ମନୋରଞ୍ଜନ

ବର୍ଷାଙ୍କ ପରେ ଏବେ ଅନୁଭବ: ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ପିଟିଶନ୍‌ ଦାଖଲ; ଆଣିଲେ ଏଭଳି ସଙ୍ଗିନ ଅଭିଯୋଗ

ଭୁବନେଶ୍ୱର,୬।୯(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପରେ ଏବେ ସ୍ବାମୀ ଏମ୍‌ପି ଅନୁଭବ ମହାନ୍ତି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଅନୁଭବ ଛାଡପତ୍ର ପିଟିଶନ୍‌ ଦାଖଲ କରିଥିବା ଜଣାପଡ଼ିଛି। ୪୭ ପୃଷ୍ଠାର ଉକ୍ତ ପିଟିଶନ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ…

ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ କଙ୍ଗନା: ସଞ୍ଜୟ

ମୁମ୍ବାଇ,୬।୯: ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଏବେ ସଞ୍ଜୟ ରାଉତ କହିଛନ୍ତି କଙ୍ଗନା ମହାରାଷ୍ଟ୍ରକୁ କ୍ଷମା ମାଗନ୍ତୁ। ହେଲେ ସଞ୍ଜୟ କେବେ କଙ୍ଗନାଙ୍କୁ କ୍ଷମା ମାଗିବେ ବୋଲି ପ୍ରଶ୍ନରେ ସଞ୍ଜୟ କହିଛନ୍ତି…

ଡ୍ରଗ୍ସ ଲିଙ୍କ ମାମଲା: ଦୀପେଶ ସାୱନ୍ତଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୫।୯-ଧୀରେ ଧୀରେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଗୁମର ଫିଟିବାରେ ଲାଗିଛି। ଡ୍ରଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ଶନିବାର ଦୀପେଶ ସାୱନ୍ତକୁ ଗିରଫ କରିଛି। ଗତକାଲି ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଏନ୍‌ସିବି…

କରୋନାରେ ସଂକ୍ରମିତ ହେଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହିମାଂଶ କୋହଲିଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କିଛିଦିନ ତଳେ ଖବର ଆସିଥିଲା କି ହିମାଂଶଙ୍କ ମାତା-ପିତା ଓ ଭଉଣୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ଏବେ ମିଳିଥିବା ସୂଚନାରୁ ଜଣାପଡିଛି ଅଭିନେତା ହିମାଂଶ…

ରାଗିଲେ ଅମୃତା ଫଡନବିଶ

ମୁମ୍ବାଇ,୫।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବିଭିନ୍ନ ସମୟରେ ଆସୁଛନ୍ତି ଚର୍ଚ୍ଚାକୁ। ଏହି ମାମଲାକୁ ନେଇ କଙ୍ଗନା କେତେବେଳେ ବଲିଉଡ୍‌ର ବଡ ବଡ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ମହାରାଷ୍ଟ୍ର ସରକାର…

ଚାରିଦିନ ପାଇଁ ଏନ୍‌ସିବି ହେପାଜତକୁ ଗଲେ ରିଆଙ୍କ ଭାଇ

ମୁମ୍ବାଇ,୫।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ବେଳକୁ ବେଳ ଭିନ୍ନ ମୋଡ ନେଉଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତି…

ବଲିଉଡର ଜଣେ ହିଟ୍‌ ଅଭିନେତ୍ରୀ ହେଉଛନ୍ତି ଫଟୋରେ ଦେଖୁଥିବା ଶିଶୁ, ଚିହ୍ନିପାରୁଛନ୍ତି କି..

ବମ୍ବେ: ଗୁରୁଦିବସ ଉପଲକ୍ଷେ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ କଳାକାରମାନେ ନିଜ ଗୁରୁଙ୍କୁ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଜଣେ ଅଭିନେତ୍ରୀ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ନାଲି ରଙ୍ଗର…

କାଜଲଙ୍କ ରୂପରେ ଏହି ଗୀତରେ ନାଚୁଛନ୍ତି କରଣ, ଭିଡିଓ ଭାଇରାଲ

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ କହିଥିଲେ, ପିଲାମାନଙ୍କ ଉପରେ ତାଙ୍କର ପ୍ରଥମ ପୁସ୍ତକ ଲେଖିବାକୁ ଯାଉଛନ୍ତି। କରଣଙ୍କ ଏହି ଟୁଇଟ୍‌ ବେଶ୍‌ ଚର୍ଚ୍ଚା ହୋଇଥିଲା। ପ୍ରଶଂସକଙ୍କ ସହ ଫିଲ୍ମ ଜଗତର କଳାକାରମାନେ ମଧ୍ୟ…

ପ୍ରଭାସଙ୍କ ଫିଲ୍ମରେ ରାବଣ ଭୂମିକାରେ ନଜର ଆସିବେ ଏହି ଅଭିନେତା, କରିନା କହିଲେ ‘ଇତିହାସର ସବୁଠାରୁ ହ୍ୟାଣ୍ଡସମ୍‌ ରାକ୍ଷସ’

ବମ୍ବେ: ରାବଣ ଭୂମିକାରେ ନଜର ଆସିବେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ମେଗା ବଜେଟ୍‌ରେ ନିର୍ମିତ ଥ୍ରି-ଡି ଫିଲ୍ମ ଆଦିପୁରୁଷରେ ସେ ଖଳନାୟକ ଭୂମିକାରେ ନଜର ଆସିବେ। ଏଣୁ ସୈଫ ପ୍ରଥମ ଥର ପାର୍ଇ ଦକ୍ଷିଣ…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ପୁଣି ଏକାଠି ହେଲେ ସୁସ୍ମିତା ସେନ୍‌ଙ୍କ ଭାଇଭାଉଜ

ବମ୍ବେ: ପ୍ରଥମେ ବିବାହ ପରେ ଅଲଗା ରହିବାକୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇଭାଉଜ। ଉଭୟେ ଛାଡ଼ପତ୍ର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଫଟୋ ଛାଡ଼ି ସେମାନେ…

ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ,୪।୯-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର ସାମୁଲଏ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି। ସୌଭିକ ରିୟାଙ୍କ ବାବଦରେ କିଛି…

ପୁଣିଥରେ ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହ ଶିଳତ ଯୁଦ୍ଧରେ ମାତିଛନ୍ତି ବୋଲି କୁହାଯାଉଛି। ଉଭୟଙ୍କ ମଧ୍ୟରେ ହେଉଥିବା କଥା କଟାକଟି ଏବେ ଚରମ ସୀମାରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?