ସମ୍ପାଦକୀୟ

କିଛି ଶିଖିଲୁ ନାହିଁ

ଭାରତରେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୨ ମାର୍ଚ୍ଚ ୨୦୨୦ରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ସେହିଦିନ ପ୍ରଧାନମନ୍ତ୍ରୀ ଇତିହାସ ସୃଷ୍ଟି କରିବାକୁ ଯାଇ ଲୋକମାନଙ୍କୁ ଅପରାହ୍ନ ୫ଟାରେ ଥାଳି, ଘଣ୍ଟା, ତାଳି ବଜାଇବାକୁ କହିଥିଲେ। ଦେଶବ୍ୟାପୀ…

ଆଣ୍ଡାମାନ ଧ୍ୱଂସ ନୀତି

ଭାରତ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ବୁଦ୍ଧି ଦେଉଥିବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ ଆୟୋଗ ବା ‘ନୀତି ଆୟୋଗ’ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମୁକ୍ତ ବାଣିଜ୍ୟ ଜୋନ୍‌ ତିଆରି କରିବା ଲାଗି ପ୍ରସ୍ତାବ ଦେଇଛି। ଏଭଳି ଚିନ୍ତାଧାରା ସୃଷ୍ଟି ହେବା…

ଏଇ ଭାରତରେ

ଫୁଟ୍‌ବଲ ଖେଳ ମାଧ୍ୟମରେ ଜାତିଗତ ହିଂସା ଓ ବିଦ୍ୱେଷ କମାଇବା ସହ ପିଲାମାନଙ୍କୁ ସ୍କୁଲ୍‌ ଆଣିବାରେ ଲାଗିଛନ୍ତି ମଣିପୁରର ମାଥାନମୀ ହୁଙ୍ଗୟୋ । ତାଙ୍କ ବୟସ ୨୭। ରେକଗନାଇଜ ରାଇଜ ଆଣ୍ଡ ଏମ୍ପାଓ୍ବାର ଆସୋସିଏଶନ (ଆର୍‌ଆର୍‌ଇଏ) ନାମକ ଏନ୍‌ଜିଓ ଗଢ଼ି ତା’…

ଉତ୍ତାପ ବୃଦ୍ଧିରୁ ଭୟଙ୍କର ବିପର୍ଯ୍ୟୟ

ହାଡ଼ିବନ୍ଧୁ ଖଣ୍ଡୁଆଳ ପ୍ରାକୃତିକ ବିପର୍ଯ୍ୟୟମାନ କାୟା ବିସ୍ତାର କରି ବିଶ୍ୱକୁ ମାଡ଼ି ଆସୁଛି। ଉତ୍ତାପ ବୃଦ୍ଧି, ବାତ୍ୟା, ମହାବାତ୍ୟା, ସ୍ବଳ୍ପ ବୃଷ୍ଟି, ସ୍ବଳ୍ପ ସମୟରେ ଅତ୍ୟଧିକ ବୃଷ୍ଟି, ବରଫ ପାହାଡ଼ ତରଳିବା ଧସିବା ଇତ୍ୟାଦି ଯେଉଁ ବିପର୍ଯ୍ୟୟ ସୃଷ୍ଟି ହେଉଛି, ତା’ର…

ପ୍ରେରଣାର ଉତ୍ସ ଭଗତ ସିଂହ

କିଶୋର ଜେନା ଆଧୁନିକ ଐକ୍ୟବଦ୍ଧ ଭାରତ ଗଠନରେ ଭଗତ ସିଂହଙ୍କ ମୌଳିକ ଅବଦାନ ରହିଛି। ୧୯୨୦-୨୧ର ଅହିଂସା ଅସହଯୋଗ ଆନ୍ଦୋଳନ ଗାନ୍ଧିଜୀ ପ୍ରତ୍ୟାହାର କରିବା ପରେ ସାରା ଦେଶରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା ସେ ସମୟରେ। ଚୌରୀଚୌରାର ଘଟଣା ଗାନ୍ଧିଜୀଙ୍କ…

ଏଇ ଭାରତରେ

ମହାରାଷ୍ଟ୍ରର ବଡ୍‌ନର୍‌ ଭୈରଭ ଗାଁ ଦେଶସାରା ଉଦାହରଣ ସୃଷ୍ଟି କରିଛି। ଏହି ଗାଁର ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଛୋଟ ବଡ଼ ୧୦୦୦ଟି ଗଡ଼ିଆ ଖୋଳିବା ସହ ଝରଣାରେ ୧୫୦ଟି ଆଡ଼ିବନ୍ଧ ବାନ୍ଧି ସେ ଅଞ୍ଚଳର ଜଳସଙ୍କଟ ଦୂର କରିପାରିଛନ୍ତି। ମୋଟରେ ସେମାନେ…

ଜଳାଭାବର ପଦଧ୍ୱନି

ଶେଖ୍‌ ଫରିଦ୍‌ଉଦ୍ଦିନ ନିଦାଘ ଗ୍ରୀଷ୍ମର ପ୍ରକୋପ କ୍ରମଶଃ ବଢ଼ିବାରେ ଲାଗିଛି। ତାପମାତ୍ରା ଏବେ ଊର୍ଦ୍ଧ୍ୱମୁଖୀ। ରାଜ୍ୟର ଅନେକ ସ୍ଥାନରେ ପାରଦ ଚାଳିଶ ଡିଗ୍ରୀ ସେଲ୍‌ସିୟସ ଡେଇଁ ସାରିଲାଣି । ଖରାର ତାତି ସହ ରାଜ୍ୟ ଓ ଦେଶର ବହୁ ସ୍ଥାନରେ ଜଳାଭାବ…

ପରିଚୟ ସଙ୍କଟ

ଚିତ୍ର ଚରିତ୍ର ଅଧ୍ୟାପକ ନିରଞ୍ଜନ ପାଢ଼ୀ ଆଧୁନିକତାର ଉଗ୍ର ଆବାହନ ମଧ୍ୟରେ ମଣିଷର ଶିକ୍ଷାଦୀକ୍ଷା ଯେମିତି ଏକ ପରିବର୍ତ୍ତିତ ରୂପ ନେଇ ତା’ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରୁଛି, ସେମିତି ବି ସମପରିମାଣରେ ସୃଷ୍ଟି କରିଛି ପରିଚୟ ସଙ୍କଟ।…

ମ୍ୟାନ୍‌ମାର ଶରଣାର୍ଥୀ

ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିଥିବା ମ୍ୟାନ୍‌ମାର (ପୂର୍ବର ବର୍ମା) ସରକାରକୁ ଫେବୃୟାରୀ ୧ରେ ସେନା ପ୍ରତ୍ୟାଖ୍ୟାନ କରିଦେଇଥିଲା। ସେବେଠାରୁ ସେଠାକାର ଆର୍ମି ଅତ୍ୟାଚାରରେ ୨୩୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି। ଫଳରେ ମ୍ୟାନ୍‌ମାର…

ଏହା ହିଁ ସତ

ଆକାର ପଟେଲ ସାମ୍ପ୍ରତିକ ସମୟରେ ଲେଖାର କମ୍‌ ତାତ୍ପର୍ଯ୍ୟ ରହୁଛି। ଏହା ହିଁ ଏକ ସମସ୍ୟା। ପ୍ରକୃତରେ ନ୍ୟୁଜ ବା ଖବରର ବାସ୍ତବତା ସହିତ ସମ୍ପର୍କ ରହୁନାହିଁ। ଏଣୁ ଏଭଳି ନ୍ୟୁଜ୍‌ ଉପରେ ଏଠାରେ ଯାହା ମୁଁ ମନ୍ତବ୍ୟ ଦେଉଛି ତାହା…

ବର୍ମାର ବୀରା କନ୍ୟା

ମ୍ୟାନ୍‌ମାର (ବର୍ମା)ରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ୧ ଫେବୃୟାରୀ ୨୦୨୧ରେ ପ୍ରତ୍ୟାଖ୍ୟାନ କରି ସେନା ଶାସନକୁ ହାତକୁ ନେବା ପରଠାରୁ ସେଠାକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଣତାନ୍ତ୍ରିକ ସପକ୍ଷବାଦୀ ନେତାଙ୍କୁ ଗିରଫ କରାଯିବା ସହ ସେନାକୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ…

ଜଙ୍ଗଲ ଯାହାର, ଅଧିକାର ତାହାର

ବିଶ୍ୱ ବନ୍ୟ ଦିବସ ଉପଲକ୍ଷେ ପ୍ରଫେସର ଡ. ଅଜୟ କୁମାର ପାତ୍ର ଜୀବଜଗତରେ ବିଭିନ୍ନ ସ୍ତରରେ ବୃକ୍ଷଲତା, କୀଟପତଙ୍ଗ, ଜୀବଜନ୍ତୁ ଓ ସର୍ବୋପରି ମଣିଷ ମଧ୍ୟରେ ଏକ ମଧୁର ସମ୍ପର୍କ ଏପରି ସମତୁଲ ଭାବରେ ଜଡ଼ିତ ଯେ ଗୋଟିକର କ୍ଷୟକ୍ଷତି ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri