ଏଇ ଭାରତରେ
ଘରେ ମଧୁର ଜଳ ମୁକ୍ତା ଚାଷରୁ କିଭଳି ରୋଜଗାର କରିହେବ ତା ବାଟ ଦେଖାଇଛନ୍ତି ରାଜସ୍ଥାନର ନରେନ୍ଦ୍ର କୁମାର। ସେ ବର୍ଷକୁ ଏହି ଚାଷରୁ ୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କେବଳ ଏତିକି ନୁହେଁ ସେ କିଶନଗଡ଼ରେ ବହିଦୋକାନ ବି…
ଏଇ ଭାରତରେ
ଦେଶରେ ବାଛବିଚାରର ଶିକାର ହେଉଥିବା ଟ୍ରାନ୍ସ ଓମେନଙ୍କୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦେବା ଲାଗି ଅମଙ୍ଗ ହେଉଥିବାବେଳେ କେରଳରେ ଏମାନେ ଏକ କ୍ୟାଣ୍ଟିନ କରି ଆମତ୍ ନିଯୁକ୍ତିର ବାର୍ତ୍ତା ଦେଇଛନ୍ତି। ୧୦ ଜଣ ଟ୍ରାନ୍ସ ଓମେନ ଲାକ୍କଡରେ ଓରୁମା କ୍ୟାଣ୍ଟିନକୁ…
କରୋନା, କାମଦାମ କରନା
ଡଃ. କୁଳାଙ୍ଗାର କରୋନାର ଦୁଃଖକଥା ତ ଏବେ ନିତିନିତି ସବୁସ୍ଥାନରେ ଆଲୋଚନା ହେଉଛି, କିନ୍ତୁ ଏହା ମଧ୍ୟରେ ସୁଖକଥାଟି ଲୁଚିଯାଇଛି। ଅବଶ୍ୟ ସୁଖୀ ଲୋକଙ୍କ ସଂଖ୍ୟା କମ୍, ଦୁଃଖୀ ଲୋକଙ୍କ ସଂଖ୍ୟା ଅଧିକ। ତେବେ ସେମାନଙ୍କ ସୁଖରୁ କିଛି ପରିବେଷଣ କଲେ…
ଉପଭୋକ୍ତା ସଶକ୍ତୀକରଣର ନୂତନ ଦିଶା
ନଗେନ୍ଦ୍ର ନାଥ ପଟ୍ଟନାୟକ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ନାଗରିକ ଉପଭୋକ୍ତା ଅଧିକାରକୁ ମଜଭୁତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ କିଛିଦିନ ହେବ ଉପଭୋକ୍ତା ସଂରକ୍ଷଣ ଆଇନ-୨୦୧୯ ଲାଗୁ କରିଛନ୍ତି। ଗ୍ରାହକ ବା ଉପଭୋକ୍ତା ପ୍ରତି ହେଉଥିବା…
ମାନ୍ଦାବସ୍ଥାରେ ମଧ୍ୟ ଚମକୁଛି
ଦିନକୁ ଦିନ ସୁନା ଦର ବୃଦ୍ଧିପାଇ ନୂଆ ରେକର୍ଡ କରିବାରେ ଲାଗିଛି। ଗୁରୁବାର ଏହି ମୂଲ୍ୟବାନ ଧାତୁର (୨୪ କ୍ୟାରେଟ) ଦର ୨୨୫ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ୍କୁ ୫୬,୫୯୦ ଟଙ୍କା ହୋଇଛି। ବୁଧବାର ଏହା ଆଶ୍ଚର୍ଯ୍ୟଜନକ ଭାବେ ୧,…
କୁକୁରଙ୍କ ଯତ୍ନ
ମାନେକା ଗାନ୍ଧୀ କିଛି ସପ୍ତାହ ପୂର୍ବରୁ କେବଳ ‘ପିପୁଲ ଫର୍ ଆନିମଲସ୍’(ପିଏଫ୍ଏ) ସଂସ୍ଥାର ମୁଖ୍ୟମାନଙ୍କୁ ନେଇ ଏକ ହ୍ବାଟ୍ସଆପ୍ ଗ୍ରୁପ କରିଥିଲି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୨୦ ଜଣ ଏହି ଗ୍ରୁପରେ ରହିଛନ୍ତି। ଏହା ସବୁଠୁ ଭଲ ଥିଲା, କାରଣ ଏବେ…
ଛାଡ଼ ହୋ ଛାଡ଼
ଦ୍ୱିତୀ ଚନ୍ଦ୍ର ସାହୁ କାହାକୁ ଛାଡିବେ ! କ’ଣ ଛାଡିବେ ! ଛାଡ଼ିବା କଥା କହିଲେ ସତରେ କିଏ ଆଜିକାଲି ସହଜରେ ଗ୍ରହଣ କରେ କି। ଏସବୁର ଉତ୍ତର ପାଇବାକୁ ହେଲେ ନିଜ ନିଜ ସ୍ତରରେ ଦୃଷ୍ଟି ପହଁରାଇବାକୁ ପଡିବ। ନିଜର…
ବାରୁଦଗଦାରେ ବିଶ୍ୱ
ଡ. ପ୍ରଫୁଲ୍ଲ କୁମାର ସାହୁ ୧୯୪୫ ମସିହା ଅଗଷ୍ଟ ୬ ତାରିଖ ମାନବ ସଭ୍ୟତା ଇତିହାସର କଳାଦିବସ। ସେଦିନ ସକାଳ ହେବା ଆଗରୁ ‘ଇନାଲୋ ଗେ’ ମାରିଆନା ଦ୍ବୀପର ତିନିଏନ ବନ୍ଦରରୁ ବାହାରିଥିଲା ଆମେରିକାର ବି-୨୯ ଯୁଦ୍ଧ ବିମାନ। ବିମାନରେ ଥିଲା…
ଏଇ ଭାରତରେ
ମେଡିକାଲରେ ରୋଗୀର ଜୀବନ ବଞ୍ଚାଉଥିବା ସାଲାଇନ ବୋତଲରେ ଗଛର ଜୀବନ ବଞ୍ଚାଉଛନ୍ତି ମଧ୍ୟପ୍ରଦେଶର ରୋତଲା ଗାଁର କୃଷକ ରମେଶ ବରିୟା। ମରୁଡି ଯୋଗୁ ରାଜସ୍ଥାନ କି ଗୁଜରାଟକୁ ଦାଦନ ଖଟିବାକୁ ଯାଉଥିବା ରମେଶ ଏବେ ଜଣେ ଆଗଧାଡ଼ିର କୃଷକ। ସେ ବର୍ଜ୍ୟ…
ଏଇ ଭାରତରେ
ଗଛ ମ୍ୟୁଜିୟମ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଭି.ମହମ୍ମଦ କୋୟା ସୃଷ୍ଟି କରିଛନ୍ତି ଏଭଳି ଗଛ ମ୍ୟୁଜିୟମ। ଏହା ବି ଭି.କେ.ଏମ୍ ବଟାନିକାଲ ଗାର୍ଡେନ’ନାମରେ ଜଣାଶୁଣା। ଏଥିରେ ରହିଛ ୨୫୦ ପ୍ରକାରରୁ ଊର୍ଦ୍ଧ୍ୱ ଗଛ । ଆଶ୍ଚର୍ଯ୍ୟର…
ଫେରିବ କି ସ୍ବପ୍ନଶିଳ୍ପର ସୁଦିନ
ହରିହର ତ୍ରିପାଠୀ ମହାମାରୀ କରୋନା ମଣିଷ ଜୀବନର ସବୁକ୍ଷେତ୍ରକୁ ପ୍ରଭାବିକ କରିଥିବା ବେଳେ ଯେଉଁ କେତୋଟି କ୍ଷେତ୍ରକୁ ସମ୍ପୂୂର୍ଣ୍ଣ ଅଚଳ କରିଦେଇଛି ସେମାନଙ୍କ ଭିତରୁ ସିନେମା ଶିଳ୍ପ ଅନ୍ୟତମ। ଗତ ଚାରିମାସ ଧରି ସାରା ଦେଶରେ ସିନେମା ହଲ ବନ୍ଦ…
ରେଳ ଘରୋଇକରଣ ଜନ ବିରୋଧୀ
କିଶୋର ଜେନା ପୁଞ୍ଜିବାଦର ମୁଖ୍ୟ ଦର୍ଶନ ହେଉଛି ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଘରୋଇକରଣ, ଯାହାର ଅର୍ଥ ବ୍ୟକ୍ତିମାଲିକାନାର ପ୍ରତିଷ୍ଠା ଏବଂ ଲାଭ କରିବା। ଆମ ଦେଶରେ ଘରୋଇକରଣର ସୂଚନାପର୍ବ ଆରମ୍ଭ ହୁଏ ୧୯୯୧ରେ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ୱ…
Archives


