ବିବାହିତ ସତ୍ତ୍ୱେ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ଶାହାରୁଖ୍
କିଙ୍ଗ୍ ଖାନ୍ ଶାହାରୁଖ୍ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବିବାହିତ ଥିଲେ। ବର୍ତ୍ତମାନ ତାଙ୍କର ୩ ସନ୍ତାନ ରହିଛନ୍ତି। ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଅନ୍ୟ ଅଭିନେତାଙ୍କ ପରି ଶାହାରୁଖ୍ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ହୃଦୟ ଦେଇ…
ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ ‘ହମ୍ ସାଥ୍ ସାଥ୍ ହେଁ’ ଫିଲ୍ମକୁ କରିଥିଲେ ପ୍ରତ୍ୟାଖ୍ୟାନ: କାରଣ ଜାଣି ହେବେ ଆଶ୍ଚର୍ଯ୍ୟ
ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମ ଅଛି ଯାହାକୁ ଦର୍ଶକ ହୃଦୟରୁ ଗ୍ରହଣ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ଫିଲ୍ମଗୁଡ଼ିକର ରିଲିଜ୍କୁ ବହୁ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଦର୍ଶକ ଆଜି ବି ତାହାକୁ ଦେଖିବାକୁ ଚାହାନ୍ତି। ଏସବୁ ଫିଲ୍ମ ମଧ୍ୟରୁ…
ବିରୁଷ୍କାଙ୍କ ଫଟୋ ଦେଖି ଖୁସିର ଲୁହ ଗଡ଼ାଇଲେ ପ୍ରିୟଙ୍କା
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ନିଜର ୩୨ତମ ଜନ୍ମଦିନ ପାଳନ କରିଛନ୍ତି। ବିରାଟ ଏବେ ଆଇପିଏଲ୍ ବ୍ୟସ୍ତ ଥିବାବେଳେ ସ୍ତ୍ରୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଷ୍ଟାଡିୟରେ ଉପସ୍ଥିତ ରହି ତାଙ୍କୁ ଚିୟର କରୁଛନ୍ତି। ଏମିତିରେ…
ଏହି ଲୋକପ୍ରିୟ ଅଭିନେତ୍ରୀ ବିବାହ ପ୍ରସ୍ତାବ କରିଥିଲେ ପ୍ରତ୍ୟାଖ୍ୟାନ: ପରେ ଭାଙ୍ଗି ପଡିଥିଲେ ସଞ୍ଜୀବ, ସାରା ଜୀବନ ରହିଗଲେ ଏକାକୀ
ବଲିଉଡ୍ ଅଭିନେତା ସଞ୍ଜୀବ କୁମାର ସର୍ବୋତ୍ତମ କଳାକାରଙ୍କ ମଧ୍ୟରେ ଅନ୍ୟତମ। ତେବେ ଖୁବ୍ କମ ଲୋକ ଜାଣିଥିବେ ଯେ ସଞ୍ଜୀବ କୁମାରଙ୍କ ପ୍ରକୃତ ନାମ ହରିଭାଇ ଜରିୱାଲା ଥିଲା। କେବଳ ଚଳଚ୍ଚିତ୍ରରେ ଅଭିନୟ କରିବା ଲାଗି ସେ ତାଙ୍କ ନାମ ପରିବର୍ତ୍ତନ…
ପରିବାର ବିରୋଧରେ ଗଲେ ଶାହାରୁଖ୍ ଖାନ୍ଙ୍କ ଝିଅ ସୁହାନା: କଲେ ଏମିତି କାମ
ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖ୍ଙ୍କ ଝିଅ ସୁହାନା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। କିନ୍ତୁ ଏବେ ସେ ନିଜର ଏକ ଫଟୋକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଉକ୍ତ…
ବିରାଟ-ଅନୁଷ୍କାଙ୍କ ବଣ୍ଡିଂ ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି ଏହି ଫଟୋରୁ: ହେଉଛି ଭାଇରାଲ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନଭେମ୍ବର ୫ରେ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ବର୍ତ୍ତମାନ ଅନୁଷ୍କା ଇନ୍ଷ୍ଟାଗ୍ରାମ୍ରେ ବିରାଟଙ୍କ ସହ କିଛି ଫଟୋ ଶେୟାରକରି…
ଅନ୍ଧବିଶ୍ୱାସ ଯୋଗୁ ସାରା ଜୀବନ ଅବିବାହିତ ରହିଥିଲେ ଏହି ଅଭିନେତା
ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର କଳାକାର ତଥା ଅତି ଭଦ୍ର ବ୍ୟକ୍ତି ମଧ୍ୟ ଥିଲେ। ଶୋଲେ ଫିଲ୍ମରେ ଠାକୁରଙ୍କ ଚରିତ୍ର…
ଦୀପିକାଙ୍କୁ ପଛରେ ପକାଇଲେ ଶ୍ରଦ୍ଧା
ଶ୍ରଦ୍ଧା କପୁର ଦୀପିକା ପାଦୁକୋନଙ୍କୁ ରିପ୍ଲେସ କରି ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋ କରାଯାଇଥିବା ବଲିଉଡ ଅଭିନେତ୍ରୀ ହୋଇ ଯାଇଛନ୍ତି। ୫ କୋଟି ୫୬ଲକ୍ଷ ଫଲୋଅର୍ସ ସହ ଶ୍ରଦ୍ଧା କପୁର ଏବେ ପ୍ରିୟଙ୍କା ଚୋପ୍ରାଙ୍କଠୁ ଟିକେ ପଛରେ ଅଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟଙ୍କା…
ଖୁବ୍ଶୀଘ୍ର ବିବାହ କରିବେ ବଲିଉଡର ଏହି ଚର୍ଚ୍ଚିତ ଡ୍ୟାନସର
ଦମଦାର୍ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏବେ ନୋରା ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ବିବାହ…
ଜନ୍ମଦିନରେ ନଗ୍ନ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତା
ଜନ୍ମଦିନରେ ନିଜର ନଗ୍ନ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ। ନଭେମ୍ବର ୪ରେ ମିଲିନ୍ଦ ନିଜର ୫୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ନିଜର ଏକ ନଗ୍ନ ଫଟୋ ସୋସିଆଲ…
ସାମ୍ନାକୁ ଆସିଲା ସାଇନା ନେହଓ୍ବାଲଙ୍କ ବାୟୋପିକ୍ ଲୁକ୍
ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍ରେ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମରେ ସାଇନାଙ୍କ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପରିଣୀତିଙ୍କ ଏହି ଲୁକ୍କୁ ନିଜେ ସାଇନା ମଧ୍ୟ ସୋସିଆଲ ମିଡିଆରେ ଶେୟାର…
ପୋଲିସ ରିମାଣ୍ଡରେ ଏହି ଚର୍ଚ୍ଚିତ ଅଭିନେତ୍ରୀ
ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ପୁନମ ପାଣ୍ଡେ ନିକଟରେ ଗୋଆ ଯାତ୍ରା ସମୟରେ ଅଶ୍ଳୀଳ ଭିଡିଓ ଶୁଟିଂ କରୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ଦାଖଲ କରାଯାଇଥିଲା। ଏଥିସହ କାନାକୋନା ପୋଲିସ ଷ୍ଟେଶନରେ ଜଣେ ଅଜଣା ବ୍ୟକ୍ତିଙ୍କ…

