ଆଜିର ଅର୍ଥନୀତି/ ଲକ୍ଡାଉନ୍ ବିକଳ୍ପ ନୁହେଁ
ଲକ୍ଡାଉନ୍ (୩.୦) ଦୁଇ ସପ୍ତାହ ବୃଦ୍ଧି ହେବା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ଦୀର୍ଘମିଆଦୀ ଅନିଶ୍ଚିତତା ସୃଷ୍ଟିହୋଇଛି। ଏହି କାରଣରୁ ଲକ୍ଷ ଲକ୍ଷ ଶିଳ୍ପର ଭବିଷ୍ୟତ ସଂକଟ ମଧ୍ୟକୁ ଚାଲିଯିବ। ନିଯୁକ୍ତି ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବ। କେନ୍ଦ୍ର ସରକାର…
ବୁର୍କିନା ଫାସୋ ଭାରତଠାରୁ ଆଗରେ
ଏ. ସୂର୍ଯ୍ୟ ପ୍ରକାଶ ପ୍ୟାରିସରେ ଥିବା ସୁନାମଧନ୍ୟ ଏନ୍ଜିଓ ‘ରିପୋଟର୍ସ ୱିଦାଉଟ୍ ବର୍ଡର୍ସ (ଆର୍ଏସ୍ଏଫ୍) ତାହାର ସଦ୍ୟତମ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ ପ୍ରକାଶ କରିଛି। ଏହି ସୂଚକାଙ୍କରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଉପଲବ୍ଧ ସ୍ବାଧୀନତାର ମାତ୍ରା ସମ୍ପର୍କରେ…
ସରପଞ୍ଚଙ୍କୁ ଜିଲାପାଳ କ୍ଷମତା
ଘାସିରାମ ପଣ୍ଡା ସବୁ ସରପଞ୍ଚ ଏବେ ଜଣେ ଜଣେ ଜିଲାପାଳ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୨୨ (ଛ) ଅନୁଯାୟୀ ବିପର୍ଯ୍ୟୟ ବା ଦୁର୍ବିପାକ ବେଳେ ଯେକୌଣସି ଅନୁଷ୍ଠାନ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ଷମତା…
ଏଇ ଭାରତରେ
ଲକ୍ଡାଉନ୍ ସମୟରେ ରିକ୍ସା ଚାଳକମାନେ ସେମାନଙ୍କ ଦୈନନ୍ଦିନ ରୋଜଗାର ହରାଇ ବସିଥିବାବେଳେ ମହାରାଷ୍ଟ୍ରର ଜଣେ ଅଟୋଚାଳକଙ୍କ ବଦାନ୍ୟତା ଏବେ ସାମ୍ନାକୁ ଆସିଛି। ନଭି ମୁମ୍ବାଇର ଆୟାଜ ଫାକୁହି ଅସହାୟମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି। କେବଳ ଏତିକି ନୁହେଁ, ସେ ଗରିବ…
ପୁନର୍ଜନ୍ମ ଓ ପ୍ରାଣୀ ନିର୍ଯାତନା
ମାନେକା ଗାନ୍ଧୀ ଡ. ମ୍ୟାକ୍ସିମିୟାନି ପୋର୍ଟାସ୍(ସାବିତ୍ରୀ ଦେବୀ) ଓ୍ବାଲର୍ଡ ରିଲିଜିଅନ ଉପରେ ଗବେଷଣା କରିଥିଲେ। ୧୯୦୫ରେ ତାଙ୍କର ଜନ୍ମ। ତାଙ୍କ ବାପା ଥିଲେ ଜଣେ ଗ୍ରୀକ୍ ଓ ମା ଥିଲେ ଇଂଲଣ୍ଡର ନାଗରିକ। ସେ ୧୯୪୫ରେ ବିଭିନ୍ନ ସମ୍ପ୍ରଦାୟ ଉପରେ ‘…
ଅମୃତ ପୁରୁଷ ଭୀମ ଭୋଇ
ଡ. ଉଦ୍ଧବ ଚରଣ ନାୟକ ଓଡ଼ିଶାର ନିଜସ୍ବ ଧର୍ମ ମହିମା ଧର୍ମରେ ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ମହିମା ଗୋସେଇଁ ବା ‘ମହିମାସ୍ବାମୀ’। ମୁଖ୍ୟ ପ୍ରଚାରକ ଭୀମଭୋଇ । ଭୀମଭୋଇ ମହିମାଧର୍ମର ଆଦିକବି। ବୌଦ୍ଧ ଧର୍ମରେ ନାଗାର୍ଜୁନ, ଖ୍ରୀଷ୍ଟଧର୍ମରେ ସେଣ୍ଟପଲ ଓ ବ୍ରାହ୍ମ…
ଚାଷୀ ସମସ୍ୟା ଓ ସରକାରଙ୍କ ଆନ୍ତରିକତା
କୃଷ୍ଣଚନ୍ଦ୍ର ସୁଆଁସିଆ ଭାରତବର୍ଷ ହେଉଛି ସମଗ୍ର ଭୂଖଣ୍ତରେ ଏକ କୃଷିପ୍ରଧାନ ଦେଶ। ଦେଶର ଜନସଂଖ୍ୟାର ପ୍ରାୟ ୬୦ ଭାଗ ଜନତା କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତିି। ଯାହା ସିଧାସଳଖ ଦେଶର ଅର୍ଥନୀତି ନିୟନ୍ତ୍ରଣ ଉପରେ ପ୍ରଭାବ ପକାଇବା…
ଏଇ ଭାରତରେ
ଲକ୍ଡାଉନ୍ ସମୟରେ ଦେଶର ପ୍ରାୟ ସବୁ ହସ୍ପିଟାଲରେ ରୋଗୀମାନଙ୍କ ନିକଟରେ ରହୁଥିବା ଲୋକମାନେ ଖାଦ୍ୟ ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଙ୍ଗାଲୁରର ଏକ ହସ୍ପିଟାଲରେ ଏଭଳି ସମସ୍ୟାକୁ ଦୂର କରିବା ଲାଗି ଆଗେଇ ଆସିଛନ୍ତି ସୟଦ ଗୁଲାବ। ରାଜୀବ ଗାନ୍ଧୀ…
ଶୁଣିବ ବା କିଏ
ଭାରତର ବିଭିନ୍ନ ରାଜ୍ୟର ବାସିନ୍ଦା ଯେଉଁମାନେ ବାହାରେ କାମ କରୁଥିଲେ, ଏତେ ଡେରିରେ ସେମାନଙ୍କୁ ଏବେ ଫେରାଇଲା ବେଳକୁ ନାହିଁ ନ ଥିବା ଅସୁବିଧା ଦେଖାଦେଲାଣି। ଯେତେବେଳେ ଜନତା କର୍ଫ୍ୟୁ ଘୋଷଣା କରାଗଲା, ସେତେବେଳେ ଡ୍ରାମା ପରିବର୍ତ୍ତେ ଯଦି ବାସ୍ତବ ଦିଗକୁ…
କୃଷି ଓ କୃଷକକୁ ମୁକ୍ତ କର
ନଟବର ଖୁଣ୍ଟିଆ କରୋନା ଭୂତାଣୁ ଚାଇନାର ଉହାନ ସହରରୁ ଗତବର୍ଷ ଡିସେମ୍ବରରେ ଜନ୍ମନେଇ ଆଜି ସାରା ବିଶ୍ୱରେ ତା’ର କାୟାବିସ୍ତାର କରି ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି । ଚାଇନାଠାରୁ ଆରମ୍ଭ କରି ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ…
ଗାଁ ମହମହ ବାସୁଛି
ସଂଗ୍ରାମ କେଶରୀ ପୃଷ୍ଟି ଅଧରାତିରେ ଦାଣ୍ଡ ଦରଜାରେ ଠକ୍ଠକ୍ ଶବ୍ଦ ପରିବାର ଲୋକଙ୍କ ନିଦ ଭାଙ୍ଗିଦେଲା। ନିଶାର୍ଦ୍ଧ କରୋନା ରାତିରେ ଖେଳିଗଲା ଏକ ଅଜଣା ଆତଙ୍କ। ଏତେ ରାତିରେ କିଏ ଆଉ ହୋଇପାରେ! ଚୋର ତସ୍କର ନା ଭୂତପ୍ରେତ? ଧେତ୍, ସେସବୁ…
ଏଇ ଭାରତରେ
ଜଣେ ରାଜସ୍ବ ସେବା ଅଧିକାରୀ ପ୍ରକୃତିକୁ କେତେ ଭଲ ପାଆନ୍ତି ତାହା ତାଙ୍କ କାର୍ଯ୍ୟରୁ ସ୍ପଷ୍ଟ ହୋଇଛି। ୧୯୮୬ ବ୍ୟାଚ୍ର ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ୍) ଅଧିକାରୀ ପତଞ୍ଜଳି ଝା ନିଜସ୍ବ ଉଦ୍ୟମରେ ଗତ ୨୦ ବର୍ଷ ମଧ୍ୟରେ ୧୦୦ ଏକର…
Archives


