ପିତାଙ୍କୁ ଦିନରେ ଏତିକି ଥର ଖୋଜନ୍ତି କୁନି ତୈମୁର

ବଲିଉଡର ବେବୋ ଅର୍ଥାତ୍‌ ଅଭିନେତ୍ରୀ କରିନା କପୁର ଖୁବଶୀଘ୍ର ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। କରିନା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ, ସେ ବେଳେବେଳେ ଆକର୍ଷଣୀୟ ପୋଷ୍ଟ ଶେୟାର କରନ୍ତିି। ଏହି ସମୟରେ କରିନା କପୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ତାଙ୍କ ପୁଅ ତୈମୁର ଅଲି ଖାନଙ୍କୁ ନକଲ କରୁଥିବା ନଜର ଆସିଛନ୍ତି। ସେ କହୁଛନ୍ତି କି ତୈମୁର କିପରି ତାଙ୍କ ପିତା ସୈଫ ଅଲି ଖାନଙ୍କ ବିଷୟରେ ଦିନସାରା ପଚାରନ୍ତି। ଏହି ସମୟରେ, ସେ କହିବାକୁ ଚେଷ୍ଟା କରୁଛନ୍ତି ଯେ ତୈମୁର ତାଙ୍କ ପିତାଙ୍କ ସହିତ କେତେ ନିକଟତର। ପିତା କୁଆଡେ ଯାଇଛନ୍ତି, କେଉଁଠାରେ ଅଛନ୍ତି ବୋଲି ତୈମୁର ଦିନକୁ ୧୦ଥର ପଚାରନ୍ତି ଏବଂ ମୁଁ ତାଙ୍କୁ କୁହେ ସେ ବାଥରୁମରେ ଅଛନ୍ତି। କରିନାଙ୍କ ଏହି ଭିଡିଓ ତୈମୁରଙ୍କ ଏକ ପ୍ରଶଂସକ ପୃଷ୍ଠାରେ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ ଜିତିଲା ଜାହ୍ନବୀଙ୍କ ରିଆକ୍ସନ

ମୁମ୍ବାଇ: ଜାହ୍ନବୀ କପୁର । ବଲିଉଡର ନବାଗତା ନାୟିକା । ହେଲେ ତାଙ୍କର ରହିଛନ୍ତି ହଜାର ହଜାର ପ୍ରଶଂସକ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ...

ରାତି ୧୨ଟାରେ ଚକୋଲେଟ ଖାଉଛନ୍ତି ଅମିତାଭ ବଚ୍ଚନ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ନିଜ ଚିର ପରିଚିତ ଶୈଳୀରେ ସୋସିଆଲ ମିଡିଆରେ ପୁଣି ସକ୍ରିୟ ହୋଇଛନ୍ତି। ନିକଟରେ ସେ ଚକୋଲେଟର...

ଚର୍ଚ୍ଚାରେ ଦିଶାଙ୍କ କିକ୍‌

ମୁମ୍ବାଇ; ବଲିଉଡ୍‌ର ବୋଲ୍ଡ କୁଇନ୍ ଦିଶା ପାଟନି ଏବେ ଖୁବ୍ ଚର୍ଚ୍ଚାରେ । ଅଭିନୟ ସହ ସେ ମାର୍ଶାଲ ଆର୍ଟରେ ବି ବେଶ୍ ପାରଙ୍ଗମ ।...

ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା...

୧୫୦ କୋଟି କ୍ଲବ୍‌ରେ ‘ବିକ୍ରମ’

ଅଭିନେତା କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। କମଲ ହାସନଙ୍କ ଫିଲ୍ମ...

ବଲିଉଡ୍ ଷ୍ଟାଇଲରେ ବିବାହ କରିବେ ଫରହାନ-ଶିବାନୀ!

ମୁମ୍ବାଇ:ବଲିଉଡ୍ କପୁଲ ଫରହାନ ଅଖତର ଓ ଶିବାନି ଦାଣ୍ଡେକରଙ୍କର ବିବାହକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦମ୍ପତ୍ତି...

ଜନ୍ମଦିନରେ କିଛି ଫଟୋ ଶେୟାର କରି ସ୍ମୃତିକୁ ତାଜା କଲେ ରଣବୀର

ଜୁଲାଇ ୬ ଅର୍ଥାତ ଆଜି ରଣବୀର ସିଂହଙ୍କ ଜନ୍ମଦିନ। ଚଳିତବର୍ଷ ରଣବୀର ୩୪ତମ ଜନ୍ମ ଦିବସ ପାଳନ କରୁଛନ୍ତି। ବ୍ୟସ୍ତତା ଭିତରେ ନିଜ ପରିବାରକୁ ରଣବୀର...

ବଲିଉଡ୍‌ରୁ ଦୂରେଇ ଯିବାର କାରଣ କହିଲେ ‘ବାହୁବଳୀ’ ଫେମ୍‌ ରାମ୍ୟା

ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ରେ ଶିବଗାମୀ ଦେବୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ରାମ୍ୟା କ୍ରିଷ୍ନନ। ନବେ ଦଶକରେ ସେ ବଲିଉଡ୍‌ର ଅନେକ ସେନେମାରେ...

Advertisement
Archives

Model This Week