ରାଜନୀତି ମୈଦାନକୁ ଓହ୍ଲାଇବେ ପାୟଲ ଘୋଷ
ମୁମ୍ବାଇ,୨୬।୧୦: ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଫିଲ୍ମ ଅଭିନେତ୍ରୀ ପାୟଲ ଘୋଷ ତାଙ୍କ ଓକିଲଙ୍କ ସହ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେଙ୍କ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ)ରେ ଯୋଗଦେବେ। ଦୀର୍ଘ…
ଗର୍ବ ଅନୁଭବ କଲେ ଅମିତାଭ: ପିତାଙ୍କ ନାମରେ ହେବ ଏହି ଦେଶର ଏକ ସ୍ଥାନ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ନାମରେ ପୋଲାଣ୍ଡ ତାର ରୋକ୍ଲ ଶହରର ଏକ ସ୍ଥାନର ନାମ ରଖିବ। ଏହି ସୂଚନା ଅମିତାଭ ନିଜର ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ଜଣାଇଛନ୍ତି। ତେବେ ବିଗ୍ ବିଙ୍କ ପିତାଙ୍କୁ ଏଠାରେ ସମ୍ମାନୀତ…
ଅକ୍ଷୟ କୁମାରଙ୍କ ସହ ନିର୍ବନ୍ଧ ପରେ ଭାଙ୍ଗିଯାଇଥିଲା ଏହି ଅଭିନେତ୍ରୀଙ୍କ ବିବାହ
୧୯୯୦ ମସିହାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ରବୀନା ଟଣ୍ଡନ ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଟୋବର ୨୬, ୧୯୭୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ଆଜି ମଧ୍ୟ ନିଜ ଅଭିନୟରେ ଲୋକମାନଙ୍କ ହୃଦୟରେ ରାଜ କରନ୍ତି। ୧୯୯୧ରେ…
ଭିସା ପାଇଁ ବିବାହ କରିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡ୍ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ରଧିକା ଆପ୍ତେ। ଏବେ ଓଟିଟି ପ୍ଲାଟ୍ଫର୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଛି। ଅନ୍ୟପଟେ ଓଟିଟି ପ୍ଲାଟଫର୍ମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ହେଉଛନ୍ତି…
ଡ୍ରଗ୍ସ କିଣୁଥିବାବେଳେ ଏନ୍ସିବି ହାତରେ ଧରାପଡିଲେ ଟେଲି ଅଭିନେତ୍ରୀ ପ୍ରୀତିକା ଚୌହାନ
ମୁମ୍ବାଇ,୨୫।୧୦-ବଲିଉଡରେ ଡ୍ରଗ୍ସ କାରବାର ମାମଲାର ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)। ଗତକାଲି ମୁମ୍ବାଇ ଏନ୍ସିବିର ଅଧିକାରୀମାନେ ମୁମ୍ବାଇର ଭର୍ସୋଭାରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛନ୍ତି। ଗିରଫଙ୍କ ମଧ୍ୟରେ ଟେଲିଭିଜନ ଅଭିନେତ୍ରୀ ପ୍ରୀତିକା ଚୌହାନ ରହିଥିବା ଜଣାପଡିଛି।…
ସ୍ବପ୍ନର ଘର କିଣିଲେ ବଲିଉଡ ଅଭିନେତା ହ୍ରିତିକ୍ ରୋଶନ: ରହିଛି ଏସବୁ ସୁବିଧା
ମୁମ୍ବାଇ,୨୫।୧୦-ମୁମ୍ବାଇର ଜୁହୁ-ଭର୍ସୋଭା ଲିଙ୍କ ରୋଡରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି ବଲିଉଡ ଅଭିନେତା ହ୍ରିତିକ ରୋଶନ। ଏହାର ମୂଲ୍ୟ ୯୭.୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆପାର୍ଟମେଣ୍ଟଟି ଆରବ ସାଗରର ନିକଟରେ ରହିଛି। ୩୮ ହଜାର ବର୍ଗଫୁଟ ଉପରେ…
ଡ୍ରଗ୍ସ ମାମଲା: ଟେଲିଭିଜନ ଅଭିନେତ୍ରୀଙ୍କ ସହ ଦୁଇ ଗିରଫ
ମୁମ୍ବାଇ,୨୫ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାଲାର ଯାଞ୍ଜ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) । ରବିବାର ଯାଞ୍ଚ ଏଜେନ୍ସି ଦ୍ୱାରା ଆଉ ଏକ ଡ୍ରଗ୍ସ ର୍ୟାକେଟର ପର୍ଦ୍ଦଫାଶ ହୋଇଛି…
ଭାଇରାଲ ହେଉଛି ସୁହାନାଙ୍କ ଲାଟେଷ୍ଟ ଫଟୋ
ମୁମ୍ବାଇ: ବଲିଉଡ୍ ବାଦ୍ଶାହା ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ତାଙ୍କର ରହିଛନ୍ତି ଅନେକ ପ୍ରଶଂସକ । ନିକଟରେ ଏହି ଷ୍ଟାର କିଡଙ୍କର କିଛି ଲାଟେଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି…
କନ୍ୟା ସନ୍ତାନଙ୍କ ପାଦ ଧୋଇଦେଲେ ଶିଳ୍ପା
ମୁମ୍ବାଇ: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମହାମାୟା । ଅକ୍ଟୋବର ୨୪ରେ ସାରା ଦେଶରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା । ଏହି ଅବସରରେ ମହାଗୌରୀଙ୍କର ସ୍ୱତନ୍ତ୍ର ପୂଜା କରାଯାଇଥାଏ । ଅନେକ ସ୍ଥାନରେ ଏହିଦିନ କନ୍ୟା ସନ୍ତାନଙ୍କୁ ମଧ୍ୟ ପୂଜା…
ବିବାହ ବନ୍ଧନରେ ବାନ୍ଧି ହେଲେ ନେହା କକ୍କର
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ର ପ୍ଲେ-ବ୍ୟାକ୍ ସିଙ୍ଗର ସୁନ୍ଦରୀ ନେହା କକ୍କର। ଶନିବାର ଦିଲ୍ଲୀରେ ଥିବା ଏକ ଗୁରୁଦ୍ୱାରରେ ସେ ତାଙ୍କ ପ୍ରେମିକ ରୋହନପ୍ରୀତ୍ ସିଂହଙ୍କୁ ବିବାହ କରିଛନ୍ତି। ଶିଖ୍ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି। ଉଭୟଙ୍କ…
ମେହେନ୍ଦୀ ସେରିମନିରେ ନେହା କକ୍କର ପିନ୍ଧିଥିବା ଲେହେଙ୍ଗା ଦାମ୍ ଜାଣିଲେ ଉଡ଼ିଯିବ ହୋସ୍
ମୁମ୍ବାଇ,୨୪ା୧୦: ରୋହନ ପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଥିବା ବଲିଉଡ୍ ନେହା କକ୍କର ବର୍ତ୍ତମାନ ତାଙ୍କ ମେହେନ୍ଦୀ ସେରିମନି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ମେହେନ୍ଦୀ ଲଗାଉଙ୍ଗୀ ମେ ସଜନା କି ନାମ’ ଫଟୋରେ ନେହା…
ଛୁଟି କାଟିବାକୁ ଯାଇ ବଲିଉଡ୍ ବାଦଶାହଙ୍କର ହେଲା ଏମିତି ଅବସ୍ଥା
ବଲିଉଡ୍ର ପ୍ରସିଦ୍ଧ ରାପର ବାଦଶାହଙ୍କ ଏକ ଫଟୋ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଦେଇଛି। ଫଟୋଟିକୁ ବାଦ୍ଶାହ ନିଜେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ମୁହଁ ଲାଲ ଦେଖାଯାଉଥିବା ବେଳେ ଚମଡ଼ା ମଧ୍ୟ ଛାଡିଯାଇଛି। ଏହାସାଙ୍ଗକୁ ତାଙ୍କ ମୁହଁ,…

