ସମ୍ପାଦକୀୟ

ନେପୋଟିଜମ୍‌: ମାନବିକତାର କଳଙ୍କିତ ଅଧ୍ୟାୟ

ଡ.ମୌସୁମୀ ପରିଡ଼ା ଆଜିକାର ମିଡିଆରେ ବହୁ ଚର୍ଚ୍ଚିତ ଶବ୍ଦ ‘ନେପୋଟିଜିମ୍‌’, ଯାହା ପ୍ରିୟାପ୍ରୀତିତୋଷଣ ବା ପକ୍ଷପାତିତାକୁ ନେଇ ଝଡ଼ ସୃଷ୍ଟି କରିଛି। ଏହି ନେପୋଟିଜିମ୍‌ ଶବ୍ଦଟି ଲାଟିନ୍‌ ଭାଷା ‘ନିପୋଟେ’ ଶବ୍ଦରୁ ଉଦ୍ଧୃତ (ନେଫ୍ୟୁ), ଯାହାର ଅର୍ଥ ଭଣଜା ବା ପୁତୁରା।…

ଏଇ ଭାରତରେ

କେରଳର ଏକ ଓପନ୍‌ ଜେଲ ବା ମୁକ୍ତାକାଶ କାରାଗାର ଚାଷରୁ ବର୍ଷକୁ ପାଖାପାଖି ୨ କୋଟି ଟଙ୍କା ରୋଜଗାର କରିବା କିଛି କମ୍‌ କଥା ନୁହେଁ। ଥିରୁଭାନନ୍ତପୁରମ୍‌ ସହରଠାରୁ ୩୫ କି.ମି. ଦୂର ନେତୁକାଲଥେରିସ୍ଥିତ ମୁକ୍ତାକାଶ କାରାଗାରର ୩୯୦ ଜଣ ଅନ୍ତେବାସୀ…

ଏଇ ଭାରତରେ

ଚାକିରିରୁ ଅବସର ନେବା ପରେ ସମୟର କିଭଳି ସଦୁପଯୋଗ କରାଯାଏ ସେ କ୍ଷେତ୍ରରେ ଜଣେ ସେନା ଅଧିକାରୀଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଏହି ଅଧିକାରୀ ଜଣକ ହେଉଛନ୍ତି କଲୋନେଲ୍‌ ସୁବାସ ଦେଶ୍‌ଓ୍ବାଲ। ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲା ସିକନ୍ଦରାବାଦ ଗାଁରେ ତାଙ୍କ ଘର।…

ବର୍ଷାରେ ସତର୍କତା

ଡା. ବାସୁଦେବ ପ୍ରଧାନ ଖରା ପରେ ଧରାକୁ ଆସେ ବର୍ଷା ଋତୁ। ଆକାଶରେ କଳାମେଘର ଚାନ୍ଦୁଆ ବନ୍ଧାହୁଏ। କେବେ ଘଡ଼ଘଡ଼ି କେବେ ଚଡ଼ଚଡ଼ି। ଆକାଶରେ ଇନ୍ଦ୍ରଧନୁ ଶୋଭାପାଏ। ବନ୍ଧାହୁଏ ଟଗର-ତରାଟ-କଦମ୍ବ-ଫୁଲର ତୋରଣ। ଘାସଗାଲିଚାରେ ଥିରି ଥିରି ଚାଲେ ସାଧବବୋହୂ। ଗଛଡାଳରେ ଝିଙ୍କାରିଟି…

ରାଜ୍ୟର ରାଜସ୍ବ ଚିନ୍ତା

ଅମରେନ୍ଦ୍ର ଦାସ କରୋନା ମହାମାରୀ ସମଗ୍ର ମାନବଜାତି ସମ୍ମୁଖରେ କେବଳ ଏକ ଅଦୃଶ୍ୟ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟିକରିଛି ତାହା ନୁହେଁ, ସମଗ୍ର ବିଶ୍ୱରେ ଏକ ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟ ସୃଷ୍ଟି କରିଛି। ଗୋଟିଏ ପଟରେ ଅଭିବୃଦ୍ଧି ହାର ହ୍ରାସ ପାଇବାର…

ପୁରୁଣା ଶତ୍ରୁ ଏବେ ବନ୍ଧୁ

କୋଭିଡ୍‌-୧୯ ମହାମାରୀ ପୁରୁଣା ଶତ୍ରୁମାନଙ୍କୁ ବି ଏବେ ବନ୍ଧୁରେ ପରିଣତ କରିଦେଇଛି! କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଆର୍‌ବିଆଇ ଗଭର୍ନର ପଦରୁ ୧୮ ମାସ ତଳେ ଅବ୍ୟାହତି ନେଇଥିବା ଉର୍ଜିତ ପଟେଲ ଏବେ ନ୍ୟାଶ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଫାଇନାନ୍ସ ଆଣ୍ଡ୍‌…

ଗରିବଙ୍କୁ ବାଧିବ

ଦେଶରେ ଚାଇନା ବିରୋଧରେ କ୍ରୋଧ ବଢ଼ିବାରେ ଲାଗିଛି। ଚାଇନାକୁ ଉଚିତ ଶିକ୍ଷା ଦେବା ପାଇଁ ଏହାର ସମସ୍ତ ସାମଗ୍ରୀ, ସେବା ତଥା ଏପରିକି ପ୍ରଯୁକ୍ତିବିଦ୍ୟାକୁ ଦେଶବ୍ୟାପୀ ବର୍ଜନ କରିବା ପାଇଁ ଆହ୍ବାନ ଦିଆଯାଉଛି। ଅନ୍ୟାନ୍ୟ ସାମଗ୍ରୀ ଭିତରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଟିଭି…

ଜିରୋ ବଜେଟ ଫାର୍ମିଂ ଓ ଅତୀତର ଚାଷ

ହାଡ଼ିବନ୍ଧୁ ଖଣ୍ଡୁଆଳ ଚାଷ ଓ ଚାଷୀଙ୍କ ବହୁବିଧ ଉନ୍ନତି ପାଇଁ ୨୦୨୦-୨୧ ବଜେଟରେ ଅନେକ ସାମ୍ମୁଖ୍ୟରେ ଖର୍ଚ୍ଚର ବ୍ୟବସ୍ଥା କରାଯାଇଛି। ସେଥିରୁ ଗୋଟିଏ ସାମ୍ମୁଖ୍ୟ ହେଲା, ‘ଜିରୋ ବଜେଟ ଫାର୍ମିଂ’। ଫୋକସ୍‌ କରାଯାଇଥିବା ଜିରୋ ବଜେଟ ଫାର୍ମିଂ ହେଲା- ସ୍ବଳ୍ପ ଖତସାର,…

ତେଲ: ଦର ବଢ଼ିଲେ ଭଲ

ଡ. କୁଳାଙ୍ଗାର ଇନ୍ଧନ ବା ତେଲ ଦର ବୃଦ୍ଧି ପାଇବା ମାତ୍ରେ ଆମ ମନରେ ନାନା ନକାରାତ୍ମକ ଚନ୍ତାଧାରା ଧସେଇ ପଶିଥାଏ। ଧେତେରିକା ଏ ସରକାର ବି କୋଉ କାମକୁ ନୁହଁ ବୋଲି କିଏ ପାଟିଫିଟେଇ ଆଉ କିଏ ମନକୁ ମନ…

ଏଇ ଭାରତରେ

ସକାଳୁ ଉଠି ମହମ୍ମଦ ଆବାଦ ଅଟୋ ନେଇ ବାହାରି ଯାଉଛନ୍ତି ଲୋକସେବା ପାଇଁ। ରାଜସ୍ଥାନ ଛୁରୁ ଜିଲା ସୁଜାନଗଡ଼ ନିବାସୀ ଆବାଦ ଅଟୋରେ ଲୋକମାନଙ୍କୁ ନେଉନାହାନ୍ତି ବରଂ ନେଉଛନ୍ତି ପାଣି। ସହରର ଜନଗହଳି ସ୍ଥାନରେ ମାଗଣାରେ ଲୋକମାନଙ୍କୁ ଥଣ୍ଡା ଫିଲ୍‌ଟର ପାଣି…

ଲୋପ ପାଇବ ହାତୀବଂଶ

ମାନେକା ଗାନ୍ଧୀ ନିକଟରେ କେରଳରେ ହାତତିଆରି ବୋମା ଦ୍ୱାରା ଓ ଛତିଶଗଡ଼ରେ ପାଣିଗାତରେ ବିଷ ଢାଳି ହାତୀମାନଙ୍କୁ ମରାଯାଇଛି। ଏହା ନିଃସନ୍ଦେହ ଯେ ଭାରତରେ ହାତୀମାନେ ବହୁସଂଖ୍ୟାରେ ମରୁଛନ୍ତି ଏବଂ ସେମାନଙ୍କର ତ୍ରାଣକର୍ତ୍ତା କେହି ନାହାନ୍ତି। ସାତବର୍ଷ ଧରି ସୁପ୍ରିମ୍‌କୋର୍ଟରେ ହାତୀ…

ଶିଶୁଙ୍କୁ ବିପଦ ବେଶି

ଅଭିମନ୍ୟୁ ଧଳ ଦଶବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନେ ସହଜରେ କରୋନା ମହାମାରୀରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ସେମାନଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। କରୋନା ଭୂତାଣୁ ଯୋଗୁ ସମଗ୍ର ବିଶ୍ୱରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri