ସମ୍ପାଦକୀୟ

ୟୁପିଏସ୍‌ସି ମୁଖ୍ୟ

ଭାରତର ସର୍ବୋଚ୍ଚ ବେସାମରିକ ଚାକିରି ପାଇଁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ହେଉଛି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି)। ଦେଶର ଅମଲାତନ୍ତ୍ରୀ ଓ କୂଟନୀତିଜ୍ଞଙ୍କୁ ବାଛିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏହାର ମୁଖ୍ୟ ବା ଅଧ୍ୟକ୍ଷଙ୍କ ବ୍ୟକ୍ତିତ୍ୱ…

ଜାତୀୟ ଶିକ୍ଷାନୀତି ୨୦୨୦ ଓ ଆମ ଶିକ୍ଷା ଖସଡ଼ା

ଗୋପାଳ ଚନ୍ଦ୍ର ନାଥ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି, କେନ୍ଦ୍ର ସରକାର କ୍ଷମତାକୁ ଆସିଲା ଦିନଠାରୁ ଗୋଟିଏ ପରେ ଗୋଟିଏ ବିଭାଗରେ ଆମୂଳଚୂଳ ପରିବର୍ତ୍ତନ କରି ଆସୁଥିଲେ ମଧ୍ୟ ଗତ ପାଞ୍ଚ ବର୍ଷ ସରକାର ସମୟରେ ଶିକ୍ଷା ପଦ୍ଧତି ଉପରେ ଆଦୌ…

ଏଇ ଭାରତରେ

ବର୍ଜ୍ୟ ବସ୍ତୁର ପୁନଃ ଉପଯୋଗ କରି ପରିବେଶ ରକ୍ଷା କରିବା ସହ କୃଷକମାନଙ୍କୁ ଲାଭ ଦେଉଛନ୍ତି ଆସାମର ସୁମନ ତରଣ। ସେ ଗହମ ନଡ଼ାରୁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ର। ପ୍ଲାଷ୍ଟିକ ଷ୍ଟ୍ର ମାଟିରେ ମିଶିବା ଲାଗି ୨୦୦ ବର୍ଷ ଲାଗୁଥିବାବେଳେ ଏହିି…

ପୋଲିସବାବୁ ମୁହାଁମୁହିଁ

ସଂଘୀୟ ବ୍ୟବସ୍ଥାରେ ଏହା ଏକ ଭୟାନକ ପରିଣାମ ଆଣିବ ବୋଲି ଆମେ ମନେକରୁଛୁ । ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ଏବେ ନିନ୍ଦନୀୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ହୋଇଛି। ସୁଶାନ୍ତଙ୍କ ଆମତ୍ହତ୍ୟାର ତଦନ୍ତକୁ ଭିତ୍ତିକରି ବିହାର ପୋଲିସ…

ବିଶ୍ୱସ୍ତରୀୟ ଶିକ୍ଷା ଅପରିହାର୍ଯ୍ୟ

ଦିବ୍ୟଜ୍ୟୋତି ପାଣି ଭାରତରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ପ୍ରତିବର୍ଷ ପ୍ରତିଭା ଚାଲାଣ ହୁଏ ବିଦେଶକୁ। ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଆଦି ରାଷ୍ଟ୍ରକୁ ପ୍ରତିବର୍ଷ ଭାରତରୁ ଲକ୍ଷାଧିକ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପାଇଁ ଗସ୍ତ କରନ୍ତି। ଆମ ଦେଶରେ ଶିକ୍ଷାର…

ବ୍ୟସ୍ତ ହୁଅନ୍ତୁନି କିଛି ହେବନି

ଡା. ଆଲୋକ ରଞ୍ଜନ ମିଶ୍ର ସାରା ବିଶ୍ୱରେ ଏବେ ସମସ୍ତେ ଭୟାତୁର ଏବଂ ଏକ ଅନିଶ୍ଚିତ ଜୀବନ ନେଇ ଗତି କରୁଥିବା ଦେଖାଯାଉଛି, ସତେ ଯେମିତି କେଉଁ ଏକ ଅଜଣା ଅଦୃଶ୍ୟ ଏବଂ ଅସ୍ପୃଶ୍ୟ ଶତ୍ରୁ ସମ୍ପୂର୍ଣ୍ଣ ମଣିଷ ଜାତିକୁ ‘କରୋନା’…

ଏଇ ଭାରତରେ

ଘରେ ମଧୁର ଜଳ ମୁକ୍ତା ଚାଷରୁ କିଭଳି ରୋଜଗାର କରିହେବ ତା ବାଟ ଦେଖାଇଛନ୍ତି ରାଜସ୍ଥାନର ନରେନ୍ଦ୍ର କୁମାର। ସେ ବର୍ଷକୁ ଏହି ଚାଷରୁ ୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ ସେ କିଶନଗଡ଼ରେ ବହିଦୋକାନ ବି…

ଏଇ ଭାରତରେ

ଦେଶରେ ବାଛବିଚାରର ଶିକାର ହେଉଥିବା ଟ୍ରାନ୍ସ ଓମେନଙ୍କୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦେବା ଲାଗି ଅମଙ୍ଗ ହେଉଥିବାବେଳେ କେରଳରେ ଏମାନେ ଏକ କ୍ୟାଣ୍ଟିନ କରି ଆମତ୍ ନିଯୁକ୍ତିର ବାର୍ତ୍ତା ଦେଇଛନ୍ତି। ୧୦ ଜଣ ଟ୍ରାନ୍ସ ଓମେନ ଲାକ୍କଡରେ ଓରୁମା କ୍ୟାଣ୍ଟିନକୁ…

କରୋନା, କାମଦାମ କରନା

ଡଃ. କୁଳାଙ୍ଗାର କରୋନାର ଦୁଃଖକଥା ତ ଏବେ ନିତିନିତି ସବୁସ୍ଥାନରେ ଆଲୋଚନା ହେଉଛି, କିନ୍ତୁ ଏହା ମଧ୍ୟରେ ସୁଖକଥାଟି ଲୁଚିଯାଇଛି। ଅବଶ୍ୟ ସୁଖୀ ଲୋକଙ୍କ ସଂଖ୍ୟା କମ୍‌, ଦୁଃଖୀ ଲୋକଙ୍କ ସଂଖ୍ୟା ଅଧିକ। ତେବେ ସେମାନଙ୍କ ସୁଖରୁ କିଛି ପରିବେଷଣ କଲେ…

ଉପଭୋକ୍ତା ସଶକ୍ତୀକରଣର ନୂତନ ଦିଶା

ନଗେନ୍ଦ୍ର ନାଥ ପଟ୍ଟନାୟକ   ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ନାଗରିକ ଉପଭୋକ୍ତା ଅଧିକାରକୁ ମଜଭୁତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ କିଛିଦିନ ହେବ ଉପଭୋକ୍ତା ସଂରକ୍ଷଣ ଆଇନ-୨୦୧୯ ଲାଗୁ କରିଛନ୍ତି। ଗ୍ରାହକ ବା ଉପଭୋକ୍ତା ପ୍ରତି ହେଉଥିବା…

ମାନ୍ଦାବସ୍ଥାରେ ମଧ୍ୟ ଚମକୁଛି

ଦିନକୁ ଦିନ ସୁନା ଦର ବୃଦ୍ଧିପାଇ ନୂଆ ରେକର୍ଡ କରିବାରେ ଲାଗିଛି। ଗୁରୁବାର ଏହି ମୂଲ୍ୟବାନ ଧାତୁର (୨୪ କ୍ୟାରେଟ) ଦର ୨୨୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ୍‌କୁ ୫୬,୫୯୦ ଟଙ୍କା ହୋଇଛି। ବୁଧବାର ଏହା ଆଶ୍ଚର୍ଯ୍ୟଜନକ ଭାବେ ୧,…

କୁକୁରଙ୍କ ଯତ୍ନ

ମାନେକା ଗାନ୍ଧୀ କିଛି ସପ୍ତାହ ପୂର୍ବରୁ କେବଳ ‘ପିପୁଲ ଫର୍‌ ଆନିମଲସ୍‌’(ପିଏଫ୍‌ଏ) ସଂସ୍ଥାର ମୁଖ୍ୟମାନଙ୍କୁ ନେଇ ଏକ ହ୍ବାଟ୍ସଆପ୍‌ ଗ୍ରୁପ କରିଥିଲି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୨୦ ଜଣ ଏହି ଗ୍ରୁପରେ ରହିଛନ୍ତି। ଏହା ସବୁଠୁ ଭଲ ଥିଲା, କାରଣ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri