ଏଇ ଭାରତରେ
ଉତ୍ତରପ୍ରଦେଶର ଦୁଇ ଭାଇ ମୁକେଶ ଏବଂ ଚନ୍ଦ୍ରମୌଳି ପାଣ୍ଡେ ବର୍ଷକୁ ଦୁଇ ଶହ କୁଇଣ୍ଟାଲ ଗୋବର୍ଜ୍ୟ (ଗୋବର, ନଷ୍ଟ ହେଉଥିବା ନଡ଼ା ଓ ଘାସ)ରୁ ଜିଆଖତ ପ୍ରସ୍ତୁତ କରି ୨୦ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ସେମାନେ ୨୦୧୭ରେ ନବଚେତନ ଆଗ୍ରୋ ସେଣ୍ଟର…
ଚିକିତ୍ସକ ଓ ଚିକିତ୍ସିତଙ୍କ ସମ୍ପର୍କ
ଡ. ଜୟଦେବ ସାହୁ ସେଦିନ ଚୋରଟି ବୁର୍ଲାର ଜଣେ ଡାକ୍ତରଙ୍କ ଉଦ୍ଦେଶ୍ୟରେ ଚିଠିଟି ଲେଖି ଚୋରି କରିଥିବା ଦୁଇଚକିଆ ଯାନ ଉପରେ ରଖି ଦେଇଥିଲା। ଚିଠିରେ ଲେଖିଥିଲା, ”ଆଜ୍ଞା ଆପଣଙ୍କ ବାଇକ ବୋଲି ଜାଣି ନ ଥିଲି। ଆପଣ ଜଣେ ମହାନ୍…
ଅନିଶ୍ଚିତତାରେ ପରୀକ୍ଷାର୍ଥୀ
ଡ. ମୌସୁମୀ ପରିଡ଼ା ମ୍ୟାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ପିଲାମାନଙ୍କ ପାଇଁ ୨୦୨୧ର ଶିକ୍ଷାବର୍ଷ ଏକ ସମସ୍ୟା ବହୁଳ ବର୍ଷ କହିଲେ ଭୁଲ୍ ହେବନାହିଁ। ଗତବର୍ଷ କୋଭିଡ୍ ସଂକ୍ରମଣ ଯୋଗୁ ବାକି ଥିବା ଗୋଟିଏ କିମ୍ବା ଦୁଇଟି ପେପର୍ର…
ଯୁବକଙ୍କୁ ଟିକା ଦିଅ
ଭାରତରେ ଏବେ କରୋନା ଭୂତାଣୁର ଦ୍ୱିତୀୟ ଲହର ଦେଖାଦେଇଛି। ଆଜି ଦେଶରେ ୫୩ ହଜାରରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଗତ ୪ ମାସ ମଧ୍ୟରେ ସର୍ବାଧିକ। ଅପରପକ୍ଷରେ ସୁସ୍ଥତା ହାର ହ୍ରାସ ପାଇଛି। ସଂକ୍ରମଣକୁ ରୋକିବା…
କୁକୁରଙ୍କ ମହାମାରୀକୁ ଅଣଦେଖା
ମାନେକା ଗାନ୍ଧୀ ଭାରତ ଏକ ଭୟଙ୍କର ଭୂତାଣୁଜନିତ ମହାମାରୀର ଘୋର ଯନ୍ତ୍ରଣା ମଧ୍ୟରେ ରହିଛି। ଏହି ମହାମାରୀ ବାର୍ଡ ଫ୍ଲୁ ଏବଂ ସ୍ବାଇନ୍ ଫ୍ଲୁଠାରୁ ଆହୁରି ଭୟାନକ। ଏହାର ମୃତ୍ୟୁହାର ୯୧ ପ୍ରତିଶତ। ଏହା ଏବେ କେବଳ କୁକୁରଙ୍କୁ ସଂକ୍ରମିତ ହେଉଛି…
ସୁରକ୍ଷାବଳୟ
ନିମାଇଁ ଚରଣ ଲେଙ୍କା ଆତ୍ମା ସ୍ବଭାବତଃ ମୁକ୍ତ। ମାତ୍ର ତା’ର ହାତଗୋଡ଼ରେ ବେଡି ପକାଇଛନ୍ତି କାମନା ଓ ବାସନା। କର୍ମର ବନ୍ଧନ ଜୀବର ବଡ଼ ବନ୍ଧନ। ଜୀବ ଯେଉଁ କର୍ମ କରେ, ତା’ର ଫଳ ତାକୁ ହିଁ ପ୍ରାପ୍ତହୁଏ। ଜୀବାତ୍ମା ପରମାତ୍ମାଙ୍କ…
ଭଦ୍ରକରେ ଗାନ୍ଧିଜୀ
ଡ.ପ୍ରଫୁଲ୍ଲ କୁମାର ସାହୁ ଆଜି ସେହି ମାର୍ଚ୍ଚ ୨୫ ତାରିଖ। ଏମିତି ଏକ ମାର୍ଚ୍ଚ ୨୫ରେ ପ୍ରଥମ ଥର ପାଇଁ ଭଦ୍ରକ ଆସିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀ। ଇତିମଧ୍ୟରେ ଗୋଟିଏ ଶତାବ୍ଦୀ ବିତିଗଲାଣି, ମାତ୍ର ଏବେ ସୁଦ୍ଧା ସେ ଐତିହାସିକ…
ଏଇ ଭାରତରେ
ନିଜର ଦୈନିକ ଆୟ କମ୍, କିନ୍ତୁ ପ୍ରତିଦିନ ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍ ଯୋଗାଇ ଦେଉଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ତାମିଲନାଡୁର ତ୍ରିଚିର ବାସିନ୍ଦା ଚନ୍ଦ୍ରଶେଖର। ସେ ପେସାରେ ଜଣେ ଓ୍ବେଲ୍ଡର । ଲକ୍ଡାଉନ ସମୟରେ ଅଗଷ୍ଟ ୨୦୨୦ରେ…
ଏଇ ଭାରତରେ
ଜଳ ସଙ୍କଟ ଦୂର କରିବାରେ ଗୁଜରାଟର ଜଣେ ମହିଳାଙ୍କ ଅଭିଯାନ ବେଶ୍ ପ୍ରଶଂସନୀୟ। ଏହି ମହିଳା ଜଣକ ହେଉଛନ୍ତି ଅହମଦାବାଦର ଗଜ୍ଲା ପଲ୍। ସେ ସାମର୍ଥ୍ୟ ନାମକ ଏନ୍ଜିଓ ଗଠନ କରି ତା’ ମାଧ୍ୟମରେ କଚ୍ଛ ଜିଲାର ବିଭିନ୍ନ ଗାଁରେ ଜଳାଭାବ…
ଜଳୁଛି ଜଙ୍ଗଲ
ରାଧାମୋହନ ମହାପାତ୍ର କଥାରେ ଅଛି, ଘରପୋଡ଼ିଠାରୁ ବିପତ୍ତି ନାହିଁ। କିନ୍ତୁ ଘରପୋଡ଼ିଠାରୁ ଜଙ୍ଗଲ ପୋଡ଼ି ଆହୁରି ମାରାତ୍ମକ। ଘରଟିଏ ପୋଡ଼ିଗଲେ ମାସେ, ଦୁଇମାସ, ଛ’ମାସ କିମ୍ବା ବର୍ଷକ ଭିତରେ ନୂଆ ଘରଟିଏ ତିଆରି କରିହେବ। କିନ୍ତୁ ଜଙ୍ଗଲରେ ନିଆଁ ଲାଗି…
ବିଶ୍ୱର ନିଷ୍ପେଷିତ ଜନଗୋଷ୍ଠୀ
ନାରାୟଣ ପଣ୍ଡା ବିଶ୍ୱରେ ଏବେ ବି କିଛି ମଣିଷ ବିଭିନ୍ନ ଦେଶରେ ଧର୍ମ, ବର୍ଣ୍ଣ ଜାତିକୁ ନେଇ ନିଷ୍ପେଷିତ ଅଛନ୍ତି। ତାହା ହିନ୍ଦୁ ପ୍ରଧାନ ଦେଶ ଭାରତ ହେଉ କିମ୍ବା ବର୍ଣ୍ଣ ବୈଷମ୍ୟର ରଙ୍ଗରେ ରଙ୍ଗାୟିତ ଆମେରିକା ହେଉ ଅବା…
କିଛି ଶିଖିଲୁ ନାହିଁ
ଭାରତରେ କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୨ ମାର୍ଚ୍ଚ ୨୦୨୦ରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ସେହିଦିନ ପ୍ରଧାନମନ୍ତ୍ରୀ ଇତିହାସ ସୃଷ୍ଟି କରିବାକୁ ଯାଇ ଲୋକମାନଙ୍କୁ ଅପରାହ୍ନ ୫ଟାରେ ଥାଳି, ଘଣ୍ଟା, ତାଳି ବଜାଇବାକୁ କହିଥିଲେ। ଦେଶବ୍ୟାପୀ…
Archives


