ଆଜି ମାରୁଛି ବିମୁଦ୍ରୀକରଣ
ଭାରତ ସରକାରଙ୍କ ଦ୍ୱାରା ଜାରି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା ସହିତ କେତେକ କଟକଣାକୁ କୋହଳ କରାଯାଇଛି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ଆଣିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ୩ ମେ’ରେ ଭାରତୀୟ ଶିଳ୍ପ…
ଲକ୍ଡାଉନ୍ ଓ ପ୍ରବାସୀ ଶ୍ରମିକଙ୍କ ସମସ୍ୟା
ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନା ଭୂତାଣୁର ବର୍ଦ୍ଧିତ ସଂକ୍ରମଣକୁ ରୋକିବା ନାଁରେ ପ୍ରଧାନମନ୍ତ୍ରୀ ଗତ ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ସାରା ଦେଶରେ ଯେଉଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ତାହାରି ଫଳରେ ଦେଶର କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗଟି ସ୍ପଷ୍ଟ ଭାବେ ସାମ୍ନାକୁ…
କରୋନା କାହା ପାଇଁ
ତ୍ରିଲୋଚନ ସାହୁ ସମଗ୍ର ବିଶ୍ୱ ଏବେ କରୋନା କବଳରେ। ପ୍ରତି ଦେଶର ରାଷ୍ଟ୍ର ମୁଖ୍ୟ କରୋନା ପାଇଁ ଚିନ୍ତିତ। ଦେଖୁ ଦେଖୁ ଆଖି ପିଛୁଳାକେ ହଜାର ହଜାର ଜନତା ଏହି ରୋଗ କବଳରେ କବଳିତ ହେଉଛନ୍ତି। ପୁଣି ଏହି ରୋଗର କୌଣସି…
ଏଇ ଭାରତରେ
ନିଷ୍ଠାପର ଉଦ୍ୟମ ବଳରେ ଯେ ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ , ଯାହାର ଚାକ୍ଷୁଷ ପ୍ରମାଣ ମିଳିଛି କେରଳର ସିନତ କୋକ୍କୁରଙ୍କ ଜୀବନରେ। ସେ ମହିଳା ଚାଷୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମାତ୍ର ୫ ବର୍ଷ ମଧ୍ୟରେ ସେ ଗାଁର…
ନିତି ନୀତି ପରିବର୍ତ୍ତନ
ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ର ଅବଧି ୪ ମେ’ରୁ ୧୭ ମେ’ ଯାଏ ରଖାଯାଇଛି। ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ତାଲାବନ୍ଦ ଯୋଗୁ ଭାରତସାରା ଦେଖାଦେଇଥିବା ଶ୍ରମିକ ଅଶାନ୍ତି ଥମୁ ନାହିଁ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀମାନେ ସେମାନଙ୍କ ନିଜ…
କରୋନା ଓ ମାଂସାହାର
ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାରୀ କରୋନାରେ ସମଗ୍ର ବଶ୍ୱର ପ୍ରାୟ ସବୁ ଦେଶର ଲୋକ ଏବେ ଗୃହବନ୍ଦୀ। କୁହାଯାଉଛି ଅସତର୍କ ଚାଇନାବାସୀଙ୍କ ବିକୃତ ଖାଦ୍ୟାଭ୍ୟାସରୁ ଏହାର ସୃଷ୍ଟି। ସାଧାରଣତଃ ଚାଇନା ଲୋକଙ୍କ ଖାଦ୍ୟ ଥାଳିରେ ଦେଖିବାକୁ ମିଳେ ବିଭିନ୍ନ କିମ୍ଭୁତକିମାକାର…
ତାଲାବନ୍ଦ ସମସ୍ତଙ୍କ ପାଇଁ ସମାନ ନୁହେଁ
ଡ. ସନ୍ତୋଷ କୁମାର ମହାପାତ୍ର ଦିନକୁ ଦିନ କରୋନା ସମ୍ପର୍କିତ ଖବର ଶୁଣିଲା ବେଳକୁ ମନରେ ଆଶଙ୍କା ସୃଷ୍ଟି ହେଉଛି। ବିଶ୍ୱରେ ବିଭିନ୍ନ ଦେଶରେ ତାଲାବନ୍ଦ ବା ଲକ୍ଡାଉନ, ବିଭିନ୍ନ ପ୍ରକାର ଅଙ୍କୁଶ ସତ୍ତ୍ୱେ କରୋନାକୁ ନିୟନ୍ତ୍ରଣ କରାଯାଇପାରିନାହିଁ। କରୋନା ସଂକ୍ରମଣ…
ଏଇ ଭାରତରେ
କେରଳରେ କେତେଜଣ ଯୁବ ଇଞ୍ଜିନିୟରଙ୍କ ମହତ୍ କାର୍ଯ୍ୟ ସାମ୍ନାକୁ ଆସିଛି। ସେମାନେ ସୃଷ୍ଟି ଇଞ୍ଜିନିୟର ଆଣ୍ଡ୍ ବିଲ୍ଡର୍ସ ମାଧ୍ୟମରେ ଗରିବ ଲୋକମାନଙ୍କର ଘର ନିର୍ମାଣ କରୁଛନ୍ତି ଓ ଏ ବାବଦରେ ତାଙ୍କଠାରୁ ଶ୍ରମିକମାନଙ୍କ ମଜୁରି ନେଉନାହାନ୍ତି । ୨୦୧୭ରେ ଅରୁଣ ନାରାୟଣପାନିକର…
ସାଂଘାତିକ ଝଟକା
ଆକାର ପଟେଲ ଦେଶରେ ଲକ୍ଡାଉନ ଜାରି ରହିଛି। ଏହି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ଅବନ୍ନତି ଘଟୁଛି। ପୂର୍ବରୁ ଦେଶକୁ ମଧ୍ୟ ଏଭଳି ଝଟକା ଲାଗିଥିଲା। ସେତେବେଳେ ଆମେ ସେଥିରୁ ଯେମିତି ମୁକୁଳିଥିଲୁ ତା’ ଅପେକ୍ଷା ସହଜରେ ଆମେ ଏଥିରୁ ବାହାରି ଆସିବୁ…
ଏ ଯୋଦ୍ଧା ବି କମ୍ ନୁହନ୍ତି
ଡ. ନିରଞ୍ଜନ ପାଢ଼ୀ ଆମ ଭାରତକୁ ୨ ମାସ ଓ ଅବଶିଷ୍ଟ ବିଶ୍ୱକୁ ପ୍ରାୟ ୪ ମାସ ପୂରିବାକୁ ଯାଉଛି ଗୋଟିଏ ଅଦୃଶ୍ୟ ଶତ୍ରୁ ସହ ଲଢ଼ି ଏ ଯାଏ ବିଜୟୀ ହୋଇ ନ ପାରିବାର ଆତ୍ମଗ୍ଳାନିରେ। ବିଶ୍ୱର ସମଗ୍ର ମାନବଜାତି…
ପୋଖତ ପ୍ରତିନିଧି
-ଜିତେନ୍ଦ୍ର କୁମାର ନାୟକ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧିଙ୍କ ଭୂମିକା ସର୍ବଦା ଗୁରୁତ୍ୱ ବହନ କରିଆସିଛି। ବିଶ୍ୱ ମଞ୍ଚରେ ପ୍ରତିଟି ପ୍ରସଙ୍ଗରେ ଦେଶର ଆଭିମୁଖ୍ୟକୁ ଠିକ୍ ଭାବେ ଉପସ୍ଥାପନ କରିବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ଗତ କିଛିବର୍ଷ ହେବ…
ଏଇ ଭାରତରେ
ଗରିବମାନେ ଲକ୍ଡାଉନ୍ରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅନୁଷ୍କା ସେବା ମନୋଭାବର ପରିଚୟ ଦେଇଛନ୍ତି। ଲକ୍ଡାଉନ ସମୟରେ ଦିଲ୍ଲୀରେ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗରିବ ଲୋକମାନେ ବଡିଭୋରରୁ ଲାଇନ…
Archives


