ସମ୍ପାଦକୀୟ

ଶାସକ ଶ୍ରେଣୀର ଅହଂକାର ଓ ବୁଦ୍ଧିଜୀବୀଙ୍କ ନୀରବତା

ଡ. ସନ୍ତୋଷ କୁମାର ମହାପାତ୍ର ପ୍ରାୟ ଏକ ବର୍ଷରୁ ଊଦ୍ଧର୍‌ବ ଧରି କରୋନା ମହାମାରୀ ଏପରି ଭୟାନକ ସ୍ଥିତିକୁ ମାନବଜାତିକୁ ଠେଲି ଦେଇଛି ଯେ ଜଣେ ଧନୀ ହେଉ ବା ଗରିବ, ସମସ୍ତେ ଆତଙ୍କିତ ବା ଶଙ୍କାକୁଳ ସ୍ଥିତିରେ ଅଛନ୍ତି। ଜୀବନ…

ଏଇ ଭାରତରେ

ବାଦ୍ୟଯନ୍ତ୍ର ପ୍ରତି ଏକ ପରିବାରର ଆସକ୍ତି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପରିବାର ରହୁଛନ୍ତି କେରଳର ପାଲକ୍କଡଠାରୁ ୧୫ କି.ମି. ଦୂର ପେରୁଭେମ୍ବା ଗାଁରେ। ୨୦୦ ବର୍ଷରୁ ଊର୍ଦ୍ଧ୍ୱ ହେବ ପିଢ଼ି ପରେ ପିଢ଼ି ଏହି ପରିବାରର ସଦସ୍ୟମାନେ…

ହତ୍ୟାକାରୀ ନିର୍ବାଚନ ଆୟୋଗ

ମାଡ୍ରାସ ହାଇକୋର୍ଟ ୨୬ ଏପ୍ରିଲରେ ଭାରତର ନିର୍ବାଚନ କମିଶନ (ଇସି)ଙ୍କୁ ଭର୍ତ୍ସନା କରିଛନ୍ତି। ରାଜନୈତିକ ଶୋଭାଯାତ୍ରାରେ କୋଭିଡ୍‌-୧୯ ନିୟମ ପାଳନ କରାଯାଇ ନ ଥିବାରୁ ସଂକ୍ରମଣ ସ୍ତର ବଢ଼ିଯାଇଛି। କରୋନାର ଯେଉଁ ଦ୍ୱିତୀୟ ଲହର ଦେଖାଦେଇଛି, ସେଥିପାଇଁ ଇସି ଏକମାତ୍ର ଦାୟୀ…

ଅତର୍ଚ୍ଛା ଦୌଡ଼

ଦିଲ୍ଲୀରେ ଗତ ଦୁଇ ଦିନରେ ପାଖାପାଖି ୫୦ ରୋଗୀଙ୍କ ମୃତ୍ୟୁ ଅକ୍ସିଜେନ୍‌ ସଙ୍କଟଜନିତ ବୋଲି ସରକାରୀ ତଥ୍ୟ ଦିଆଯାଇଛି। ହେଲେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଶ୍ମଶାନରେ ପୋଡ଼ାଯାଉଥିବା ଶବଗୁଡ଼ିକର ଚିତ୍ର ଦେଖିଲେ ଜଣାପଡ଼ିଯାଉଛି। ବିଧିବଦ୍ଧ ଯୋଜନାର ଅଭାବ ଯୋଗୁ…

ବିପଦ ବଢ଼େଇବ ଖୋଲା ବଜାର

ବିଚିତ୍ର ବିଶ୍ୱାଳ ବିବାଦୀୟ କୃଷି ଆଇନ ତିନୋଟିକୁ ନେଇ ସାରା ଦେଶ ଏବେ ଦୁଇ ଭାଗ ହୋଇଯାଇଛି। ସରକାର ଓ ତାଙ୍କ ସମର୍ଥକମାନେ କହୁଛନ୍ତି, ଚାଷୀର ଉପତ୍ାଦକୁ କିଣିବା ପାଇଁ ବଜାରକୁ ଖୋଲା କରିଦେଲେ ଉପତ୍ାଦର ଉଚିତ୍‌ ମୂଲ୍ୟ ମିଳିପାରିବ ଓ…

ରୋଜଗାରର ଅନ୍ୟ ବିକଳ୍ପ

ନୀଳିମା ନିବେଦିତା କରୋନା ମହାମାରୀରେ କେବଳ ଦେଶ ନୁହେଁ ବରଂ ବିଶ୍ୱର କୋଣ ଅନୁକୋଣରେ ଅଧିକାଂଶ ବ୍ୟକ୍ତି ନିଜର ବେଉସା ତଥା ଚାକିରି ହରାଇଲେ। ଅର୍ଥନୀତିର ବଡ଼ କ୍ଷତି ସହିବାକୁ ପଡ଼ିଲା ସମଗ୍ର ବିଶ୍ୱକୁ। ବେରୋଜଗାରୀ ବଢ଼ିବା ସମୟରେ ରୋଜଗାରକୁ ନେଇ…

ଏଇ ଭାରତରେ

ପ୍ରଗତି ଏକ ସ୍ବପ୍ନ ଯାହା କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଅନୁଭବ କରିହୁଏ, ହାସଲ ମଧ୍ୟ କରାଯାଇପାରେ। ଜଣେ ପ୍ରକୃତ ସଂସ୍କାରକ ନିକଟରେ ଏଭଳି ସ୍ବଭାବର କେବେ ବି ଅଭାବ ରହେ ନାହିଁ। ଯାହା ଦେଖିବାକୁ ମିଳିଛି ଜ୍ୟୋତି…

ଭୋଗିବାକୁ ପଡ଼ିବ

ଆକାର ପଟେଲ ୨୦୧୪ର ଠିକ୍‌ ପୂର୍ବରୁ ଭାରତର ଲବ୍ଧପ୍ରତିଷ୍ଠ ଦୁଇଜଣ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ସାଧାରଣରେ ଏକ ବିତର୍କିତ ବିବାଦ ଦେଖିତ୍ବାକୁ ମିଳିଥିଲା। ସେମାନେ ବିଦ୍ୱାନ ଥିବା ହେତୁ ସେମାନଙ୍କ ଭାଷାରେ ପ୍ରାୟତଃ ଶିଷ୍ଟତା ରହିଥିଲା, କିନ୍ତୁ ମତଭେଦ ସାମାନ୍ୟ ନ ଥିଲା।…

ଜିନୋମ୍‌ର ନୂଆ ଜନନୀ

ଜିନୋମିକ୍ସର ଏଲନ୍‌ ମସ୍କ ଭାବେ ପରିଚିତ ଜେନିଫର ଡୁଡ୍‌ନାଙ୍କ ବିଷୟରେ ଭାରତରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସ୍ପେସ୍‌ଏକ୍ସର ପ୍ରତିଷ୍ଠାତା ଏଲନ୍‌ ମସ୍କଙ୍କ ଭଳି ଜିନୋମ୍‌ ଏଡିଟିଂରେ ନୂତନ ପଦ୍ଧତି ଆବିଷ୍କାର କରି…

ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ମନ୍ଦିର

ଅନିଲ କୁମାର ବିଶ୍ୱାଳ ଦେଶରେ ଏବେ ଗୋଟିଏ ବିତର୍କ ଧୀରେଧୀରେ ଦାନା ବାନ୍ଧୁଛି। ବିଶେଷଭାବରେ ଦକ୍ଷିଣ ଭାରତର ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶରେ ଏବେ ଦାବି ହେବାରେ ଲାଗିଲାଣି ଯେ ସରକାରଙ୍କ ନିୟନ୍ତ୍ରଣରୁ ମନ୍ଦିରକୁ ମୁକ୍ତ କରାଯାଉ। ଯଦି ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର…

ଏଇ ଭାରତରେ

କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ମାସ୍କ ଏକ ପ୍ରମୁଖ ଅସ୍ତ୍ର ଭାବେ କାମ କରୁଛି। ଏଥିତ୍ପାଇଁ ବିଭିନ୍ନ ପ୍ରକାର ମାସ୍କ ତିଆରି କରାଯାଉଛି। ହେଲେ କର୍ନାଟକର ସାମାଜିକ କର୍ମୀ ନୀତିନ ଭାସ୍‌ଙ୍କ ସିଡ୍‌ ମାସ୍କ ସମ୍ପୂର୍ଣ୍ଣ ନିଆରା। ମାଙ୍ଗାଲୋରରେ ସେ…

ଏଇ ଭାରତରେ

ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ମିଜୋରାମର ଭନ୍‌ଲାର୍ଲୁଟି କୋଲ୍‌ନେ। ସେ ଏବେ ସୁଦ୍ଧା ୧୦,୦୦୦ ଏଚ୍‌ଆଇଭି ସଂକ୍ରମିତଙ୍କୁ ସଶକ୍ତ କରିପାରିଛନ୍ତି। ମିଜୋରାମର ଆଜିଓ୍ବାଲାରେ କୋଲ୍‌ନେଙ୍କ ପିଲାଦିନ କଟିଥିତ୍ଲା। ମାତାପିତାଙ୍କ ବିଚ୍ଛେଦ ପରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?