ସ୍ବାମୀଙ୍କ ସହ ପ୍ରଥମ କର୍‌ଓ୍ବାଚୌଥ୍‌ ପାଳିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୪ା୧୧: ଆଜି (ନଭେମ୍ବର ୪) ସାରା ଦେଶରେ ପାଳନ କରାଯାଉଛି କର୍‌ଓ୍ବାଚୌଥ୍‌। କରୋନା ଯୋଗୁ ଏହି ମାହୋଲ ସୋସିଆଲ ମିଡିଆରେ ଅଧିକ ଦେଖିବାକୁ ମିଳୁଛି। କର୍‌ଓ୍ବାଚୌଥ୍‌ ବିଶେଷକରି ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ। ସ୍କ୍ରିନ୍‌ରୁ ଆରମ୍ଭ କରି ବାସ୍ତବ ଜୀବନ ପର୍ଯ୍ୟନ୍ତ ଉତ୍ସବକୁ ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ପାଳନ କରିଥାନ୍ତି ସେଲିବ୍ରିଟିମାନେ। ଖାସ୍‌ କରି ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବଲିଉଡ୍‌ ସେଲିବ୍ରିଟ୍‌ଙ୍କ ପାଇଁ ଏହା ସ୍ବତନ୍ତ୍ର। ଏହି ଦମ୍ପତିମାନଙ୍କ ଏହା ହେଉଛି ପ୍ରଥମ କର୍‌ଓ୍ବାଚୌଥ୍‌। ଏହି ଯୋଡ଼ିଙ୍କ ମଧ୍ୟରୁ କାଜଲ ଅଗ୍ରଓ୍ବାଲ ଏବଂ ଗୌତମ କିଚଲୁ ଅନ୍ୟତମ।

ଅକ୍ଟୋବର ୩୦ରେ କାଜଲ ଏବଂ ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କାଜଲ ମୁମ୍ବାଇର ହୋଟେଲ ତାଜମହଲ ପ୍ୟାଲେସରେ ବିବାହ କରିଥିଲେ। ତେବେ କରୋନା ଯୋଗୁ ଅଧିକାଂଶ ଲୋକ ଏଥିରୁ ବାଦ୍‌ ପଡ଼ିଥିଲେ। କାଜଲ ଏବଂ କିଚଲୁଙ୍କର ଏହା ହେଉଛି ପ୍ରଥମ କର୍‌ଓ୍ବାଚୌଥ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ମୃତ୍ୟୁରେ ଭାଙ୍ଗି ପଡିଲେ ଅକ୍ଷୟ

ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ବୁଧବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଦୁଃଖଦ ଖବର ବିଷୟରେ ଅକ୍ଷୟ...

ଆୟର ୧୦ ପ୍ରତିଶତ ଭୂକମ୍ପ ପ୍ରଭାବିତଙ୍କ ପାଇଁ ଦାନ କରିବେ ସନ୍ନି…

ମୁମ୍ବାଇ,୧୯।୨ : ନିକଟରେ ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପ ପରେ ସେଠାରେ ଥିବା ଲୋକଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଫେବୃଆରୀ ୬ ରେ ତୁର୍କୀରେ ୭.୮...

‘ବଜରଙ୍ଗୀ ଭାଇଜାନ’ ପାଇଁ ହର୍ଷାଲୀ ନେଇଥିଲେ ଏତିକି ଟଙ୍କା

ବଲିଉଡ୍‌ରେ କାମ କରୁଥିବା ଶିଶୁ କଳାକାରଙ୍କ ଆୟ ବଡ଼ କଳାକାରଙ୍କଠାରୁ କିଛି କମ୍‌ ନୁହେଁ। ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ସଲମାନ ଖାନ୍‌ଙ୍କ ସହ ଅଭିନୟ କରିଥିବା...

ସୋନମଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଇଛନ୍ତି । ନିଜର ଅଭିନୟ ସାଙ୍ଗକୁ ଫ୍ୟାଶନ ଷ୍ଟେଟମେଣ୍ଟକୁ ନେଇ ଅଧିକାଂଶ ସମୟରେ...

ସିଦ୍ଧାର୍ଥଙ୍କ ଜନ୍ମଦିନରେ ‘ଶେରଶାହ’ର ପୋଷ୍ଟର ରିଲିଜ

ବମ୍ବେ: କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରେ ଡେବ୍ୟୁ କରିବା ପରେ ଅନେକ ସଫଳତାର ଫର୍ଦ୍ଦ ଯୋଡ଼ା ହୋଇ ସାରିଲାଣି ଅଭିନେତା ସିଦ୍ଧାର୍ଥ...

୪୬ ବର୍ଷରେ ଯମଜ ସନ୍ତାନର ଜନନୀ ହେଲେ ଡିମ୍ପଲ ଗର୍ଲ

ବମ୍ବେ: ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ତାଙ୍କର ଯମଜ ସନ୍ତାନ ହୋଇଛି। ଏହି ଖୁସି ଖବରକୁ ପ୍ରିତି ସୋସିଆଲ...

ବଲିଉଉଡ୍‌ର ଏହି ସବୁ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ଅକ୍ଷୟ କୁମାର: ସ୍ତ୍ରୀଙ୍କ ଥିଲା କଡ଼ା ନଜର

ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର। କୌଣସି ଗଡ୍‌ଫାଦର ନଥାଇ ଅକ୍ଷୟ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିଲେ।...

ପୁଣିଥରେ ପାଠ ପଢିଲେ ରୁଚା !

ମୁମ୍ବାଇ: ବଲିଉଡ୍‌ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୁଚା ଚଢା ପୁଣିଥରେ ପାଠପଢା ଆରମ୍ଭ କରି ଦେଇଛନ୍ତି। ସେ କହିଛନ୍ତି ପୁଣିଥରେ ପାଠ...

Advertisement
Archives

Model This Week