ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟ୍‌କା: ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ

ଗୁରୁରାଟୀ ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ଆଶିଷ କକ୍କଟଙ୍କର ପରଲୋକ ଘଟିଛି। ୪୯ ବର୍ଷ ବୟସରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଶିଷ ନିଜ ପୁଅର ଜନ୍ମଦିନ ପାଳନ କରିବା ପାଇଁ ଅହମ୍ମଦାବାଦରୁ କୋଲକାତା ଯାଇଥିଲେ। ନଭେମ୍ବର ୬ରେ ତାଙ୍କର ଫେରିବାର ଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଆଶିଷଙ୍କ ମୃତ୍ୟୁରେ ଗୁଜୁରାଟୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଝଟ୍‌କା ଲାଗିଛି। ଆଶିଷ ‘ବେଟର ହାଫ୍‌’ ଏବଂ ‘ମିଶନ ମମୀ’ ପାଇଁ ବେଶ୍‌ ଜଣାଶୁଣା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ନୂଆ ଓଡ଼ିଆ ସିନେମା ‘ରାଉଡି ରାଜା’

ରାଉଡି ରାଜାକୁ ନେଇ ଏବେ ଓଲିଉଡ୍‌ରେ ଚର୍ଚ୍ଚା। କାରଣ ଏଥର ଫୁଲ୍‌ ଆକ୍ସନ ଗେଟଅପରେ ଆସୁଛନ୍ତି ନବାଗତ ସୋହମ ସିଂ। ନିଜର ଏପରି ନୂଆ ଅବତାରକୁ...

ନିଜଠୁ ୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ...

ସ୍ୱାମୀଙ୍କ ସହ ପ୍ରଥମ ସାକ୍ଷାତକୁ ମନେ ପକାଇଲେ ନିନା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ନିନା ଗୁପ୍ତା ଏବେ ବେଶ୍ ଚର୍ଚ୍ଚାରେ । ସବୁବେଳେ ନିଜ ପର୍ସନାଲ ଲାଇଫକୁ ନେଇ ଖୋଲାଖୋଲି କଥା ହେଉଥିବା...

ସ୍ତ୍ରୀ ମୀରାଙ୍କୁ ଏମିତି ସର୍‌ପ୍ରାଇଜ ଦେଲେ ଶାହିଦ

ଶାହିଦ କପୁର ଏବଂ ମୀରା ରାଜପୁତ ରବିବାର ୪ର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଦୁଇଜଣ ସୋସିଆଲ ମିଡିଆରେ ଫଟୋ ଶେୟାର କରି ସ୍ମୃତିକୁ ତାଜା...

ବିବାହ ପରେ ବଦଳିବ ସମ୍ପର୍କ: କରିନାଙ୍କ ଭାଉଜ ତ ତୈମୁରର ହେବେ ମାଇଁ

ବମ୍ବେ: ବିବାହ ପରେ ଯୋଡ଼ି ହୁଏ ଅନେକ ନୂଆ ସମ୍ପର୍କ। ସେଭଳି କିଛି ଘଟିବାକୁ ଯାଉଛି କପୁର ପରିବାରର ବୋହୂ ହେବାକୁ ଯାଉଥିବା ଆଲିଆ ଭଟ୍ଟଙ୍କ...

ଏତେ ରାଗ ଲାଗୁଥିଲା ଯେ, ଟିଭି ଭାଙ୍ଗି ଦେଇଥାନ୍ତି; କିଛି ଏଭଳି କହି ଜବାବ ରଖିଲେ…

ବମ୍ବେ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଚଳିତ ବର୍ଷ ବିଗ୍‌ବସ୍‌-୧୫ ସିଜନ୍‌ର ଅନ୍ତ ହେବାକୁ ଯାଉଛି। ଶନିବାର ଏବଂ ରବିବାର ଏହାର ଫିନାଲେ ଏପିସୋଡ...

ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇଲେ ପଲକ, କହିଲେ…

ମୁମ୍ବାଇ: ‘ବିଜଲି ବିଜଲି’ ଗୀତ ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହି ଆସିଥିବା ପଲକ ତିଓ୍ବାରୀ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ...

‘ଦବଙ୍ଗ-୩’ର ଶୁଟିଂସେଟ୍‌ରେ ସଲମାନ୍‌

ଜୟପୁର: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ‘ଦବଙ୍ଗ’ର ତୃତୀୟ ଭାଗ ଶୁଟିଂରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ସେ ଏଠାରେ ଶୁଟିଂ ଆରମ୍ଭ...

Advertisement
Archives

Model This Week