ଏହି ଅଭିନେତ୍ରୀଙ୍କ କାର୍‌ ଭିତରୁ ଚୋରି ହୋଇଗଲା ହ୍ୟାଣ୍ଡ୍‌ବ୍ୟାଗ୍‌

ଛୋଟ ପରଦାର ଷ୍ଟାଇଲିସ ଏବଂ ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମାଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ ଚୋରି ହୋଇଯାଇଛି। ଏନେଇ ସେ ମୁମ୍ବାଇ ପୋଲିସର ସହାୟତା ଲୋଡିଛନ୍ତି। ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଥିବା ତାଙ୍କ କାରରେ ନିଆଙ୍କ ହ୍ୟାଣ୍ଡବ୍ୟାଗ ଚୋରି ହୋଇଥିଲା। ଖତ୍ରୋରୋଂ କେ ଖୀଲାଡି ବିଜେତା ନିଆ ମୁମ୍ବାଇ ପୋଲିସକୁ ଟୁଇଟ୍‌ କରି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ମୁମ୍ବାଇ ପୋଲିସ ମଧ୍ୟ ତାଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଛି। ତାଙ୍କ ନମ୍ବର ଦେବାକୁ ମୁମ୍ବାଇ ପୋଲିସ ନିଆଙ୍କୁ ଟୁଇଟ୍‌ କରିଛି। ଶୀଘ୍ର ଜବାବ ଦେଇଥିବାରୁ ମୁମ୍ବାଇ ପୋଲିସକୁ ନିଆ ଧନ୍ୟବାଦ ଜଣାଇଛନ୍ତି। ଗତ ମାସରେ ନିଆ ଶର୍ମା ତାଙ୍କର ୩୦ ତମ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ କେକ୍‌କୁ ନେଇ ସେ ବିବାଦରେ ଥିଲେ। ଅନେକ ପ୍ରଶଂସକ ତାଙ୍କୁ ଟ୍ରୋଲ୍‌ କରିଥିଲେ। ଏହାର ଜବାବରେ ନିଆ କହିଥିଲେ, ସୋସିଆଲ ମିଡିଆ ଟ୍ରୋଲିଂ ଉପରେ ସେ ଧ୍ୟାନ ଦିଅନ୍ତି ନାହିଁ। କେବଳ ଅବସାଦ ଦୂର ପାଇଁ ସେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ନିଆ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ଅଭିନେତା ଅଭିଷେକ ଟାର୍ଟାଜୀ

ବଙ୍ଗାଳୀ ସିନେମାର ଜଣାଶୁଣା ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଗୁରୁବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ବିଗତ କିଛିଦିନ ହେଲା...

ବିବାହିତ ହୋଇ ମଧ୍ୟ ଏହି ଅଭିନେତ୍ରୀଙ୍କୁ ପାଗଳପରି ଭଲ ପାଉଥିଲେ ନାନା ପାଟେକର

ନାନା ପାଟେକର ବଲିଉଡ୍‌ର ଏପରି ଜଣେ ଅଭିନେତା ଯାହାଙ୍କ ଅଭିନୟ ସବୁଠାରୁ ନିଆରା। ବଲିଉଡ୍‌ରେ ସେ ନିଜର କଠୋର ସ୍ବଭାବ ପାଇଁ ବେଶ୍‌ ଜଣାଶୁଣା। ସେ...

କ’ଣ ପୁଣି ଏକାଠି ହେଲେ ଐଶ୍ୱର୍ଯ୍ୟା-ସଲମାନ୍‌? ଆଶିତାଙ୍କ ଭିଡିଓ ଦେଖି…

ବମ୍ବେ: ବଲିଉଡ୍‌ର କିଛି ସେଲିବ୍ରିଟିଙ୍କ ଭଳି ଅବିକଳ ଦେଖାଯାଉଥିବା ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହେଲେ ସେମାନଙ୍କ ମଧ୍ୟରୁ ନୀଳନୟନା ଐଶ୍ୱର୍ଯ୍ୟା ରାୟ...

ଆଲିଆଙ୍କ ସେଲ୍ଫି

ମୁମ୍ବାଇ: ପାଖାପାଖି ୨ ବର୍ଷ ହେବ ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି ରହି ଆସୁଛନ୍ତି ଚର୍ଚ୍ଚାରେ । ଏହି ଲଭ...

ଜାତିସଂଘ ସଂସ୍ଥାରୁ ରଣଦୀପ ବିଦା

ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ କଟାକ୍ଷ କରିଥିବା ନେଇ ଏକ ପୁରୁଣା ଭିଡିଓ ଏବେ ସାମ୍ନାକୁ ଆସିଛି। ଏହା ଭାଇରାଲ...

ରେଡ କାର୍ପେଟରେ ଚାଲିବା ପୂର୍ବରୁ ହଲିଉଡ ଅଭିନେତ୍ରୀଙ୍କ ଆଶୀର୍ବାଦ ନେଲେ ତମନ୍ନା

ମୁମ୍ବାଇ: ଫେମଶ ଅଭିନେତ୍ରୀ ତମନ୍ନା ଭାଟିଆ ଏବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ । ସୋସିଆଲ ମିଡିଆରେ କାନ୍ସରୁ ତାଙ୍କର ଲେଟେଷ୍ଟ ଲୁକ୍ ଭାଇରାଲ ହେବାରେ ଲାଗିଛି...

ଜୀବନର ଶେଷ ସମୟରେ ଇୟରଫୋନ୍‌ ମଗାଇ ଏହି କଳାକାରଙ୍କ ଗୀତ ଶୁଣୁଥିଲେ ଲତା

ନିଜ କୋକିଳ ସ୍ବରର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରିଦେଉଥିବା ଲତା ମଙ୍ଗେସକର ଆଉ ନାହାନ୍ତି। ସେ ତାଙ୍କ ଜୀବନରେ ସଙ୍ଗୀତ ଠାରୁ ଅଧିକ ଆଉ କାହାକୁ...

ହଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ମେକରଙ୍କ ଝିଅ ହେଲେ ପର୍ନ ଷ୍ଟାର!

ଓ୍ବାଶିଂଟନ: ହଲିଉଡ୍‌ର ପପୁଲାର ଫିଲ୍ମ ମେକର ଷ୍ଟିଭେନ ସ୍ପିଲବର୍ଗଙ୍କ ଝିଅ ମିକେଲାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦ ସନ୍‌ର ରିପୋର୍ଟ ଅନୁଯାୟୀ,...

Advertisement
Archives

Model This Week