ଏଇ ଭାରତରେ
ଜଣେ ଆଦର୍ଶ ଶିକ୍ଷକ ହେବ ତ ମଧ୍ୟପ୍ରଦେଶର ଆଲୋକ ତ୍ରିପାଠୀଙ୍କ ଭଳି ହେବା ଦରକାର। ସତନା ଜିଲା ସହଦେବା ଗାଁର ସରକାରୀ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ଆଲୋକ ପ୍ରଧାନ ଶିକ୍ଷକ। ସେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ କରିବା ସହ ଦୀର୍ଘ…
କି ପରିବର୍ତ୍ତନ ଆଣିବେ
ଆକାର ପଟେଲ ଗତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୮ଟି ଜିତିଥିଲା। ଏହା କାହିଁକି ବିଧାନସଭା ନିର୍ବାଚନ ନ ଜିତିବ ତାହା କହିବା ମୁସ୍କିଲ। କାରଣ ଅନ୍ୟ ଦଳ ଅପେକ୍ଷା ଭାଜପା ଇଲେକ୍ଟୋରାଲ ବଣ୍ଡ୍…
ତାମିଲ ‘ରେବତୀ’ର ସ୍ରଷ୍ଟା
ରେବତୀ ଅନ୍ୟ ଜାତିର ପୁଅକୁ ବିବାହ କରି ଦେବାରୁ ମାତାପିତା ଝିଅକୁ ତ୍ୟଜ୍ୟ କରିଦେଲେ। ଅର୍ଥ ଓ ପ୍ରତିପତ୍ତି ଥିବାରୁ ସେମାନେ ଝିଅର ଆବେଗକୁ ବୁଝିପାରିଲେ ନାହିଁ। ଫଳରେ ମାନସିକ ଭାରସାମ୍ୟ ହରାଇ ରେବତୀ ଆତ୍ମାହୁତି ଦେଇଦେଲେ। ଝିଅର ଏଭଳି ଅବସ୍ଥା…
ସଙ୍କଟରେ ଶିମିଳିପାଳ
ଡ . ପ୍ରଫୁଲ୍ଲ କୁମାର ସାହୁ ଶୋଭାର ଭଣ୍ଡାର ଭଞ୍ଜଭୂମି ମୟୂରଭଞ୍ଜ। ଆୟତନ ଦୃଷ୍ଟିରୁ ଓଡ଼ିଶାର ଏହି ସର୍ବବୃହତ୍ ଜିଲାର ମଧ୍ୟଭାଗରେ ଅବସ୍ଥିତ ଶିମିଳିପାଳ ଜୈବମଣ୍ଡଳ। ୨୭୫୦ ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ଶିମିଳିପାଳ କେବଳ ଦେଶର ସର୍ବବୃହତ୍ ବିଶୁବ ମଣ୍ଡଳୀୟ…
ଏଇ ଭାରତରେ
୧୪ ବର୍ଷ ବୟସରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛନ୍ତି ଉତ୍ତରପ୍ରଦେଶର ଅମର ପ୍ରଜାପତି। ସେ ନବମ ଶ୍ରେଣୀରେ ପଢୁଛନ୍ତି। ୨୦୨୦ରେ କରୋନା ଯୋଗୁ ଲକ୍ଡାଉନ ଲାଗୁ ହେବା ପରେ ସେ ତାଙ୍କ ଗ୍ରାମର ଲୋକଙ୍କୁ ନିଯୁକ୍ତି ହରାଇବା ଲକ୍ଷ୍ୟ କରିଥିତ୍ଲେ। ଗୋରଖପୁରର…
ଚାଷକୁ ବିପଦ
ନାରାୟଣ ଚନ୍ଦ୍ର ବିଶ୍ୱାଳ ରାଜ୍ୟରେ ଏବେ ଅଗ୍ନି ବର୍ଷୁଛି। କେତେକ ଉପକୂଳ ଅଞ୍ଚଳକୁ ଛାଡ଼ିଦେଲେ ଓଡ଼ିଶାର ସମସ୍ତ ସହର ଏବେ ସତେଯେମିତି ତତଲା କଡ଼େଇରେ ଭାଜି ହେଉଛି। ଏଣେ ମୌସୁମୀ ଶୁଣାଇଲାଣି ଡରିବା ଭଳି ଖବର। ଏଥର ମୌସୁମୀ ବର୍ଷା ସ୍ବାଭାବିକଠାରୁ…
ଦଳୀୟ ରାଜନୀତି ଓ ଜିଡିପି
ସହଦେବ ସାହୁ ଉପସ୍ଥିତ କୃଷକ ଆନ୍ଦୋଳନ ସମ୍ବନ୍ଧରେ ଆଲୋଚନା ବେଳେ ଘରୋଇ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ନୂଆ କୃଷି ଆଇନ ଅଣାଯାଇଛି ବୋଲି ବେଶ୍ ଚର୍ଚ୍ଚା ହେଉଛି, ତେଣେ ଆମ ଦେଶର ସ୍ଥୂଳ ଆୟ, ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (ଜିଡିପି)…
ଏଇ ଭାରତରେ
ଭାରତକୁ ବର୍ଜ୍ୟମୁକ୍ତ କରିବାର ପ୍ରୟାସ କିିଛି କମ୍ କଥା ନୁହେଁ। ଦିଲ୍ଲୀର ରିପୁ ଦାମନ ବେଲ୍ଭି ଏମିତି କାର୍ଯ୍ୟରେ ଲାଗିଛନ୍ତି। ସେ ଭାରତର ବିଭିନ୍ନ ସହରରେ ସକାଳେ ଦୌଡ଼ିବା ସମୟରେ ସଫେଇ ଅଭିଯାନରେ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ରିପୁଙ୍କ ବୟସ ୩୩…
ସଂସ୍କାରରେ ଶିଥିଳତା
ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ପୁସ୍ତକ ‘ଇଣ୍ଡିଆ ଅନ୍ଲିମିଟେଡ୍-ରିକ୍ଲେମିଂ ଦି ଲଷ୍ଟ୍ ଗ୍ଲୋରି’ ଗତବର୍ଷ ପ୍ରକାଶ ପାଇଥିତ୍ଲା। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଭାରତରେ କାର୍ଯ୍ୟରତ ବାବୁମାନେ ସୋସିଆଲ ହ୍ୟାଙ୍ଗ ଓଭରରେ ଆକ୍ରାନ୍ତ। ଏଣୁ ମୋଦି ସରକାର…
ଏକ ଆତ୍ମ ଧ୍ୱଂସକାରିଣୀ ସଂସ୍କୃତି
ଗୌରାଙ୍ଗ ଚରଣ ପରିଡ଼ା ମଦ୍ୟପାନ ବିରୋଧରେ ଏମିତି ଏକ ବ୍ୟକ୍ତିଗତ ସଂକଳ୍ପ ଏଇ କିଛିବର୍ଷ ତଳେ ସଂଗୀତ ହୋଇ ବୋଲା ଯାଉଥିଲା। ବିଭିନ୍ନ ଯାତ୍ରା ସୁଆଙ୍ଗରେ ବି ମନୋରଞ୍ଜନର ଏହା ବେଶ୍ ଉପାଦାନଟିଏ ଥିଲା। ଏବେ କିନ୍ତୁ ଏପରି ସଂକଳ୍ପ ଆଉ…
କନିକା ରାଜା ଥିଲେ ବୋଲି…
ଲଳିତ କୁମାର ପାତ୍ର ଓଡ଼ିଆ ଭାଷା ଆଜି ଦୁର୍ଦ୍ଦିନ ମଧ୍ୟଦେଇ ଗତି କରୁଛି। ଏହାର ସୁରକ୍ଷା ପାଇଁ କେହି ଯତ୍ନଶୀଳ ହେଉନାହାନ୍ତି ବୋଲି ପ୍ରତୀୟମାନ ହୁଏ। ଏହି ଭାଷା ଏକ ପୁରାତନ, ମଧୁର ଓ ସରଳ ଭାଷା ହୋଇଥିଲେ ହେଁ ସର୍ବତ୍ର…
ଏଇ ଭାରତରେ
ଚାର୍ଜ ବାବଦରେ ମାତ୍ର ୫୦ ଟଙ୍କା ଖର୍ଚ୍ଚ କଲେ ଇ-ସାଇକେଲ ଯାଉଛି ୧୦୦୦କି.ମି. । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହି ସାଇକେଲକୁ ଯେ କୌଣସି ସ୍ଥାନରେ ଫୋନ୍ କିମ୍ବା ଲାପ୍ଟପ୍ ଭଳି ଚାର୍ଜ୍ କରାଯାଇପାରୁଛି। ପୁଣେର ଇଭି…
Archives


