ସୁଶାନ୍ତଙ୍କ ଭଉଣୀଙ୍କୁ ଗିରଫ ଭୟ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି। ସିବିଆଇ ଏବେ ମାମଲାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟର କାରଣ ଜାଣିବା ପାଇଁ ତାଙ୍କ ଭଉଣୀମାନେ ମଧ୍ୟ ଦିନରାତି ଏକଜୁଟ ହୋଇଛନ୍ତି। କିନ୍ତୁ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ ମିତୁ ସିଂ ମଧ୍ୟ ଏକ ଅଡୁଆରେ ପଡିଯାଇଛନ୍ତି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସେପ୍ଟେମ୍ବରରେ ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବିନା ପ୍ରେସକ୍ରିପସନରେ ସୁଶାନ୍ତଙ୍କୁ ତାଙ୍କ ଭଉଣୀମାନେ ଔଷଧ ଦେଇଥିଲେ। ଏଥିରେ ସୁଶାନ୍ତ ଆତଙ୍କିତ ହୋଇ ଆତ୍ମହତ୍ୟା କରିଥିଲେ। ମୁମ୍ବାଇ ପୋଲିସ ରିୟାଙ୍କ ଦ୍ୱାରା ଦାଖଲ ହୋଇଥିବା ଏଫଆଇଆରର ଏକ କପି ସିବିଆଇରେ ଦାଖଲ କରିଥିଲା। ଏବେ ପ୍ରିୟଙ୍କା ଏବଂ ମିତୁଙ୍କୁ ଗିରଫ ଭୟ ଘାରିଛି। ସିବିଆଇ ସେମାନଙ୍କୁ ଯେକୌଣସି ସମୟରେ ଗିରଫ କରିପାରେ। ତେଣୁ ସେ ବମ୍ବେ ହାଇକୋର୍ଟଙ୍କୁ ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍‌ ୧୪ରେ ନିଜ ମୁମ୍ବାଇସ୍ଥିତ ବାସଭବନରେ ସୁଶାନ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କ ଏହି ଗୀତରେ କଲେ ଡ୍ୟାନ୍ସ କଲେ ବିଦେଶୀ ଯୁବକ

ସାଧାରଣତଃ ବିବାହ ପ୍ରୋସେଶନରେ ବଲିଉଡ୍‌ କିମ୍ବା ସାଉଥ୍‌ ଫିଲ୍ମର ହିଟ୍‌ ଗୀତ ବାଜିଥାଏ। ଏହି ଗୀତ ଯେ, କେବଳ ଆମ ଦେଶରେ ସୀମିତ ତା’ ନୁହେଁ,...

ନୂଆବର୍ଷରେ ବିବାହ କରିପାରନ୍ତି ପ୍ରଭାସ

ମୁମ୍ବାଇ: ବଲିଉଡ୍‌ର ବାହୁବଳୀ ତଥା ସାଉଥ୍‌ ଷ୍ଟାର ପ୍ରଭାସ ନିଜ ଦମଦାର ପରଫରମାନ୍ସ ପାଇଁ ଏବେ ଲକ୍ଷେ ଦିଲ୍‌ କି ଧଡକନ୍‌ ପାଲଟି ଯାଇଛନ୍ତି। ‘ଶାହୋ’...

ଶ୍ରୀଦେବୀଙ୍କ ଜନ୍ମଦିନରେ ଭାବୁକ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ର ଏଭରଗ୍ରୀନ ନାୟିକା ଶ୍ରୀଦେବୀଙ୍କର ଅସମୟରେ ପରଲୋକକୁ ଆଜି ପର୍ଯ୍ୟନ୍ତ ବି ଗ୍ରହଣ କରିପାରୁ ନାହାଁନ୍ତି ପରିବାର ସଦସ୍ୟ। ମଙ୍ଗଳବାର ଶ୍ରୀଦେବୀଙ୍କ ଜନ୍ମଦିନ ଅବସରରେ...

ଯାତ୍ରା ଜଗତର ଦୁଇ ମହାରଥୀ: ମଞ୍ଚର ନେପଥ୍ୟରେ ରହି କରନ୍ତି ସବୁକିଛି

ଯାତ୍ରା ଜଗତର ଦୁଇ ମହାରଥୀ। ଏମାନେ ମଞ୍ଚ ଉପରକୁ ଆସନ୍ତିନି। ମଞ୍ଚର ନେପଥ୍ୟରେ ରହି ସବୁକିଛି କରୁଥାନ୍ତି। ଏ ଦୁହେଁ ସବୁବେଳେ ଗୋଟିଏ କଥା ଚିନ୍ତା...

ଜ୍ୟାକଲିନଙ୍କ ଇମୋଶନାଲ ପୋଷ୍ଟ

ମୁମ୍ବାଇ: ମହଙ୍ଗା ମାଡରେ ଭାଙ୍ଗି ପଡିଥିବା ଶ୍ରୀଲଙ୍କା ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କରିଛନ୍ତି ବଲିଉଡ ନାୟିକା ଜ୍ୟାକଲିନ ଫର୍ନାଡିଜ । ସେ ତାଙ୍କ ଇନଷ୍ଟାଗ୍ରାମରେ...

କମେଡି ମାୟା

ନିକଟରେ ରିଲିଜ ହୋଇଛି ସବ୍ୟସାଚୀ-ଏଲିନା ଅଭିନୀତ ‘ମାଲ ମହୁ ଜୀବନ ମାଟି’। ଏଥିରେ ଡନ୍‌ ଡୋଗ୍ରାର ଅନ୍ୟତମ ସହଯୋଗୀ ଭାବରେ ଅଭିନୟ କରିଛନ୍ତି ବିଜୁ ବଡଜେନା।...

ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ବଢ଼ୁଛି ବିବାଦ: ଦିଲ୍ଲୀ-ୟୁପିରେ ମାମଲା ରୁଜୁ

ନୂଆଦିଲ୍ଲୀ/ଲକ୍ଷ୍ନୌ,୫।୭: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ଙ୍କ ପୋଷ୍ଟରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଫିଲ୍ମ ନିର୍ମାତା ଲୀନା ମଣିମେକଲଇଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟରରେ ମା’ କାଳୀଙ୍କୁ ସିଗାରେଟ୍‌...

ବିବାହକୁ ନେଇ ଏମିତି କହିଲେ ରକୁଲ ପ୍ରୀତ୍‌

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ଜନ୍ମଦିନ ଅବସରରେ ଜ୍ୟାକି ଭଗ୍ନାନୀଙ୍କ ସହ କିଛି ମାସ ପୂର୍ବରୁ ପ୍ରେମସମ୍ପର୍କକୁ ଅଫିସିଆଲ କରିଥିଲେ। ଇନ୍‌ଷ୍ଟାଗ୍ରାମରେ ଏକ...

Advertisement
Archives

Model This Week