଳରେ ବେବି ବମ୍ପ…

ଡ୍ରଗ୍ସ କାରବାର ମାମଲା: ବଲିଉଡ କଳାକାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ମନା କଲା ଏନ୍‌ସିବି

ମୁମ୍ବାଇ,୧୩।୯-ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାରକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କୁ ଗିରଫ କରିଛି। ଜେରାବେଳେ ରିୟା ଏନ୍‌ସିବି ନିକଟରେ ବଲିଉଡର ୨୫ ଜଣ ନାମୀଦାମୀ କଳାକାର ଡ୍ରଗ୍ସ…

ମଲାଇକାଙ୍କୁ ଯୌବନ ଚାଲିଯିବା ଭୟ ଘାରିଛି

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଏକୁଟିଆ ଗୋଟିଏ ଘରେ ରହିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି। ଯାହା ତାଙ୍କ ସଦ୍ୟ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ବାରି…

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାରି ଭିତରେ ବିଏମ୍‌ସି ପକ୍ଷରୁ ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟର କିଛି ଅଂଶକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯାଇଛି…

ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର

ବମ୍ବେ: ବଲିଉଡ୍‌ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ ତାଙ୍କ ଭାଇ ଅଜିତାଭ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଲାଇମ୍‌ଲାଇଟ୍‌ରୁ ଦୂରରେ ରହୁଥିବାରୁ ଅଜିତାଭ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?