ରଙ୍ଗିନ ଚଷମାର ନିରପେକ୍ଷତା
ରଞ୍ଜନ କୁମାର ଦାସ ଊନବିଂଶ ଶତାବ୍ଦୀର ପ୍ରଖ୍ୟାତ ଆଇରିସ୍ ଉପନ୍ୟାସିକ ମାର୍ଗାରେଟ୍ ଉଲ୍ଫ ହଙ୍ଗରଫୋର୍ଡ ଥରେ କହିଥିଲେ, କୌଣସି ଏକ ବସ୍ତୁର ସୌନ୍ଦର୍ଯ୍ୟ ବସ୍ତୁରେ ଯେତିକି ନ ଥାଏ, ଦେଖିବା ବାଲାର ଆଖିରେ ତା’ଠାରୁ ବେଶି ଥାଏ। ଅର୍ଥାତ୍ ଦେଖିବା ବାଲାର…
ଚାଲିଛି ମୃତ୍ୟୁର ବେପାର
ଈପ୍ସିତା ମହାନ୍ତି ଭାରତୀୟ ଗ୍ରନ୍ଥଗୁଡ଼ିକରେ ଆଜିର ଯୁଗକୁ କଳିଯୁଗ ବୋଲି କୁହାଯାଇଛି। ହେଲେ ବିଭିନ୍ନ ଅନୁସନ୍ଧାନାତ୍ମକ ତଥ୍ୟ କହୁଛି ଆଜିର ଯୁଗ ହେଉଛି ଭେଜାଲ ବା ଅପମିଶ୍ରଣର ଯୁଗ! ଏହି ଭେଜାଲ ବା ଅପମିଶ୍ରଣ କାର୍ଯ୍ୟ ପାଇଁ ଭାରତ ବିଶ୍ୱରେ ଏକ…
ଚିଠି ଲଢ଼େଇ
ଅମଲାତନ୍ତ୍ରୀମାନେ ଚାକିରିରେ ଥିବାବେଳେ ସେବା ନିୟମଗୁଡ଼ିକ ଯୋଗୁ ସାଧାରଣରେ ମତ ଦେବା ବନ୍ଦ କରିଦେଇଥାନ୍ତି। କିନ୍ତୁ ଅବସର ପରେ ଏମାନେ ଆଉ ସେହି ନିୟମଗୁଡ଼ିକୁ ମାନିବାକୁ ବାଧ୍ୟ ନୁହନ୍ତି । ଏଥିପାଇଁ ଅମଲାତନ୍ତ୍ରୀମାନେ ସ୍ବାଧୀନ ଭାବେ ମତ ଦେଇ ସରକାରଙ୍କ ସପକ୍ଷବାଦୀ…
କେତେ ସୁରକ୍ଷିତ ଜୈବିକ ଖାଦ୍ୟ
ଡା. ଉମେଶ ଚନ୍ଦ୍ର ପାତ୍ର ପନିପରିବାକୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ କୃଷି କ୍ଷେତ୍ରରେ କୀଟନାଶକ ଔଷଧର ବ୍ୟବହାର କରାଯାଉଛି। ହେଲେ ଏହି ରାସାୟନିକ ଔଷଧର ଖରାପ ପ୍ରଭାବ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ୁଥିବାରୁ ଏବେ ଜୈବିକ ପନିପରିବା…
ଶିକ୍ଷାର ଗୁଣାତ୍ମକ ଅବନତି
ଡ. ଷ୍ଟାଲିନ ମିଶ୍ର ଖାଦ୍ୟ ବସ୍ତ୍ର ବାସଗୃହ ପରେ ଶିକ୍ଷା ହେଇଛି ମନୁଷ୍ୟର ଚତୁର୍ଥ ମୌଳିକ ଆବଶ୍ୟକତା। ଅଶିକ୍ଷା ସଭ୍ୟତା ବିନାଶର ମୂଳ କାରଣ କହିଲେ ଅତ୍ୟୁକ୍ତି ହେବନାହିଁ। ଯେକୌଣସି ସଭ୍ୟତାର ସଫଳତା, ବିକାଶଶୀଳତା, ସମୃଦ୍ଧତା, ପରିପକ୍ୱତା, ଦୂରଦର୍ଶିତା, ନୈତିକତା ତଥା…
ଏକ ସାମୟିକ ବିରତି
କେନ୍ଦ୍ର ସରକାରଙ୍କ ତିନୋଟି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବି କରି ମାସାଧିକ କାଳ କୃଷକମାନେ ଦିଲ୍ଲୀ ଆଖପାଖରେ ଆନ୍ଦୋଳନ ଚଳାଇଛନ୍ତି। ଗତ ମଙ୍ଗଳବାର ସୁପ୍ରିମ୍କୋର୍ଟ ଏହି ୩ଟି ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ସହ ଶୀର୍ଷ…
ଏଇ ଭାରତରେ
ଏକତା ହିଁ ବଳ, ଏକତା ବି ସମ୍ବଳ- ଏହା ପ୍ରମାଣ କରି ଦେଖାଇ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟ ଅନ୍ତର୍ଗତ ହିଙ୍ଗାନଗାଁଓର ଗ୍ରାମବାସୀ। ଅହମଦନଗରଠାରୁ ୧୫ କି.ମି. ଦୂରରେ ଅବସ୍ଥିତ ଏହି ଗାଁର ଲୋକସଂଖ୍ୟା ୩,୫୦୦। ସେମାନଙ୍କ ସମ୍ମିଳିତ ଉଦ୍ୟମ ଗାଁର ଦୃଶ୍ୟ…
କ୍ୟାନ୍ସର ରୋକିବ ଶୁଦ୍ଧ ଶାକାହାର
ମାନେକା ଗାନ୍ଧୀ ଭିଗନ୍ ଡାଏଟ୍ ବା ଶୁଦ୍ଧ ଶାକାହାର ଶରୀର ପାଇଁ ଉପକାରୀ। ଏହି ଖାଦ୍ୟ ଡାଇବେଟିସ ଓ ହୃଦ୍ରୋଗର ପ୍ରାବଲ୍ୟ କମ୍ କରିବା ସହ ଏଗୁଡ଼ିକୁ ଦୂର କରିଥାଏ ବୋଲି ସମସ୍ତେ ଜାଣନ୍ତିି। ଶୁଦ୍ଧ ଶାକାହାରରେ ଅଧିକ କାର୍ବୋହାଇଡ୍ରେଟସ ଥାଏ…
କୁହାବୋଲା ସାହିତ୍ୟ
ଧ୍ରୁବ ଚରଣ ଘିବେଲା ସମୟ ସୁଅରେ ସବୁ କିଛି ବଦଳିଲା ଭଳି ସାହିତ୍ୟର ଗତି, ପ୍ରକୃତି, ଧାରା ବି ତହିଁରୁ ବାଦ୍ ପଡ଼ିଯାଇ ନାହିଁ । ସାହିତ୍ୟର ଧାରା ବଦଳି ଯାଉଥିବାର ଖାସ୍ ଅନୁଭବ ହେଉଛି। ଆଜିର ଦିନରେ ଅନେକାନେକ ତ…
ଓଡ଼ିଆ ଜୀବନଚିତ୍ରର ଛିନ୍ନ ଚୌପଦୀ
ଡ. ପ୍ରଫୁଲ୍ଲ କୁମାର ସାହୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଥିଲା ସ୍ପର୍ଦ୍ଧିତ ଓଡ଼ିଆ ଜାତି ପାଇଁ ଏକ ସନ୍ଧିଗ୍ଧ କାଳଖଣ୍ଡ। ଏକ ବିପର୍ଯ୍ୟସ୍ତ ଖଣ୍ଡିତ କଙ୍କାଳରେ ପରିଣତ ହୋଇସାରିଥିଲା ବାଣିଜ୍ୟ ସମୃଦ୍ଧ ଓଡ଼ିଶା। ସାହେବମାନଙ୍କ ହୁକୁମ୍ ଓ ବଙ୍ଗାଳୀମାନଙ୍କ ତାଚ୍ଛଲ୍ୟ ମଝିରେ…
ଏଇ ଭାରତରେ
ବାହାରେ ଗଦା ହେଉଥିବା ଅଦରକାରୀ ଶଢ଼େଇ ଓ ପ୍ଲାଷ୍ଟିକ୍ ବୋତଲକୁ ଏକ ଉତ୍ତମ କାମରେ ଲଗାଇ ପାରିଛନ୍ତି ଭୋପାଳର ସାକ୍ଷୀ ଭରଦ୍ୱାଜ। ସେ ଏହିସବୁ ବର୍ଜ୍ୟବସ୍ତୁରେ ପ୍ରାୟ ୪୫୦ ପ୍ରଜାତିର ୪,୦୦୦ ଗଛ ଉତାରିଛନ୍ତି। ୨୫ ବର୍ଷୀୟା ସାକ୍ଷୀ ତାଙ୍କ ଘରକୁ…
ଏଇ ଭାରତରେ
ଅସହାୟ ଓ ବୃଦ୍ଧ ବ୍ୟକ୍ତିମାନଙ୍କ ପାଇଁ ନିଜ ଦରମାର ୨୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି କେ. କ୍ରିଷ୍ଣମୂର୍ତ୍ତି। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ପୋଲିସ ଷ୍ଟେଶନ୍ରେ ମୁଖ୍ୟ କନଷ୍ଟେବଳ ଭାବେ କାର୍ଯ୍ୟରତ କ୍ରିଷ୍ଣମୂର୍ତ୍ତି ତିନି ବର୍ଷ ମଧ୍ୟରେ ମୋଟରେ ୧୦୦୦ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ,…
Archives


