ସମ୍ପାଦକୀୟ

ଏଇ ଭାରତରେ

ବିଶ୍ୱାସରେ ସବୁ କିଛି ସମ୍ଭବ- ଏହି ଉକ୍ତିଟି ଏକ ମନ୍ତ୍ର ପାଲଟିଯାଇଛି ମିଜୋରାମର ଶେଲିଂ ଗାଁର କୃଷକମାନଙ୍କ କ୍ଷେତ୍ରରେ। ସେମାନେ ବିଶ୍ୱାସରେ ଦୋକାନ ଚଳାଇ ବିନା ସମସ୍ୟାରେ ରୋଜଗାର କରିଆସୁଛନ୍ତି। ଦୋକାନଗୁଡ଼ିକରେ କେହି ରହନ୍ତି ନାହିଁ। ଏହି ବ୍ୟବସ୍ଥାରେ ବହୁ ପୂର୍ବରୁ…

ମାନବ ସମାଜର ଜୀବନରେଖା

ଅଲେଖ ଚନ୍ଦ୍ର ସାମଲ   ନଦୀ ମାନବ ସମାଜ ପାଇଁ ଜୀବନରେଖାର ଭୂମିକା ନିର୍ବାହ କରିଆସିଛି। ମନୁଷ୍ୟକୁ ଜଳ ଯୋଗାଇ ଦେବା ସହ ଜୈବ ବିବିଧତା ସଂରକ୍ଷଣ, କୃଷି କାର୍ଯ୍ୟରେ ସହାୟତା କରିଆସିଛି ନଦୀ। ମାନବ ସଭ୍ୟତା ଗଢ଼ି ଉଠିବା ଦିନଠାରୁ…

ବିଜ୍ଞ ମଣିଷର ଅଜ୍ଞତା

ବୈକୁଣ୍ଠନାଥ ମିଶ୍ର   ପ୍ରାଚୀନ କାଳରେ ଯେତେବେଳେ ଆମ ଦେଶରେ ରାଜତନ୍ତ୍ର ପ୍ରଚଳିତ ଥିଲା, ସେହି ସମୟରେ ରାଜା ଜମିଦାରଙ୍କ ଅତ୍ୟାଚାରରେ ସାଧାରଣ ପ୍ରଜା କେବଳ ନିର୍ଯାତିତ, ନିଷ୍ପେଷିତ ହେଉ ନ ଥିଲେ; ବରଂ ଶାସନ ଦାୟିତ୍ୱରେ ଥିବା ଅହଂକାରୀ ବ୍ୟକ୍ତିଙ୍କର…

ଟି-ଶାର୍ଟ ବାରଣ

ଇନ୍ଦ୍ରଧନୁର ସାତ ରଙ୍ଗ। ଯଦି ରଙ୍ଗସବୁ ଗୋଟିଏ ହୋଇଥାଆନ୍ତା, ତାହା ହେଲେ ତାହାର ସୌନ୍ଦର୍ଯ୍ୟ ରହି ନ ଥାଆନ୍ତା। ଭାରତର ସୌନ୍ଦର୍ଯ୍ୟ ତା’ର ବିବିଧତା ଭିତରେ ରହିଛି। ଆଜି କିଛି ଶକ୍ତି ବିବିଧତା ମଧ୍ୟରେ ଥିବା ସୁନ୍ଦରତାକୁ ଦେଖିପାରୁ ନାହାନ୍ତି। ନିଜେ…

ବସନ୍ତ ଓ ଯୌବନ

ଉପେନ୍ଦ୍ର ବିଶ୍ୱାଳ ଆମ୍ର ମୁକୁଳର ଆବେଗିକ ଆମନ୍ତ୍ରଣରେ ସମ୍ମୋହନ ହୋଇଉଠେ ବସନ୍ତ। ଅଧୀର ହୋଇ ଅନେଇଥାଏ ବାଗ୍‌ଦେବୀଙ୍କ ଆଗମନୀକୁ। ବିଦ୍ୟାଦାତ୍ରୀଙ୍କ ଆବାହନୀ ହେଲାକ୍ଷଣି ଧରାପୃଷ୍ଠକୁ ଓହ୍ଲାଇ ଆସେ ବସନ୍ତ। ସେଇଠୁ ସର୍ବତ୍ର ସ୍ନିଗ୍ଧତା ସବୁଜିମାର ସୁନ୍ଦର ସମାବେଶ ସହିତ ମନ୍ଦ ମଳୟର…

ଡିଜିଟାଲ ମିଡିଆକୁ ଏତେ ଭୟ କାହିଁକି

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ଡିଜିଟାଲ ମିଡିଆ ରୂପେ ପରିଚିତ ସୋସିଆଲ ମିଡିଆ ଓ ୱେବ୍‌ ଚ୍ୟାନେଲଗୁଡ଼ିକୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ସରକାର ଏବେ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ନିକଟରେ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଓ…

ଏଇ ଭାରତରେ

ଲତା କଚ୍ଚାଓ୍ବା ନିଜର ନିଷ୍ଠା ଓ ନିରନ୍ତର ପ୍ରୟାସ ବଳରେ ମେଘଓ୍ବାଲା ସମ୍ପ୍ରଦାୟର ୧୫,୦୦୦ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି। ପାରମ୍ପରିକ ଏମ୍ବ୍ରୋଡୋରି ‘କାସିଡାକରି’ କାର୍ଯ୍ୟ ମାଧ୍ୟମରେ ସେ ଏହା କରିପାରିଛନ୍ତି। ମେଘଓ୍ବାଲା ସମ୍ପ୍ରଦାୟର ଲୋକମାନେ ୧୯୭୧ରେ ପାକିସ୍ତାନରୁ ଆସି ରାଜସ୍ଥାନର…

୫ ନିର୍ବାଚନ

ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି। ଏହି ରାଜ୍ୟର ନିର୍ବାଚନ କେତେ ସମ୍ବେଦନଶୀଳ ଓ…

ବିଦେଶୀଙ୍କ ଚକ୍ଷୁରେ

ନିକଟରେ ସ୍ବିଡେନ୍‌ର ଭେରାଇଟିଜ୍‌ ଅଫ୍‌ ଡେମୋକ୍ରାସି ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତ ଏକ ଇଲେକ୍ଟୋରାଲ ଅଟୋକ୍ରାସି ବା ନିର୍ବାଚିତ ଏକଚ୍ଛତ୍ର ଶାସନରେ ପରିଣତ ହୋଇଥିବା କୁହାଯାଇଛି। ଏପରି କି ଭାରତର ସ୍ଥିତି ପାକିସ୍ତାନ ଭଳି ହୋଇଯାଇଥିବା…

ଫାଲତୁ ପରୀକ୍ଷା

ଦ୍ୱିତୀ ଚନ୍ଦ୍ର ସାହୁ ପରୀକ୍ଷା ପାଇଁ ଗଳଦ୍‌ଘର୍ମ ଉଦ୍ୟମ। ବିଳମ୍ବିତ ରାତି ଯାଏ ପଢ଼ିବା। ପାହାନ୍ତ ପହରରୁ ଉଠି ପଢ଼ିବା ଲାଗି ପୁଣି ଘରେ ତାଗିଦ୍‌। ଖାଲି ତାଗିଦ୍‌ ନାହିଁ ପିଲାଟି ପଢୁଛି ନା ନାହିଁ ମଝିରେ ମଝିରେ ଉଠି ପରଖୁଥିଲା…

ଧାନକିଣା: ଏଥର ସମସ୍ୟା ଟାର୍ଗେଟ୍‌

ଅଶୋକ କୁମାର ବରାଳ ଧାନ ବିକ୍ରିକୁ ନେଇ ସମସ୍ୟା ଚାଷୀଙ୍କ ପିଛା ଛାଡୁନାହିଁ। ସରକାର ଧାନକିଣାରେ ଯେତେ ସୁଧାର ଆଣିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଧାନକିଣାକୁ ନେଇ ଏବେ ଚାରିଆଡ଼େ ସମସ୍ୟା ଉପୁଜିଥିଲା ବେଳେ ବିଧାନସଭାରେ ଧାନକିଣାରେ ଅନିୟମିତତା…

ଏଇ ଭାରତରେ

ଜଣେ ଆଦର୍ଶ ଶିକ୍ଷକ ହେବ ତ ମଧ୍ୟପ୍ରଦେଶର ଆଲୋକ ତ୍ରିପାଠୀଙ୍କ ଭଳି ହେବା ଦରକାର। ସତନା ଜିଲା ସହଦେବା ଗାଁର ସରକାରୀ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ଆଲୋକ ପ୍ରଧାନ ଶିକ୍ଷକ। ସେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ କରିବା ସହ ଦୀର୍ଘ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri