ଗୋଟିଏ ପଦବୀରେ ପୁରୁଣା ନୂଆ
ଅନେକ ସମୟରେ ଅବସର ପରେ ବରିଷ୍ଠ ଅମଲାତନ୍ତ୍ରୀମାନଙ୍କୁ ସରକାର ପୁଣି ନିଯୁକ୍ତି ଦେଇଥାନ୍ତି। କିନ୍ତୁ ଏବେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଦୁଇ ବର୍ଷ ପୂର୍ବେ ଯେଉଁ ବାବୁ ଜଣକ ସଚିବ ପଦରୁ ଅବସର ନେଇଥିଲେ ଏବେ ସେହି ପଦରେ…
ହସ୍ପିଟାଲକୁ ଡରିଲେ କ’ଣ କରୋନା ଯିବ
ସହଦେବ ସାହୁ ମହିନ୍ଦ୍ରା ବୋଲେରୋ ୬ ନମ୍ବର ହସ୍ପିଟାଲ୍ ସାମ୍ନାରେ ଅଟକିଗଲା, ଧଁ ସଁ ହେଉଥିବା ଗୋବିନ୍ଦ ଭଣ୍ଡାରିକୁ ଦୁଆର ମୁହଁରେ ଭୂଇଁରେ ଥୋଇ ଦେଲା। କେଇ ଦିନ କାଳ ହେଲା ସେ ସଂକ୍ରମଣ ଆଶଙ୍କା କରୁଥିଲା, ହସ୍ପିଟାଲ୍କୁ ଆସିବାକୁ ଚାହୁଁ…
ଆସିବ ସାମୁଦ୍ରିକ ପ୍ରଳୟ
ଶେଖ୍ ଫରିଦ୍ଉଦ୍ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଜନିତ ବିବିଧ ସମସ୍ୟା ମଣିଷ ପାଇଁ ଉଦ୍ବେଗର କାରଣ ହେଲାଣି। ଶିଳ୍ପ, କଳକାରଖାନା ଓ ଗାଡ଼ିମୋଟର ଚଳାଚଳରୁ ଧୂଆଁ ବାହାରି ଗ୍ରୀନ୍ ହାଉସ ଗ୍ୟାସ୍ ବୃଦ୍ଧି ପାଇ ବାୟୁମଣ୍ଡଳ ପ୍ରଦୂଷିତ…
ଏଇ ଭାରତରେ
କୃଷକମାନେ କିଭଳି କମ୍ ଜମିରେ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେଥିପାଇଁ ନିଷ୍ଠାର ସହ ଅଭିଯାନ ଚଳାଇଛନ୍ତି ଉତ୍ତରାଖଣ୍ଡର ବିଜୟ ଜର୍ଦାରୀ। ସେ ‘ବିଜ୍ ବଚାଓ ଆନ୍ଦୋଳନ’ ବା ମଞ୍ଜି ବଞ୍ଚାଅ ଆନ୍ଦୋଳନ(ବିବିଏ) ସଂଗଠନ ଗଢ଼ି ତା’ ମାଧ୍ୟମରେ କୃଷକମାନଙ୍କ…
ଏକ ସମାନ୍ତରାଳ ଜିଏସ୍ଟି
ଆମ ଦେଶରେ ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ଦୃଷ୍ଟିକୋଣରୁ କୃଷକମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ରାଜନୈତିକ ଦଳ ଏମାନଙ୍କର ବିରୋଧୀ ମଧ୍ୟ ହେବାକୁ ଚାହାନ୍ତିନି। ଏମାନଙ୍କୁ ସପକ୍ଷକୁ ଆଣିବାକୁ ଚେଷ୍ଟା କରିଥାନ୍ତି। ଏହି କାରଣରୁ ଏବେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର…
ଅଜବ ଆହାର
ମାନେକା ଗାନ୍ଧୀ ଭାରତ ଓ ଆଫ୍ରିକାର ହାତୀମାନେ ଯେତେବେଳେ ସାକ୍ଷାତ ହୁଅନ୍ତି ସେମାନେ ଉଭୟେ ହାତୀ ବୋଲି ଚିହ୍ନାଚିହ୍ନି ହୁଅନ୍ତି, ନିଜର ପରିଚୟକୁ ସ୍ବୀକାର କରିଥାନ୍ତି॥ ଭାରତୀୟ ବାଘ ଓ ସାଇବେରିଆର ବାଘଙ୍କ କ୍ଷେତ୍ରରେ ବି ସେଇଆ ହୁଏ। କିନ୍ତୁ ନ୍ୟୁଜିଲାଣ୍ଡର…
ବିଦ୍ୟାଳୟ ଓ ଆମ ଶିକ୍ଷା ବ୍ୟବସ୍ଥା
ପ୍ରଦୀପ୍ତ ଆଚାର୍ଯ୍ୟ ୨୦୨୦ ମସିହା ମାଟ୍ରିକ ଫଳ ପ୍ରକାଶ ପାଇବା ପରେ ଖବରକାଗଜରେ ଦେଖିବାକୁ ମିଳିଲା ଆକ୍ସନ ମୁଡ୍ରେ ଗଣଶିକ୍ଷା ବିଭାଗ। ଯେଉଁ ସବୁ ବିଦ୍ୟାଳୟ ଖରାପ ଫଳ ପ୍ରଦର୍ଶନ କରିଛନ୍ତି ବା ଯେଉଁ ସବୁ ବିଦ୍ୟାଳୟରେ କେହି ଛାତ୍ରୀଛାତ୍ର ପାଶ୍…
ସଙ୍ଗରୋଧରେ ସଙ୍ଗତ୍ୟାଗ
ରଂଜନ କୁମାର ଦାସ ଏ କଥା ଅନସ୍ବୀକାର୍ଯ୍ୟ ଯେ କରୋନା ଆମ ସମସ୍ତଙ୍କ ଜୀବନଶୈଳୀକୁ ବଦଳେଇ ଦେଇଚି। ସମାଜର ଚଳଣି, ପ୍ରଥା, ସବୁ ବଦଳିଯାଉଚି। ସମ୍ପର୍କ ସବୁ ବଦଳି ଯାଉଚି। ବାପା ମଲେ ପୁଅ ତାକୁ ମୁଖାଗ୍ନି ଦେବାକୁ ଡରୁଚି। ସ୍ବାମୀ…
ଏଇ ଭାରତରେ
ପୁଣେର ଝିଅ ଶାଲ୍ମଲି ନଳାଓ୍ବାଡେଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ହାର ମାନିଛି। ବୟସ ୧୪, କିନ୍ତୁ ପୁଣେର ମୁଥା ନଦୀକୁ ସଫା କରିବା ଲାଗି ସେ ଅଭିଯାନ ଚଳାଇଛନ୍ତି। ଏହା ସେ ତିନି ବର୍ଷ ପୂର୍ବରୁ ଅର୍ଥାତ୍ ୧୧ ବର୍ଷ…
ଏଇ ଭାରତରେ
ହରିୟାଣା ରଓ୍ବୋଡି ଜିଲା ଟାଣି କୋଲାନ ପଞ୍ଚାୟତର ଖୋଲଖଣ୍ଡ ଗାଁ ଦେଶରେ ଏକ ନିଆରା ପରିଚୟ ଆଣିପାରିଛି। ସ୍ବଚ୍ଛତା ଅଭିଯାନ ଦେଶରେ ଆରମ୍ଭ ହେବା ପରେ ୨୦୧୭ରେ ଏହି ଗାଁକୁ ରାଜ୍ୟର ପ୍ରଥମ ଖୋଲା ମଳମୁକ୍ତ ଗାଁ ଭାବେ ଘୋଷଣା କରାଯାଇଥିଲା।…
ଭାରତୀୟ କଳାକୃତି ଲୁଣ୍ଠନ
ଇଂ. ମାୟାଧର ସ୍ବାଇଁ ବ୍ରିଟିଶ୍ ରାଜତ୍ୱ ସମୟରେ ଭାରତର ଅନେକ ମନ୍ଦିର, ଦୁର୍ଗ, ପ୍ରାସାଦରୁ ଐତିହାସିକ ଓ ସାଂସ୍କୃତିକ ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଓ ଅନ୍ୟାନ୍ୟ କଳାକୃତିଗୁଡ଼ିକୁ ଇଂରେଜମାନେ ନିଜ ଦେଶକୁ ନେଇଯାଇଥିଲେ। ସେଥିମଧ୍ୟରୁ ଅଧିକାଂଶ ବର୍ତ୍ତମାନ ଇଂଲଣ୍ଡର ବିଭିନ୍ନ…
କୃଷକ ଓ ବିଧେୟକ
ସୁୟାଶ ତିଓ୍ବାରୀ/ଆଦିତ୍ୟ କୁମାର କୃଷି ସମ୍ପର୍କିତ ୩ଟି ବିଧେୟକ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଗୃହୀତ ହୋଇଛି। ସେଗୁଡିକ ହେଲା ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଆଣ୍ଡ୍ କମର୍ସ (ପ୍ରମୋଶନ ଆଣ୍ଡ୍ ଫାସିଲିଟେଶନ ବିଲ୍ ୨୦୨୦ ବା…
Archives


