ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା ଓ ଶାସ୍ତ୍ରୀୟ ମାନ୍ୟତା
ପ୍ରଫେସର ଉଦୟନାଥ ସାହୁ ଗତ ସେପ୍ଟେମ୍ବର ୨ ତାରିଖରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମିତ୍ତ ଭାରତ ସରକାରଙ୍କୁ ଅନୁରୋଧ କରାଯିବାକୁ ଏକ ପ୍ରସ୍ତାବ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି। ଏହି ପାରମ୍ପରିକ ସଙ୍ଗୀତ ଶୈଳୀ ବହୁ ପୁରାତନ…
ନୂଆ ଦିଗ
କୃଷି ଆଇନଠାରୁ ଦୃଷ୍ଟି ଘୁଞ୍ଚାଇବାକୁ ହାଥ୍ରସ ଗଣବଳାତ୍କାର ଓ ହତ୍ୟା ଖବର ସାହାଯ୍ୟ କଲା। ତା’ ପୂର୍ବରୁ ଅର୍ଥନୀତିରେ ଦୁରବସ୍ଥା ସହ ଚାଇନାର ଆକ୍ରମଣକୁ ଦକ୍ଷତାର ସହ ସାମ୍ନା କରିବାରେ ବିଫଳହୋଇଥିବା ସରକାରକୁ ସିନେମା ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା…
ଅଷ୍ଟ୍ରିଚ୍ ସରକାର
କୌଣସି ଦେଶର ନାଗରିକଙ୍କ ମାନବ ଅଧିକାର କ୍ଷୁଣ୍ଣ ହେଲେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ମାନବ ଅଧିକାର ସଙ୍ଗଠନଗୁଡ଼ିକ ଆଗେଇ ଆସିଥାଆନ୍ତି। ସରକାର କିମ୍ବା ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ଅତ୍ୟାଚାରିତ ହେଉଥିବା ବର୍ଗକୁ ସିଭିଲ ସୋସାଇଟି ଅର୍ଗାନାଇଜେଶନ ବା ଭଦ୍ର ସମାଜ…
ଏଇ ଭାରତରେ
କୋଭିଡ୍-୧୯ ମହାମାରୀ ସଂକ୍ରମଣ ରୋକିବା ଲାଗି ଲକ୍ଡାଉନ ଶଟ୍ଡାଉନ ପରେ ଏବେ ଜୀବନ ଜୀବିକା ସ୍ବାଭାବିକ କରିବା ଲାଗି ପ୍ରକ୍ରିୟା ଅନ୍ଲକ ୫.୦ରେ ପହଞ୍ଚିଲାଣି। ବିଭିନ୍ନ କଟକଣା ଭିତରେ ୭ ମାସ ଚାଲିଲାଣି। ଏହା ଭିତରେ କୋଭିଡ୍ ସଂକ୍ରମଣ ବଢିବା ସହ…
ହୋମ୍ କ୍ୱାରାଣ୍ଟାଇନ୍ ସତର୍କତା
ଡା. ବିରଞ୍ଚତ୍ ନାରାୟଣ ମଲ୍ଲିକ ସମଗ୍ର ବିଶ୍ୱ କରୋନା କବଳରେ ଛଟପଟ ହେଉଥିବା ବେଳେ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ ଇନ୍ଷ୍ଟିଚ୍ୟୁଟ କ୍ୱାରାଣ୍ଟାଇନରେ ସାତ ଦିନ ରହିବା ପରେ, ସାତ…
ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥା ଓ ଚାପଗ୍ରସ୍ତ ଛାତ୍ରୀଛାତ୍ର
ଅଧ୍ୟାପକ ଶରତ କୁମାର ଦାସ ସାରା ଭାରତରେ ଜୀବନ ଜୀବିକା ନେଇ ଯେତିକି ଚର୍ଚ୍ଚା ଚାଲିଛି, ସମପରିମାଣରେ ଚର୍ଚ୍ଚା ଜୋର୍ ଧରିଛି ଆମ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ। ଅନେକଙ୍କ ମତରେ ୨୦୨୦-୨୧ର ଶିକ୍ଷାବର୍ଷ ଏକ ପ୍ରକାର ନଷ୍ଟ ହୋଇଗଲାଣି ଓ ଏହା…
ହାଥ୍ରସ
ଉତ୍ତରପ୍ରଦେଶର ହାଥ୍ରସରେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର କରାଯିବା ପରେ ତାଙ୍କ ଜିଭ କାଟି ଦିଆଯାଇଥିଲା। ହସ୍ପିଟାଲରେ ପାଖାପାଖି ୧୫ ଦିନ ସଂଘର୍ଷ କରିବା ପରେ ତାଙ୍କ ମୃତ୍ୟୁ ଘଟିଛି। ଉଚ୍ଚଜାତି ଠାକୁର ସମ୍ପ୍ରଦାୟର ୪ ଜଣ ଲୋକ ବାଲ୍ମୀକି ପରିବାରର ସେହି…
ସମୟର ଆହ୍ବାନରେ କୋଭିଡ୍ ଯୋଦ୍ଧା
ଡ. ମୌସୁମୀ ପରିଡ଼ା ବିଶ୍ୱର କୋଟି କୋଟି ଲୋକ କରୋନାଜନିତ ଦୁଃସମୟରେ ନାନାପ୍ରକାରର ଅଭାବ ଅନଟନକୁ ନେଇ କାଳାତିପାତ କରୁଛନ୍ତି। କରୋନା ଯୋଦ୍ଧାମାନେ ରାତିଦିନ ଏକ କରି ନିଜ ସହ ନିଜ ଆମତ୍ୀୟ ତଥା ପରିବାରକୁ ବିପଦରେ ପକାଇ ସେବା ପ୍ରଦାନ…
ବରିଷ୍ଠଙ୍କ ଗରିଷ୍ଠତା
ଡ. ସତ୍ୟ ନାରାୟଣ ମିଶ୍ର ମାନବ ସଭ୍ୟତାର ଅୟମାରମ୍ଭରୁ ତଥା ସୃଷ୍ଟିର ଆବହମାନ କାଳରୁ ପରିବାରରେ ତଥା ସମାଜରେ ବରିଷ୍ଠ ବ୍ୟକ୍ତିମାନଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଆସିଅଛି। କ୍ରମେ ପାରିବାରିକ ଅନୁଶାସନ, ସାମାଜିକ ନୀତି ନିୟମକୁ ପାଥେୟ କରି ସଭ୍ୟ ସମାଜର…
ଏଇ ଭାରତରେ
ୟୁପିଏସ୍ସି ପରୀକ୍ଷାରେ ସଫଳତା ପାଇବା ଯେତିକି କଷ୍ଟ ନିଯୁକ୍ତି ପରେ ତାହା ଆହୁରି ଚ୍ୟାଲେଞ୍ଜିଂ ବୋଲି କୁହାଯାଏ। ହେଲେ ଚ୍ୟାଲେଞ୍ଜିଂ ଜବ୍ ଭିତରୁ ସମୟ ବାହାର କରି ସୁବିଧା ସୁଯୋଗରୁ ବଞ୍ଚତ୍ତ ଛାତ୍ରୀମାନଙ୍କୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ଅନଲାଇନରେ…
ସ୍ବେଚ୍ଛାଚାରୀ କ୍ଷମତା
ଆକାର ପଟେଲ ସବୁ ଦୃଷ୍ଟିକୋଣରୁ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ନିର୍ବାଚିତ ସରକାର ମୁଖ୍ୟତଃ କେନ୍ଦ୍ର ସରକାର ସବୁକିଛି। କିନ୍ତୁ ଏଠାରେ ଏହା ବିଚିତ୍ର ମନେହୁଏ। ଭାରତ ଗଣତାନ୍ତ୍ରିକ ଉଦାରଶୀଳ ରାଷ୍ଟ୍ର ନାମରେ ପରିଚିତ। ଗଣତାନ୍ତ୍ରିକ ପଦ୍ଧତିରେ ଗଠିତ ଯେଉଁ ସରକାରରେ ଜଣଙ୍କର…
ଅପେକ୍ଷାର ଯନ୍ତ୍ରଣା ଓ ଆନନ୍ଦ
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ମଣିଷ ହେଉ କି ମଣିଷର ଶବ, ପ୍ରିୟ ପୁରୁଷ ହେଉ କି ପ୍ରିୟାର ପ୍ରେମପତ୍ର, କାହା ପାଇଁ ଅପେକ୍ଷା କରିବା କେତେ ଯନ୍ତ୍ରଣାଦାୟକ, ତାହା ଭୁକ୍ତଭୋଗୀ ବ୍ୟତୀତ ଅନ୍ୟ କେହି ଜାଣିପାରିବେ ନାହିଁ। ଦୂରରୁ…
Archives


