ସମ୍ପାଦକୀୟ

ସରକାରୀ ସ୍କୁଲ ପାଇଁ ଯୋଜନା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଚଳିତବର୍ଷ ସରକାରୀ ସ୍କୁଲଗୁଡ଼ିକୁ ସଶକ୍ତ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟମ ସୂଚେଇ ଦେଉଛି ଯେ, ସରକାରୀ ସ୍କୁଲଗୁଡ଼ିକ ସେମାନଙ୍କ ଆକର୍ଷଣ ହରାଇଛନ୍ତି। ଏଣୁ ସେଗୁଡ଼ିକୁ ସଶକ୍ତ, ଦକ୍ଷ ଓ ଆକର୍ଷଣୀୟ କରିବା ପାଇଁ…

ଏଇ ଭାରତରେ

ଜୈବ ଇନ୍ଧନରେ ଚାଲୁଥିବା ଗାଡ଼ିିଗୁଡ଼ିକ ବାୟୁମଣ୍ଡଳକୁ ଅଧିକ କାର୍ବନ ମନୋକ୍ସାଇଡ ଗ୍ୟାସ୍‌ ନିର୍ଗମନ କରିବା ଯୋଗୁ ଏହା ବିଶ୍ୱତାପନ ବୃଦ୍ଧି କରୁଛି। ଏହିସବୁ ଗାଡି ସଂଖ୍ୟା କମ୍‌ କରିବାର ସମୟ ଏବେ ଉପନୀତ ଏବଂ ଏହାର ବିକଳ୍ପ ଖୋଜିବାରେ ଯେଉଁ କେତେଜଣ…

ଏଇ ଭାରତରେ

ସାଇବର ଠକମାନେ ଅନ୍‌ଲାଇନ୍‌ ବ୍ୟବହାରକାରୀଙ୍କୁ ଠକଉଥିବାର ଅସଂଖ୍ୟ ଉଦାହରଣ ପ୍ରତିଦିନ ଦେଖିବାକୁ ମିଳୁଛି। ଘଟଣା ଘଟିବା ପରେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ସାଇବର ପୋଲିସର ଆଶ୍ରୟ ନେଉଛନ୍ତି। ଅନେକ କ୍ଷେତ୍ରରେ ଠକଙ୍କୁ ଧରାଯାଇପାରୁ ନାହିଁ। ପୂର୍ବରୁ ବ୍ୟାଙ୍କ ଡକାୟତି ବିଷୟରୁ…

ଇତିହାସ କଥା କହେ

ରବିନାରାୟଣ ସାମଲ   ବାହାର ବାନୁ ବେଗମ୍‌ ଥିଲେ ସମ୍ରାଟ୍‌ ଜାହାଙ୍ଗୀରଙ୍କ କନିଷ୍ଠା କନ୍ୟା। ଏକଦା ସେ ଅସୁସ୍ଥ ହୋଇପଡ଼ିଲେ। ଭାରତୀୟ ଚିକିତ୍ସା ତାଙ୍କୁ ଆରୋଗ୍ୟ କରିପାରିଲା ନାହିଁ। ଜାହାଙ୍ଗୀରଙ୍କ ଅନୁମତି ନେଇ ଓ୍ବିଲିୟମ୍‌ ହକିନ୍ସ ବ୍ରିଟେନ୍‌ରୁ ଡାକ୍ତର ଆଣି ତାଙ୍କୁ…

ସୀମାରେ ସାମାଜିକ ବାଡ଼

ଶୁଭନାରାୟଣ ଶତପଥୀ   ଓଡ଼ିଶାର ୧୪ଟି ଜିଲାର ସୀମା ପଡ଼ୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟର ସୀମାରେଖା ସହ ସଂଲଗ୍ନ। ପଡ଼ୋଶୀ ରାଜ୍ୟଗୁଡ଼ିକ ସହ କେଉଁଠି ଜଳକୁ ନେଇ ତ କେଉଁଠି ଭୂମିକୁ, ଆଉ କେଉଁଠି ଜଙ୍ଗଲକୁ ନେଇ…

ବ୍ୟବସ୍ଥା ଭଗବାନ ନୁହେଁ

ଗଣତନ୍ତ୍ରରେ ସବୁଠୁ ଊର୍ଦ୍ଧ୍ୱରେ ନାଗରିକ। ସରକାର ଗଢ଼ି କ୍ଷମତାରେ ରହୁଥିବା ବ୍ୟକ୍ତି ଅସ୍ଥାୟୀ। ଶାସନ ଦାୟିତ୍ୱ ନେଇଥିବା ବ୍ୟକ୍ତି ନିଜକୁ ସର୍ବେସର୍ବା ଭାବିଲେ ଗଣତନ୍ତ୍ରର ମୂଳଦୁଆ ଦୁର୍ବଳ ହୋଇଗଲା ବୋଲି ଧରିନେବାକୁ ହେବ। ଏବେ ଭାରତରେ କ୍ଷମତାର ସର୍ବୋଚ୍ଚରେ ଥିବା ବ୍ୟକ୍ତିଙ୍କୁ…

କର୍ମଚାରୀଙ୍କ ଅବହେଳା ଅପରାଧ ବଢ଼ାଏ

ସହଦେବ ସାହୁ ଏବେ ଏବେ କାହିଁକି ଏତେଗୁଡ଼ାଏ ଭେଜାଲ ଓ ଅପମିଶ୍ରଣ ମାମଲା ଧରା ପଡୁଛି, ଆଗରୁ କାହିଁକି ଏଗୁଡ଼ିକ ଧରା ହେଉ ନ ଥିଲା ପ୍ରଶ୍ନ କଲାବେଳେ ଆମେ କେବଳ ବର୍ତ୍ତମାନର କମିଶନରେଟ୍‌ ପୋଲିସକୁ ଧନ୍ୟବାଦ ଦେଉନାହୁଁ, ଆମେ ବି…

ବସନ୍ତ ପଞ୍ଚମୀ

ସୁଧିରାଜ ରାଉତ ବ୍ରହ୍ମଦେବ ସୃଷ୍ଟି ସର୍ଜନା ସାରି ନିଜ ସୃଷ୍ଟିକୁ ଯେବେ ନିରେଖି ଦେଖିଲେ, ତାଙ୍କୁ ଲାଗିଲା ସବୁ ଗଢ଼ା ପରେ ବି ସବୁଠି ଭରି ରହିଛି ଉଦାସ ଆଉ ଉଦାସ, ସୃଷ୍ଟି ସତେଅବା ଉଦାସର ଏକ ଉପତ୍ୟକା। ଉଦିତ ସୂର୍ଯ୍ୟର…

ଏଇ ଭାରତରେ

ପ୍ରାଚୀନ ବିଶ୍ୱାସ ବିରୋଧରେ ଲଢେଇ କରିବା ସହ ବିଲୁପ୍ତ ଦ୍ୱାରଦେଶରେ ଥିବା ଏକ ପ୍ରଜାତିର କଇଁଛ ଲାଗି ଜୟାଦିତ୍ୟ ପୁରକାୟାସ୍ଥ ଯେଉଁ ଅଭିଯାନ ଚଳାଇଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ସେ ଜଣେ ସରୀସୃପବିତ୍‌। ବିରଳ ପ୍ରଜାତିର ବ୍ଲାକ୍‌ ସଫ୍ଟସେଲ ଟର୍ଟଲ ବା…

ଦିଶାଙ୍କ ପରେ

କେରଳର ଏକ ଦୈନିକ ଖବରକାଗଜର ଦିଲ୍ଲୀ ଖବରଦାତା ସିଦ୍ଦିକ୍‌ କାପାନ୍‌ଙ୍କୁ ୧୫ ଫେବୃୟାରୀରେ ସୁପ୍ରିମକୋର୍ଟ ଅସୁସ୍ଥ ହୋଇପଡ଼ିଥିବା ତାଙ୍କ ୯୦ ବର୍ଷୀୟା ମା’ଙ୍କୁ ଦେଖା କରିବା ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କୌଣସି ଗଣମାଧ୍ୟମ ବା ସୋସିଆଲ୍‌ ମିଡିଆରେ କାପାନ୍‌…

ତେଲ ବ୍ୟସ୍ତ କରୁଛି

ଭାରତର କେତେକ ପ୍ରାନ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଶତକ ଛୁଇଁଥିବା ବେଳେ ଓଡ଼ିଶା ସେହି ଦିଗରେ ମୁହଁାଇଛି। ଏହି ସମୟରେ ଏଲ୍‌ପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇ ୧୪.୨ କିଲୋ ବିଶିଷ୍ଟ ରନ୍ଧନ ସିଲିଣ୍ଡର ୮୦୦ ଟଙ୍କା ହେବାକୁ…

ଗ୍ରାମ ଦେବୀ

ଆଉ କିଛି ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାଜପା ଓ ତୃଣମୂଳ କଂଗ୍ରେସ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି। ନିକଟରେ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ଧର୍ମୀୟ ରାଜନୀତିର କୁତ୍ସିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?