ଶାହାରୁଖ୍‌ଙ୍କ ପରି ଜନ୍ମଦିନ ପାଳିବାକୁ ଚାହୁଥିବା କହିଲେ ଏହି ବ୍ୟକ୍ତି: ସୋନୁ ସୁଦଙ୍କ ଏପରି ଉତ୍ତର ଲୋକଙ୍କ ହୃଦୟ ଜିତିଲା

ଲୋକଙ୍କ ପାଇଁ ଏବେ ପ୍ରକୃତ ହିରୋ ପାଲଟିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ମହାମାରୀ କରୋନା ସମୟରୁ ଆଜି ପର୍ଯ୍ୟନ୍ତ ସେ ଯେପରି ଭାବେ ଅସହାୟ ଲୋକଙ୍କ ସହାୟତା କରିଚାଲିଛନ୍ତି ତାହା ନିଶ୍ଚିନ୍ତଭାବେ ପ୍ରଶଂସନୀୟ। ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଇଥିବା ସୋନୁ ଏବେ ବି ଅସାୟତ ଲୋକଙ୍କୁ ସାହାର୍ଯ୍ୟ କରିଚାଲିଛନ୍ତି। ଯେତେବେଳେ ଯେଉଁ ୟୁଜର ଟୁଇଟ୍‌ ମାଧ୍ୟରେ ତାଙ୍କୁ ସାହାଯ୍ୟ ମାଗିଛନ୍ତି ସମସ୍ତଙ୍କୁ ସେ ସାହାଯ୍ୟ କରିଚାଲିଛନ୍ତି। ବେଳେ ବେଳେ କିଛି ଲୋକ ସୁନୁଙ୍କୁ ଏମିତି କିଛି ମାଗିଥାନ୍ତି ଯାହାକୁ ପଢ଼ିବା ପରେ ହସ ଲାଗିଥାଏ। କିନ୍ତୁ ସୋନୁ ଏହାର ଏମିତି କିଛି ଉତ୍ତର ଦେଇ ନିଶ୍ଚିନ୍ତ ଭାବେ ଲୋକଙ୍‌କ ହୃଦୟ ଜିତିପାରିଥାନ୍ତି। ସେମିତି କିଛି ଏବେ ଘଟିଥିବା ଦେଖିବାକୁ ମିଳିଛି।
ନିକଟରେ ଶାହାରୁଖ୍‌ ଖାନ୍‌ ତାଙ୍କର ୫୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ବୁର୍ଜ ଖଲିଫା ଉପରେ ‘ହାପି ବାର୍ଡ ଡେ ଶାହାରୁଖ୍‌ ଖାନ୍‌’ ଲେଖାହୋଇଥିଲା। ଏଥିସହ ତାଙ୍କର ଭିନ୍ନ ଭିନ୍ନ ଫିଲ୍ମର ଲୁକ୍‌ ମଦ୍‌ୟ ଦେଖିବାକୁ ମିଳିଥିଲା। ଶାହାରୁଖ୍‌ଙ୍କୁ ଜନ୍ମଦିନରେ ମିଳିଥିଲା ଇହି ଶୁଭେଚ୍ଛା ଜଣେ ବ୍ୟକ୍ତିଙ୍କୁ ଏତେ ମାତ୍ରାରେ ବହୁତ ଭଲ ଲାଗିଛି ଯେ, ସେ ସୋନୁଙ୍କୁ ନିବେଦନକରି କହିଛନ୍ତି, ସୋନୁ ସାର୍‌ ମୋଜ ନଭେମ୍ବର ୫ରେ ଜନ୍ମଦିନ। ଦୟାଗରି ଏହିପରି ବୁର୍ଜ ଖଲିଫାରେ ଏହିପରି ମୋର ଜନ୍ମଦିନ ସ୍ବତନ୍ତ୍ର କରିଦିଅନ୍ତୁ। ଏହାର ଉତ୍ତରରେ ସୋନୁ ଏମିତି କିଛି ଉତ୍ତର ଦେଇଛନ୍ତି ଯାହାକି ଲୋକଙ୍କ ହୃଦୟ ଜିତିପାରିଛି।
ସେ ଲେଖିଛନ୍ତି, ଆପଣଙ୍କ ଜନ୍ମଦିନ ୩ ଦିନ ବିଳମ୍ବି ହୋଇଯାଇଛି ଭାଇ। ଟିକିଏ ପରିଶ୍ରମ କର ଏବଂ ନାମ ଅର୍ଜନ କର। ତାପରେ ଦେଖିବ ବୁର୍ଜ ଖଲିଫା କ’ଣ, ଆକାଶରେ ତୁମ ନାମସାରା ଦୁନିଆ ଲେଖିଦେବ ।
ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ଏହିପରି ସହାୟତା ମାଗିଥାନ୍ତି। ସୋନୁ ଏହାର ମଜାଦାର ଉତ୍ତର ମଧ୍ୟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିପିରେ ତ୍ରିରଙ୍ଗା ଲଗାଇ ଟ୍ରୋଲ

ବମ୍ବେ: ଟ୍ରୋଲ ହେଉଛନ୍ତି ବଲିଉଡ୍‌ର ଖୀଲାଡି କିଙ୍ଗ ଅକ୍ଷୟ କୁମାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜର ସମସ୍ତ ସୋସିଆଲ ମିଡିଆ ପୃଷ୍ଠାର ଡିପି ସ୍ଥାନରେ...

ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ୧୨ ଡିସେମ୍ବରରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୨୪ ।୧୧: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ମନି ଲଣ୍ଡରିଂ ମାମଲାରେ ଗୁରୁବାର ଦିଲ୍ଲୀ ପଟିଆଲା...

ରିଲିଜର ଦୁଇ ସପ୍ତାହ ପରେ ବି କମିନି କ୍ରେଜ୍‌, ଭାରତରେ ୨୫୦ କୋଟି ବ୍ୟବସାୟ କଲାଣି ‘ଅବତାର ୨’ !

ବମ୍ବେ: ରିଲିଜ ହେବାର ଦୁଇ ସପ୍ତାହ ବିତିଥିଲେ ହେଁ ଭଲ ବ୍ୟବସାୟ କରୁଛି ହଲିଉଡ ଫିଲ୍ମ ‘ଅବତାର: ଦ ଓ୍ବେ ଅଫ୍‌ ଓ୍ବାଟର’। କାହାଣୀର ପୃଷ୍ଠଭୂମୀ...

ଯେବେ ସୁଶାନ୍ତଙ୍କୁ ପଚରା ଯାଇଥିଲା ଇଣ୍ଡଷ୍ଟ୍ରିରେ ଗଡଫାଦରଙ୍କ ଅବଶ୍ୟକତା ରହିଛି.. ଦେଇଥିଲେ ଏଭଳି ଉତ୍ତର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗରେ ବିତର୍କ ଚାଲିଛି। କୁହାଯାଉଛି ଯେ ଷ୍ଟାର କିଡ୍‌ସଙ୍କୁ ସୁଯୋଗ ଦେବା ପାଇଁ ଅନେକ ଚଳଚ୍ଚିତ୍ର...

‘ସୁପର-୩୦’ର ବମ୍ପର ଓପନିଂ, ପ୍ରଥମ ଦିନରେ ରୋଜଗାର ୧୨ କୋଟି

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିଛି ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’। ବିହାରର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମଟି...

ଜାଣନ୍ତୁ ଫିଲ୍ମ ଜଗତରେ କିପରି ପ୍ରବେଶ କରିଥିଲେ ଭାଇଜାନ: ଜୁହିଙ୍କୁ ନେଇ ମନରେ…

ବଲିଉଡ୍ର ସୁପରଷ୍ଟାର ଭାଇଜାନ୍‌ ସଲମାନ ଖାଁ ଙ୍କ ଫିଲ୍ମ ଜଗତକୁ ଏଣ୍ଟ୍ରି ସମୟରେ ଅନେକ ରୋଚକ କାହାଣୀ ରହିଛି। ସଲମାନ ଫିଲ୍ମ ‘ବିବିି ହୈ ତୋ...

ପ୍ରେମରେ ପଡ଼ିଛନ୍ତି ରୁଦ୍ର

ଅଭିନେତା ରୁଦ୍ର ପାଣିଗ୍ରାହୀ ଏବେ ପ୍ରେମରେ ପଡ଼ିଯାଇଛନ୍ତି। ପୁଣି କାହା ସହ ରୋମାନ୍ସ ଚାଲିଛି ଜାଣନ୍ତି ? ବଙ୍ଗୀୟ ଅଭିନେତ୍ରୀ ସୋଲାଙ୍କି ଭୌମିକଙ୍କ ସହ। ହେଲେ...

ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ଅର୍ସଲାନ ଗୋନୀଙ୍କୁ ଡେଟ୍‌ କରୁଛନ୍ତି ସୁଜୈନ ଖାଁ। ପ୍ରଥମେ ଲୁଚାଛପାରେ...

Advertisement
Archives

Model This Week