ସମ୍ପାଦକୀୟ

ବିଲୁପ୍ତିକୁ ନେଇ ଚିନ୍ତା

ଡା.ନିତ୍ୟାନନ୍ଦ ସ୍ବାଇଁ   ପୃଥିବୀ ପୃଷ୍ଠରୁ ବିଭିନ୍ନ ପ୍ରଜାତିର ପ୍ରାଣୀ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିବାର ଖବର ଆମ ପାଇଁ ଆଉ ନୂଆ ନୁହେଁ। କାରଣ ବିଜ୍ଞାନ-ଗବେଷକମାନେ ଏ ସମ୍ପର୍କରେ ଆମକୁ ନିୟମିତ ଜଣେଇ ଆସୁଛନ୍ତି। କିନ୍ତୁ ସମ୍ପ୍ରତି ଯେଉଁ ପ୍ରଜାତିର ପ୍ରାଣୀମାନଙ୍କ…

କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା ଏକ ସାମାଜିକ ସଙ୍କଟ

ଡ. ମନୋରଞ୍ଜନ ପ୍ରଧାନ   ମନେପଡ଼ୁଛି ପିଲାବେଳେ ଜେଜେମାଆଙ୍କ କୋଳରେ ବସି ଶୁଣିଥିବା ବ୍ରହ୍ମ ରାକ୍ଷସ କଥା। ଦିନେ ସକାଳୁ ସକାଳୁ ଗଁ। ମୁଣ୍ଡ ବିଶାଳ ବରଗଛର ଏକ ବିରାଟ ଶାଖା ମଡ଼ମଡ଼ ହୋଇ ଭାଙ୍ଗିପଡ଼ିଲା। ଶବ୍ଦ ଶୁଣି ଆମେ ଦୌଡ଼ିଲୁ।…

ବିପ୍ଳବୀ ପଦକ୍ଷେପ

ଶାହା ଫୈଜଲ ୧୦ ଅଗଷ୍ଟ ୨୦୨୦ରେ ରାଜନୈତିକ ଦଳ ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌)ର ଅଧ୍ୟକ୍ଷ ପଦ ତ୍ୟାଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫୈଜଲ ହେଉଛନ୍ତି ପ୍ରଥମ କଶ୍ମୀରୀ ଯେ କି ୨୦୦୯ରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷାରେ…

ହିନ୍ଦୀ ଓ ହିନ୍ଦୁତ୍ୱ

ଗତ କିଛି ମାସର ବିରତି ପରେ ଏବେ ସମ୍ଭବତଃ କେନ୍ଦ୍ର ସରକାରଙ୍କ ‘ନୂତନ ଭାରତ’ରେ ପୁରୁଣା କଥା ଓ କାର୍ଯ୍ୟକଳାପର ଆବିର୍ଭାବ ହେବା ଭଳି ମନେ ହେଲାଣି। ମୋଦି ସରକାରଙ୍କ ପ୍ରଥମ ପାଳିର ଶାସନରେ ହିନ୍ଦୁତ୍ୱ ଚିନ୍ତାଧାରା ଲୋକମାନଙ୍କ ଉପରେ ଲଦି…

ବୃଦ୍ଧାବସ୍ଥା ଓ ସାର୍ବଜନୀନ ପେନ୍‌ସନ

ଇଂ. ଶକ୍ତି ପ୍ରସାଦ ଦାସ ଭାରତରେ ବୟସ୍କଙ୍କ ପାଇଁ ନିଆଯାଉଥିବା କାର୍ଯ୍ୟକ୍ରମଗୁଡ଼ିକ ପ୍ରାୟତଃ ସ୍ବଳ୍ପ। ଏହି ପୃଷ୍ଠଭୂମିରେ ସେମାନଙ୍କ ଲାଗି ସାମାଜିକ ସୁରକ୍ଷାର ଗୁରୁତ୍ୱ ରହିଛିି। ବୟସ୍କଙ୍କ ପାଇଁ ଆୟ-ସୁରକ୍ଷା ସାଧାରଣ ପେନ୍‌ସନ ବ୍ୟବସ୍ଥାର ମୂଳଦୁଆ ଉପରେ ନିର୍ମାଣ କରାଯିବା ଆବଶ୍ୟକ…

ଖାପ୍‌ ପଞ୍ଚାୟତ ଓ ପୋଲିସ ସଂସ୍କାର

ଯୁଧିଷ୍ଠିର ମହାରଣା   ଜାତି , ଗୋଷ୍ଠୀ ବା ପରିବାରର ମାନସମ୍ମାନ ରକ୍ଷା ନଁାରେ ଅନେକ ଅପରାଧ ସଂଘଟିତ ହୋଇଥାଏ। ଏଥିପାଇଁ ଭାରତୀୟ ସମାଜରେ ପ୍ରଚଳିତ ଘୃଣ୍ୟ ଜାତିପ୍ରଥା ହୁଏତ ଅନେକାଂଶରେ ଦାୟୀ, କିନ୍ତୁ ଏହା ବାଦ୍‌ ଆହୁରି କେତେକ କାରଣ…

ଏଇ ଭାରତରେ

ଯେଉଁ ଦେଶ କୃଷି ଆଧାରିତ ଅର୍ଥବ୍ୟବସ୍ଥାରୁ ଆରମ୍ଭ କରି ଆର୍ଥିକ ମହାଶକ୍ତି ହେବା ଯାଏ ଏକ ଅଭିଯାନ ଚଳାଇଛି; ସେଠାରେ ସ୍ବଦେଶୀ, ସ୍ବରାଜ ଓ ଆମତ୍ନିର୍ଭରତାର ମହାମନ୍ତ୍ର ସେତେ ଗଭୀରତାକୁ ଯିବାରେ ଲାଗିଛି। ଏହା ଆଜି ବି ପ୍ରାସଙ୍ଗିକ ମନେହେଉଛି ଓ…

କେବଳ ଧ୍ୱନି, କମାଣ ନାହିଁ

ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦକୁ ବଢ଼ାଇବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୧ଟି ଉପକରଣ ଆମଦାନୀ ଉପରେ ଖୁବ୍‌ ଶୀଘ୍ର ପ୍ରତିବନ୍ଧକ ଲଗାଯିବ ବୋଲି ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନେକ ଟୁଇଟ୍‌ କରି କହିଛନ୍ତି ଯେ, ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ…

ଖିଆଲୀ ହିଂସା ପୃଥିବୀକୁ ଦୋହଲାଇଦେବ

ସହଦେବ ସାହୁ ବାୟୋ, ନାନୋ, ସାଇବର୍‌ ଭଳି ଟେକ୍ନୋଲଜି ଯେଭଳି ବିକଶିତ ହେଉଛି ଏବଂ ସାଧାରଣ ଶିକ୍ଷାପ୍ରାପ୍ତ ଲୋକକୁ ଇଚ୍ଛାମୁତାବକ କାମ କରିବାକୁ ସମର୍ଥ କରୁଛି, ତାହା ଅପରାଧୀମାନଙ୍କୁ ବି ମନଇଚ୍ଛା ଅପରାଧ କରିବାକୁ ସକ୍ଷମ କରୁଛି, ସେମାନେ ଯାହାକୁ ଚାହିଁବେ…

ଶ୍ରମିକମାରଣ ଆଇନ ଓ କୋଭିଡ୍‌-୧୯

ସୁକାନ୍ତ କୁମାର ପଟେଲ କୋଭିଡ୍‌-୧୯ ମହାମାରୀ ସମଗ୍ର ବିଶ୍ୱରେ କେବଳ ମାନବ ଜୀବନ ପ୍ରତି ବିପତ୍ତି ସୃଷ୍ଟି କରିନାହିଁ ବରଂ ସାମାଜିକ ଓ ଅର୍ଥନୈତିକ ବିପତ୍ତି ସୃଷ୍ଟି କରିଛି, ଯାହା ସମସ୍ତଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି ।…

ଏଇ ଭାରତରେ

ସରକାରୀ ହେଉ କି ବେସରକାରୀ, ସବୁଠି ବିଭିନ୍ନ ପ୍ରକାର ଅଭିଯାନ ଆରମ୍ଭ କରାଯାଉଛି। କିନ୍ତୁ ‘ରାସ୍ତା ଖୋଲା’ ଅଭିଯାନ ନାଁ କେବେ ଶୁଣିଛନ୍ତି କି। ଏଭଳି ଅଭିଯାନ ଆରମ୍ଭ ହୋଇଛି ରାଜସ୍ଥାନର ନାଗୌର ଜିଲାରେ। ନାଗୌର ଜିଲାପାଳ କୁମାର ସୋନି ଏହା…

ମହାଭାରତ ନୁହେଁ, ଧୈର୍ଯ୍ୟର ସଂଗ୍ରାମ

ଆକାର ପଟେଲ କୋଭିଡ୍‌ ବିରୋଧରେ ମହାଭାରତ ହାର୍‌ ମାନିଛି। ଚଳିତ ସପ୍ତାହରେ ଭାରତରେ ପ୍ରାୟ ୩ ଲକ୍ଷ କେସ୍‌ ( ସଂକ୍ରମିତ ) ପଞ୍ଜୀକୃତ ହୋଇଛି। ଏହା ଆମେରିକା ସମେତ ଅନ୍ୟ ଯେ କୌଣସି ଦେଶଠାରୁ ଅଧିକ। ଭାରତରେ ପ୍ରତିଦିନ ୬୦,୦୦୦ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri