ସମ୍ପାଦକୀୟ

ଭୟ କାହାକୁ

ବିଭିନ୍ନ ଜାତୀୟ ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସ ଜରିଆରେ ସୋମବାର, ୨୭ ଏପ୍ରିଲ୍‌ରେ ଆଲୋଚନା ହୋଇଥିଲା। ଏଥିରୁ ଶୁଣିବାକୁ ମିଳିଛି ଯେ କେତେଜଣ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧିକୁ ମେ’ ୩ରୁ ଆହୁରି…

ଗ୍ରାମ୍ୟ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି

ଅମରେନ୍ଦ୍ର ଦାସ କରୋନାରେ ସମଗ୍ର ବିଶ୍ୱ ବ୍ୟାପକ ଭାବରେ ପ୍ରଭାବିତ ହେଉଥିବା ସମୟରେ ଏହା ଅନେକ ନୂତନ ସମ୍ଭାବନାର ଆଶା ସଞ୍ଚାର କରିଛି। ଏହି ସୁଯୋଗକୁ ଆମ ରାଜ୍ୟ ହାତଛଡା କରିବା ଉଚିତ ନୁହେଁ। କାରୋନା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଅନିଶ୍ଚିତତା…

ଅମାନିଆଙ୍କୁ କଠୋର ଦଣ୍ଡ ମିଳୁ

ଡ. ମନୋରଞ୍ଜନ ପ୍ରଧାନ ମହାମାରୀ କୋଭିଡ୍‌-୧୯ ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହା ଆଗରେ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଜର୍ମାନୀ, ସ୍ପେନ୍‌, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍‌ ଭଳି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ବଳଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ରମାନେ…

ମାନବ ସଭ୍ୟତା ପାଇଁ ସତର୍କଘଣ୍ଟି

ଅକ୍ଷୟ କୁମାର ବଡ଼ସେଠ ସମୟକ୍ରମେ ମାନବ ସଭ୍ୟତା ସଂପ୍ରତି ବିଜ୍ଞାନ ଯୁଗରେ ପଦାର୍ପଣ କରିଛି। ମନୁଷ୍ୟ ଆଜି ନୂତନ ଜ୍ଞାନ କୌଶଳର ପ୍ରୟୋଗ କରି ବହୁତ କିଛି ସଫଳତା ପାଇଛି ସତ କିନ୍ତୁ ମନୁଷ୍ୟକୃତ ଗୋଟାଏ ଗୋଟାଏ ସାଧାରଣ ଭୁଲ୍‌ ଏ…

ଏଇ ଭାରତରେ

ସମୟଚକ୍ରରେ ଜଣେ ନିଷ୍ଠାପର ମଣିଷକୁ ତା’ ଶ୍ରମର ସ୍ବୀକୃତି ମିଳେ । ସେହି ବ୍ୟକ୍ତି ଜୀବନର ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରେ। ଏମିତି ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା ଜଣେ ବ୍ୟକ୍ତି ହେଉଛନ୍ତି କେରଳର ଅଜିତ। ଦଶମ ପାସ୍‌ ପରେ ଅଜିତ ମାଛ ବିକି,…

ନୂତନତ୍ୱର ସ୍ଥାନ ନାହିଁ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଭାରତୀୟ ଅର୍ଥନୀତି ଘୋର ପ୍ରଭାବିତ ହୋଇଛି। ଲକ୍‌ଡାଉନ ଉଠିବା ପରେ ତତ୍‌କ୍ଷଣାତ୍‌ ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉ ନାହିଁ। ଆଗକୁ କିଭଳି ପଦକ୍ଷେପ ନେଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ସେଥିଲାଗି…

ଗବେଷଣାକୁ ଅଣଦେଖା

କୁମାରସମ୍ଭବ ଶ୍ରୀବାସ୍ତବ/ ନୀତିନ ସେଠୀ ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରଭାବକୁ କମ୍‌ କରିବା ପାଇଁ ମେ’ ୩ ଯାଏ ଲକ୍‌ଡାଉନ ବୃଦ୍ଧିକରାଯାଇଛି। ତେବେ ଏହି ଲକ୍‌ଡାଉନର ଭିତିରି କଥା ହୁଏତ ଖୁବ୍‌ କମ୍‌ ଜାଣିଥିବେ। କୋଭିଡ-୧୯ ମୁକାବିଲା କରିବା ଲାଗି ନିଜକୁ…

କୋଭିଡ୍‌-୧୯ ପୃଷ୍ଠଭୂମିରେ ଧର୍ମର ସ୍ବରୂପ

ବିନୟ ଭୂଷଣ ପାଣିଗ୍ରାହୀ ସମାଜରେ ବସବାସ କରୁଥିବା ନାରୀ ଓ ପୁରୁଷମାନଙ୍କ ମଧ୍ୟରୁ ଯେଉଁମାନେ ସାମାଜିକ ନୀତିନିୟମ, ରୀତିନୀତି, ପାରସ୍ପରିକ ବିଶ୍ୱାସ ଓ ସହନଶୀଳତା ଆଦି ପାଳନ ପୂର୍ବକ ସାମଗ୍ରିକ ଭାବେ ସମାଜକୁ ସୁସ୍ଥ ଜୀବନଯାପନ ନିମନ୍ତେ ଉପଯୋଗୀ କରିବାରେ ସହଯୋଗ…

ଏଇ ଭାରତରେ

ଲକ୍‌ଡାଉନ ସମୟରେ ପିଲାମାନେ ଅନ୍‌ଲାଇନ କ୍ଲାସ୍‌ କରୁଥିବା ସମୟରେ ପୁଣେର ଛାତ୍ରମାନେ କିନ୍ତୁ ସେଠାକାର ବରିଷ୍ଟ ନାଗରିକମାନଙ୍କୁ ଏକୁଟିଆ ଅନୁଭବ କରିବାକୁ ଦେଉନାହାନ୍ତି। ଛାତ୍ରମାନେ ସେମାନଙ୍କ ଅଞ୍ଚଳର ପରିବାରଗୁଡିକୁ ବିନା ଦେୟରେ ଆବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ଓ୍ୟଷଧ ଯୋଗାଇ ଦେଉଛନ୍ତି।…

ସଂସ୍କୃତି ମୁଖା ଖୋଲିଦେଇଛି କୋଭିଡ୍‌-୧୯

କୋଭିଡ୍‌-୧୯ ସଂର୍କମଣ ଏବେ ଦେଶର ଭଲ ମନ୍ଦ କଥା ତଥା ବ୍ୟକ୍ତିର ଭଲ ମନ୍ଦ ଗୁଣକୁ ପଦାକୁ ନେଇଆସିଛି। କେବଳ ଏତିକି ନୁହେଁ ସଂସ୍ଖୃତିର ବିଶେଷତା ଓ ଦୁର୍ବଳତାକୁ ଜଣାଇ ଦେଇଛି। ସରକାରଙ୍କ ଅକ୍ଷମତାକୁ ପଦାରେ ପକାଇଦେଇଛି। ସାରା ବିଶ୍ୱରେ ଆମେ…

ଲକ୍‌ଡାଉନର ସାମୟିକ ପ୍ରଭାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ମାର୍ଚ୍ଚ, ୨୦୨୦ରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହାର ପ୍ରାୟ ଏକ ସପ୍ତାହ ପରେ ଭାରତର ପ୍ରତିଷ୍ଠିତ ମେଡିକାଲ ସଂସ୍ଥା ସରକାରଙ୍କୁ ଜଣାଇଥିଲେ ଯେ, ଲକ୍‌ଡାଉନର ପ୍ରଭାବ କରୋନା ମହାମାରୀ ଉପରେ ଅପେକ୍ଷାକୃତ କମ୍‌ ତଥା ସାମୟିକ…

ଭିଜିଲାନ୍ସ କମିଶନ ମୁଖ୍ୟ

କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ସରକାରୀ ସ୍ତରରେ ଦେଖାଦେଉଥିବା ଦୁର୍ନୀତିକୁ ରୋକିବା ଦିଗରେ ଗଢ଼ାଯାଇଥିବା ଭାରତର ଏକ ପ୍ରମୁଖ ସରକାରୀ ସଂସ୍ଥା ଭାବେ ପରିଚିତ। ୧୯୬୪ ମସିହାରେ ସୃଷ୍ଟି କରାଯାଇଥିଲା ସିଭିସିକୁ ୨୦୦୩ରେ ପାର୍ଲାମେଣ୍ଟର ଏକ ଆଇନ ବଳରେ ବୈଧାନିକ ସଂସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri