ଆଜିର ଅର୍ଥନୀତି/ ଲୁଚାଛପା କାହିଁକି
ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ କେସ୍ ଭୟାନକ ଭାବେ ବୃଦ୍ଧିପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ରାଜକୋଷ ଖୋଲି ଦେଇଛନ୍ତି। ଆକି ପର୍ଯ୍ୟନ୍ତ ସରକାର ଅନ୍ୟ ରାଜ୍ୟ ତୁଳନାରେ ଆମ କାର୍ଯ୍ୟ ମୋଟାମୋଟି ସନ୍ତୋଷଜନକ ବୋଲି କହୁଛନ୍ତି। ସରକାର ନିଜେ କୋଭିଡ୍…
ଶ୍ରମିକ ଦିବସ ଉପଲକ୍ଷେ: ସଂଗ୍ରାମ ସରିନାହିଁ
ଜନାର୍ଦ୍ଦନ ପତି ମେ’ ପହିଲା ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ। ବିଶ୍ୱର ଶ୍ରମଜୀବୀ ମଣିଷଙ୍କ ପାଇଁ ଶପଥର ଦିବସ। ଊନ୍ନବିଂଶ ଶତାବ୍ଦୀର ସେହି କାଳରେ ପୁଞ୍ଜିପତି ଓ ଶିଳ୍ପପତିମାନେ ଶ୍ରମିକମାନଙ୍କୁ ମନଇଚ୍ଛା ଶୋଷଣ କରୁଥିଲେ। କାମ କରିବାର ସମୟସୀମା ନ ଥିଲା।…
ଅନାହାରର ବୋଝ
ଅବିନାଶ ଦାଶ ଚୌଧୁରୀ କରୋନା ରୋଗଟି ଜନମାନସରେ ନୂଆକରି ଉଦୟ ହୋଇଛି ସତ, କିନ୍ତୁ ରୋଗଟି ଆମ ପୃଥିବୀରେ ଥିଲା ଅନେକ କାଳରୁ। ହଁ, ଏହି କଥାଟି ସତ ଯେ ତା’ର ଏହି ପ୍ରଳୟଙ୍କରୀ ରୂପର କୌଣସି ପୂର୍ବ ନଜୀର ନାହିଁ।…
ଏଇ ଭାରତରେ
ପ୍ରଦୂଷିତ ବାୟୁକୁ ଉପଯୋଗ କରି କାର୍ବନ ଟାଇଲ ପ୍ରସ୍ତୁତ ହୋଇପାରୁଛି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ମୁମ୍ବାଇର ଏକ ଷ୍ଟାର୍ଟଅପ୍ ଦ୍ୱାରା ଏଭଳି ଟାଇଲ୍ ତିଆରି କରାଯାଉଛି। ପ୍ରଦୂଷିତ ବାୟୁରୁ ଟାଇଲ୍ ପ୍ରସ୍ତୁତ କରୁଥିବା ବୋଷ୍ଟନସ୍ଥିତ ଏୟାର- ଲିଙ୍କ୍…
ପ୍ରାଣୀପ୍ରେମୀଙ୍କୁ ନିର୍ଯାତନା
ମାର୍ଚ୍ଚ ୨୪ରେ ଲକ୍ଡାଉନ ଘୋଷଣା ହେବା ପରେ ଘରେ ରହିବା ଲାଗି କୁହାଗଲା । ଏହି ସମୟରେ କେଉଁ କାର୍ଯ୍ୟଟି ଭଲ ତାହା ଜାଣିବା ଓ କରିବା ପାଇଁ ପ୍ରତ୍ୟେକଙ୍କ ଲାଗି ଏକ ସୁଯୋଗ ଥିଲା । ବହି ପଢ଼ିବା,ଫୁଲକୁଣ୍ଡର ଯନତ୍…
ପାଖଲୋକଙ୍କ ବାହାଦୁରି
ସୁଧୀର କୁମାର ନାୟକ ବ୍ୟସ୍ତ ବହୁଳ ଜୀବନରେ କିଛି ମୁହୂର୍ତ୍ତରେ ସାଙ୍ଗମାନଙ୍କ ସହ ପାଦମିଳାଇ ଚାଲିବା ଭିତରେ କିଛି ପାରସ୍ପରିକ ଆଲୋଚନା ମଧ୍ୟ ହୋଇଥାଏ। ଏପରି ନିଜ ପରିବାରଠାରୁ ଆରମ୍ଭ କରି ଦେଶ ଦୁନିଆର ରାଜନୀତି ମଧ୍ୟ ଚର୍ଚ୍ଚା ହୁଏ। ସେଦିନ…
ଦୋଛକିରେ ଜୀବନ ଓ ଜୀବିକା
ରୁଦ୍ରପ୍ରସନ୍ନ ମିଶ୍ର କରୋନା ମହାମାରୀ ବିଗତ କିଛି ଦଶକ ଭିତରେ ମାନବ ସଭ୍ୟତା ଆଗରେ ଠିଆ ହୋଇଥିବା ସଙ୍କଟମାନଙ୍କ ମଧ୍ୟରେ ବୋଧହୁଏ ସବୁଠାରୁ ବଡ ସଙ୍କଟ। ବିଶ୍ୱବ୍ୟାପୀ ପାଖାପାଖି ତିରିଶି ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି ଏହି ମହାମାରୀରେ। ଦୁଇଲକ୍ଷରୁ ଅଧିକ…
ଏଇ ଭାରତରେ
ଲକ୍ଡାଉନରେ ଗରିବ ଓ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ସୁମିତି କୌର। ଏହି ସମୟରେ ପନିପରିବା ଆବଶ୍ୟକତାକୁ ଲକ୍ଷ୍ୟ କରି ସୁମିତି ଲୋକମାନଙ୍କୁ ତାହା ଯୋଗାଇ ଦେଉଛନ୍ତି। ୨୦୧୨ରୁ ଓକିଲାତି ଛାଡ଼ି…
ଆମ ଉପରେ ନିର୍ଭର
କରୋନା ଭାଇରସ୍ ଯୋଗୁ ଭାରତରେ ଲକ୍ଡାଉନ ହୋଇଛି। ଦୀର୍ଘଦିନ ଧରି ଲୋକେ ଘରେ ରହିଛନ୍ତି। କଳକାରଖାନା ଚାଲୁ ନ ଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। କାମ ନ ପାଇ ଲୋକେ ହଇରାଣ ହରକତ ହେଉଛନ୍ତି। ଅନେକ ସ୍ଥାନରେ ଖାଦ୍ୟ…
ତାଲା-ବନ୍ଦର ପୀଡ଼ା ଆହୁରି ଅଛି
ବିମଳ ପାଣ୍ଡିଆ ଅନ୍ତର୍ଜାତୀୟ ବ୍ୟାଙ୍କ ‘ବର୍କଲେ’ର ଅନୁମାନ ଅନୁସାରେ କୋଭିଡ୍ ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା ‘ଲକ୍-ଡାଉନ’ କାରଣରୁ ଭାରତର ଜିଡିପିରେ ୮.୧%ର ମାଡ଼ ପଡ଼ିବାକୁ ଯାଉଥିବା ବେଳେ ସୋନପୁର ଜିଲାର ଗୌଡ଼ଗାଁର ତରଭୁଜ ଚାଷୀ ଅଚ୍ୟୁତ ଭୋଇ କିନ୍ତୁ ଲାଭପାଇବେ…
ପିତା-ପୁତ୍ର ସମ୍ପର୍କ
ଡ. ନିଖିଳାନନ୍ଦ ପାଣିଗ୍ରାହୀ “ବାପା ଓ ପୁଅ ମଧ୍ୟରେ ସବୁବେଳେ କଠିନ ପ୍ରତିଯୋଗିତା ଚାଲିଥାଏ; ଜଣେ କ୍ଷମତା ସକାଶେ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟ ଜଣକ ସ୍ବାଧୀନତା ପାଇଁ ଚେଷ୍ଟାକରେ।“ -ସାମୁଏଲ ଜନ୍ସନ (ସୁପରିଚିତ ନାମ-ଡକ୍ଟର ଜନ୍ସନ, ୧୭୦୯-୧୭୮୪)। ବ୍ରିଟିଶ ଲେଖକ…
ଏଇ ଭାରତରେ
ଭାରତରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଛି। ବିଶେଷକରି କରୋନା ବିରୁଦ୍ଧରେ ଲଢ଼େଇ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପ୍ମେଣ୍ଟ ( ପିପିଇ) କିଟ୍ର ଅଭାବ ରହିଛି। ଏଥିପାଇଁ…
Archives


