ସମ୍ପାଦକୀୟ

ଏଇ ଭାରତରେ

ସ୍କୁଲରେ ପଢ଼ି ଭଲ ମଣିଷ ହୋଇ ପୁରାତନ ଛାତ୍ରମାନେ ଶିକ୍ଷାନୁଷ୍ଠାନର ବିକାଶ ଲାଗି ସମୟ ଦେବା ସହ ଆର୍ଥିକ ସହଯୋଗ କରୁଥିବା ଘଟଣା ସାମନାକୁ ଆସେ। କିନ୍ତୁ ପଞ୍ଚାବର ରୂପନଗର ଜିଲାର ମୁଣ୍ଡିୟା ଗାଁର ଛାତ୍ରୀ ହରମନଦୀପ କୌର ସ୍କୁଲକୁ ନିଆରା…

ବଦଳି ଦୁଃଖ

ସରକାରରେ ଜଣେ ଅଫିସରଙ୍କୁ ବାରମ୍ବାର ବଦଳି କରାଯିବା କିଛି ନୂଆ କଥା ନୁହେଁ। ପୂର୍ବେ ଏହା ଯେମିତି ହେଉଥିତ୍ଲା ଏବେ ବି ସେହି ଧାରା ଚାଲୁରହିଛି। ଏଥିତ୍ରେ କିଛି ବି ପରିବର୍ତ୍ତନ ଆସିନି। ନିକଟରେ ପିମ୍ପ୍ରି-ଚିଞ୍ଚଓ୍ବାଡ (ମହାରାଷ୍ଟ୍ର) ପୋଲିସ କମିଶନର ସନ୍ଦୀପ…

ସାନ କୁହାଙ୍କ ବଡ଼ କଥା

ଦ୍ୱିତୀ ଚନ୍ଦ୍ର ସାହୁ ରାଜା ଥିଲେ ଲୋକପ୍ରିୟ। ସେ ଯାହା ଚାହୁଁଥିଲେ ତାହା କରୁଥିଲେ। ଅବଶ୍ୟ ଲୋକଙ୍କ ହିତରେ। ପୂର୍ବରୁ ରାଜାମାନଙ୍କ ଅତ୍ୟାଚାର, ଆଳସ୍ୟ ଓ ବିଳାସମୟ ଜୀବନ ନିର୍ବାହ କାରଣରୁ କର୍ମଠ ରାଜା ଅଚିରେ ଅଳ୍ପଦିନରେ ଲୋକପ୍ରିୟ ହୋଇଗଲେ। ଲୋକପ୍ରିୟତାକୁ…

ପୁରାଣରେ ବିଜ୍ଞାନ: ବିଶ୍ୱାସରୁ ଅନ୍ଧବିଶ୍ୱାସ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ନିକଟରେ ଲୋକ ସଭାର ଦୁଇଜଣ ମହିଳା ସଦସ୍ୟ ସୁପ୍ରିୟା ସୁଲେ (ମହାରାଷ୍ଟ୍ର) ଏବଂ ଥାମିଝାଚି ଥାଗାପାଣ୍ଡିଆନ୍‌ (ତାମିଲନାଡୁ) ଦେଶର ଏକ ପ୍ରମୁଖ ଖବରକାଗଜକୁ ଦେଇଥିବା ସାକ୍ଷାତ୍‌କାରରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମିଥ୍ୟା-ବିଜ୍ଞାନର ପ୍ରଚାର ଓ ପ୍ରସାର କରିବାରୁ…

ଏଇ ଭାରତରେ

ପୁଣେର ସିଷ୍ଟେମା ବାୟୋ ଷ୍ଟାର୍ଟଅପ୍‌ ବାୟୋଡାଇଜେଷ୍ଟର ମାଧ୍ୟମରେ କୃଷକମାନଙ୍କୁ ଜାଳେଣି ଗ୍ୟାସ ଯୋଗାଇ ଦେବା ସହ ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ନେଉଛି। ଏହି ଅଭିଯାନରେ ୫,୦୦୦ କୃଷକ ଉପକୃତ ହୋଇସାରିଲେଣି। ସେମାନେ ଏଲ୍‌ପିଜି ବାବଦରେ ମାସକୁ ଯାହା ଖର୍ଚ୍ଚ କରୁଥିଲେ…

ସଚ୍ଚୋଟଙ୍କୁ ଠକ ନାହିଁ

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବ୍ୟାପିବା ପରେ ଋଣ କିସ୍ତି ପଇଠ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ମୋରାଟୋରିୟମ୍‌ ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡ଼ିକ ଚକ୍ରବୃଦ୍ଧି ସୁଧ ବା ସୁଧ ଉପରେ ସୁଧ ଲଗାଇବା ଘଟଣା ସାମ୍‌ନାକୁ ଆସିଥିଲା।…

ପ୍ରାଣୀ ହିଂସାର ନିଚ୍ଛକ ଛବି

ମାନେକା ଗାନ୍ଧୀ ଇୟାନ କ୍ରଫ୍ଟନ୍‌ଙ୍କ ‘ଏ କ୍ୟୁରିୟସ୍‌ ହିଷ୍ଟ୍ରି ଅଫ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରିଙ୍କ୍‌’ ବହି ମୁଁ ପଢୁଛି। ଏହାକୁ ଯେତେ ଅଧିକ ପଢୁଛି ମୋ ମନ ସେତେ ଦୁଃଖ ପାଉଛି। ବିନାଶ ଲାଗି ଭୟଙ୍କର କ୍ରୂରତା, ଅତିଲୋଭ ଏବଂ ଅସମ୍ବେଦନଶୀଳତାର…

ସାଂଖ୍ୟ ଦର୍ଶନର ମୂଳତତ୍ତ୍ୱ

ଡା. ଗୋପାଳ ଚନ୍ଦ୍ର ଦାଶ ସାଂଖ୍ୟ ଦର୍ଶନର ରଚୟିତା ମହର୍ଷି କପିଳ। ଭାରତୀୟ ଦର୍ଶନରେ ସାଂଖ୍ୟ ଦର୍ଶନ ସବୁଠାରୁ ପ୍ରାଚୀନତମ। କର୍ଦ୍ଦମ ମୁନୀ ଓ ଦେବହୁତିଙ୍କ ଗର୍ଭରୁ ସତ୍ୟ ଯୁଗରେ କପିଳ ମୁନୀ ଜନ୍ମଗ୍ରହଣ କରିଥିଲେ ବୋଲି ଭାଗବତରେ ପ୍ରମାଣ ମିଳେ।…

କୃଷ୍ଣଗହ୍ବର ଗବେଷଣାକୁ ନୋବେଲ

ଡ. ଗୌରୀଶଙ୍କର ସାହୁ ଅକ୍ଟୋବର ୬ ତାରିଖରେ ରୟାଲ ସ୍ବିଡିସ ଏକାଡେମୀ ଅଫ୍‌ ସାଇନ୍ସର ମହାସଚିବ ପ୍ରଫେସର ଗୋରାନ ହାନ୍‌ସନ୍‌ ଏ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ କେଉଁ ଗବେଷକମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ତାହା ଘୋଷଣା କରିଛନ୍ତି। ଏ…

ଏଇ ଭାରତରେ

ମଧ୍ୟପ୍ରଦେଶ ଝାବୁଆ ଜିଲାର ଆଦିବାସୀ ଝିଅମାନେ ଏବେ ବାଉଁଶରେ ଦୀପ ତିଆରି କରି ଉଦାହରଣ ପାଲଟିଛନ୍ତି। ସେମାନେ ଦୀପାବଳି ଲାଗି ୯ ହଜାର ଦୀପ ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ସେ ୧ ଲକ୍ଷ ଟଙ୍କାର ଅର୍ଡର ବି…

ଏଇ ଭାରତରେ

ସରକାର ଚାଷୀମାନଙ୍କୁ ନୂଆ ପଦ୍ଧତିରେ ଚାଷ କରିବା ଲାଗି ବୁଝାଇବାରେ ସକ୍ଷମ ହୋଇପାରୁ ନ ଥିବାବେଳେ ମହାରାଷ୍ଟ୍ରର ଜଣେ ଚାଷୀ ତାହା କରିପାରିଛନ୍ତି। ମହାରାଷ୍ଟ୍ର ବିଡ୍‌ ଜିଲା ପରାଲି ବ୍ଲକ୍‌ର ଚାଷୀ ସନ୍ଦୀପ ଗିଟେ ଜୈବିକ ପଦ୍ଧତିରେ ଚାଷ କରିବା ସହ…

ସୋସିଆଲ ମିଡିଆରେ ମୃତ୍ୟୁ

ଡ. କୁଳାଙ୍ଗାର   ସମସ୍ତଙ୍କ ପରି ମୋର ମଧ୍ୟ ଅନେକ ଶତ୍ରୁ ଅଛନ୍ତି ଏବଂ ସମସ୍ତଙ୍କ ପରି ମୁଁ ବି ଦିନେ ଇହଧାମ ତ୍ୟାଗ କରିବି! ସେଦିନ ମୋର ଶତ୍ରୁମାନେ ମଧ୍ୟ ମୋର ପ୍ରଶଂସା କରିବେ! ମୃତ୍ୟୁ ତ ଚିରସତ୍ୟ ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri