ସମ୍ପାଦକୀୟ

ଧର୍ମବଳ

ଅଲେଖ ଚନ୍ଦ୍ର ମିଶ୍ର କୌଣସି ଏକ ଗ୍ରାମରେ ବାସ କରୁଥିଲେ ଜଣେ କୁଳୀନ ପଣ୍ଡିତ। ଦୁର୍ଭାଗ୍ୟକୁ ସେ ଖୁବ୍‌ ଦରିଦ୍ର ଥିଲେ। ଥରେ ସେ ଗ୍ରାମରେ ଏକ ଯଜ୍ଞ ଅନୁଷ୍ଠିତ ହେଲା। ନବଦିନବ୍ୟାପୀ ଯଜ୍ଞକୁ ଲୋକେ ଖୁବ୍‌ ଆନନ୍ଦ, ଉତ୍ସାହରେ...

ଭୋକିଲା ଶିଶୁ ଓ ବିକାଶର ସ୍ବପ

ରାଜୀବ କର୍ମି ବିଶ୍ୱ ଭୋକିଲା ସୂଚୀ ୨୦୨୦ ଅନୁସାରେ ଭାରତର ଅନେକ ଶିଶୁ ଆଜି ବି ଭୋକିଲା ସ୍ଥିତିରେ ଅଛନ୍ତି। ଗତ ମାସରେ ପ୍ରକାଶିତ ଏହି ସୂଚୀରେ ୧୦୭ଟି ମଧ୍ୟରୁ ୨୭.୨ ପଏଣ୍ଟ ସହ ଭାରତ ୯୪ତମ ସ୍ଥାନରେ ରହିଛି;...

ଏଇ ଭାରତରେ

କର୍ତ୍ତବ୍ୟ ହିଁ ଭଗବାନ,ଏହା ଉପଲବ୍ଧିି କରିଛନ୍ତି ଅଙ୍ଗନଓ୍ବାଡି କର୍ମୀ ରେଲୁ ଭାସ୍‌ଭେ। ମହାରାଷ୍ଟ୍ରର ନନ୍ଦୁବାର ଜିଲା ବାସିନ୍ଦା ରେଲୁ ନର୍ମଦା ନଦୀରେ ପ୍ରତିଦିନ ୧୪ କି.ମି ନୌକା ଚଳାଇ ତାଙ୍କ ଗାଁର ଦୁର୍ଗମ ଅଞ୍ଚଳରେ ପହଞ୍ଚୁଛନ୍ତି। ସେଠାରେ ଗର୍ଭବତୀ ମା’...

ଏଇ ଭାରତରେ

ମହାରାଷ୍ଟ୍ରରେ ଶିକ୍ଷକମାନେ ଚଳାଉଛନ୍ତି ଏକ ଅଜବ ସ୍କୁଲ। ଏହି ସ୍କୁଲରେ କେବଳ ଆଈମା’ମାନେ ପଢୁଛନ୍ତି। ଏହି ସ୍କୁଲର ନାମ ରଖାଯାଇଛି ‘ଅଜିବାଇଚିଶାଳା’ ବା ଆଈମା’ଙ୍କ ସ୍କୁଲ। ଏହାକୁ ୪ ବର୍ଷ ପୂର୍ବେ ଅନ୍ତର୍ଜାତୀୟ ମହିଳା ଦିବସରେ ଖୋଲାଯାଇଥିଲା। ଏବେ ଏହି...

କ୍ଷମତା ଲଢ଼େଇରେ ଭାରତ

ସାରଦା ପ୍ରସାଦ କର   ପ୍ରକାଶ ପାଇଥିବା ଆଇ.ଏମ୍‌.ଏଫ୍‌.ର ୱାଲର୍‌ଡ ଇକୋନୋମିକ୍‌ ଆଉଟପୁଟ-୨୦୨୦ ରିପୋର୍ଟ ଅନୁସାରେ ଆମେରିକାକୁ ଅତିକ୍ରମ କରି ଚାଇନା ଏବେ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ହୋଇପାରିଛି। ଆମେରିକା ଅର୍ଥନୀତିର ଆକାର ୨୦.୮ ଲକ୍ଷ କୋଟି ଡଲାର ହୋଇଥିବା...

ସରକାରଙ୍କ ପାଇଁ ଆହୁତି

ସହଦେବ ସାହୁ   ନିଜର ଭଲ ପାଇଁ ଠାକୁରଙ୍କୁ ସକ୍ରିୟ କରିବା ଅର୍ଥରେ ଯଜ୍ଞରେ ଘିଅ ଆହୁତି ଦିଆଯାଏ। ସେହି ନଜିରରେ ନିଜର ଦାବିକୁ ଭଲଭାବେ ବିଚାର କରିବା ପାଇଁ ସରକାରକୁ ସକ୍ରିୟ କରିବା ଉଦ୍ଦେଶ୍ୟରେ ଶରୀରକୁ ଆହୁତି ଦିଆଯାଉଛି।...

ଏବେ ଟାର୍ଗେଟ୍‌ କିଏ

ଯେଉଁ ମାନସିକତାରେ ଭାଜପା ନେତାମାନେ ଶାସନ କରିଆସୁଥିଲେ, ସେଥିରେ ପ୍ରଥମ ଟାର୍ଗେଟ୍‌ ଭାବେ ଭାରତର ମୁସଲମାନ ସମ୍ପ୍ରଦାୟକୁ ବୁଝାଯାଉଥିଲା। ମୁସଲମାନ ସମେତ ଅନ୍ୟ ସଂଖ୍ୟାଲଘୁ ଏବଂ ବିଶେଷକରି ହିନ୍ଦୁ ଧର୍ମର ଦଳିତମାନଙ୍କ ପ୍ରତି ଘୃଣା ଏହି ଶାସନ ବ୍ୟବସ୍ଥାର ମୂଳମନ୍ତ୍ର...

ଏହି ନାଟକ

ଦୀର୍ଘବର୍ଷ ଚାକିରି କରିବା ପରେ ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଫିସର ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି। ତାଙ୍କ ପୁଅ ଆକାଶ ମଧ୍ୟ ବଡ଼ ଠକେଇରେ ସମ୍ପୃକ୍ତ ଥିବା ନେଇ ଗିରଫ ହୋଇଛନ୍ତି। ତେବେ ଅଭୟକାନ୍ତଙ୍କ...

ଛାଡ଼ଖାଇ ମାହାତ୍ମ୍ୟ

ଡ଼. କୁଳାଙ୍ଗାର ଛାଡ଼ଖାଇ ଶବ୍ଦଟି ଉଚ୍ଚାରଣ ମାତ୍ରେ ସଂଖ୍ୟାଧିକ ଲୋକଙ୍କର ପାଟିରେ ପାଣି ଭରିଯାଏ। ନ ହୁଅନ୍ତା ବା କିପରି? ମଣିଷ ମାତ୍ରେ ହିଁ ଆଇଁଷିଆ ଯେ! ସେହି ଆଇଁଷିଆମାନଙ୍କର ମହାପର୍ବ ହେଉଛି ଛାଡ଼ଖାଇ। ଏଇଦିନ ସମସ୍ତେ ଖୁସ୍‌। ମାସସାରା...

ଗୋଲରାଗଡ଼ର ବନସ୍ପତି

ଭାଗୀରଥି ସ୍ବାଇଁ ପୁରୀ ଜିଲା କାକଟପୁର ବ୍ଲକ ଅଧୀନସ୍ଥ ଅବଦାନ ଗ୍ରାମପଞ୍ଚାୟତର ଗୋଲରା ଗ୍ରାମରେ ଭାରତୀୟ ଆୟୁର୍ବିଜ୍ଞାନ ଜଗତର ପ୍ରାଣ କେନ୍ଦ୍ର ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋରମ, ବନସ୍ପତି ସମୂହ ବୃକ୍ଷରାଜିରେ ପରିପୂର୍ଣ୍ଣ ଗୋଲରାଗଡ଼। ଏହି ବନସ୍ପତିଭରା ପ୍ରାଚୀନ ପ୍ରାକୃତିକ ବୃକ୍ଷରାଜିର...

ଏଇ ଭାରତରେ

ଧାନଚାଷ କେଉଁଠିି ହୁଏ ବୋଲି ଯାହାକୁ ପଚାରିବେ, ଉତ୍ତର ପାଇବେ ବିଲରେ ହୁଏ। କିନ୍ତୁ ଘର ଅଗଣାରେ ପ୍ଲାଷ୍ଟିକ ବୋତଲରେ ଧାନଚାଷ ହେଉଛି। ବିଶ୍ୱାସ ହେଉ ନ ଥିଲେ ବି ସତ। ଏମିତି ପଦ୍ଧତିରେ ଚାଷ କରୁଛନ୍ତି କେରଳ କୋଟ୍ଟାୟାମ...

ବିଶ୍ୱର ନେତୃତ୍ୱ ନେଉଛି ଭାରତ

ଶୈଳେଶ କୁମାର ମାଲବ୍ୟ, ଡ. ଗିରିଶ ଚନ୍ଦ୍ର ଦାଶ ଜଣେ ବାସ୍ତବ ନେତା କେବଳ ନେତୃତ୍ୱ ଦିଏ ନାହିଁ, ନେତୃତ୍ୱର ରାସ୍ତା ବାହାର କରେ ଓ ପଥପ୍ରଦର୍ଶକ ହୁଏ ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଏଭଳି ଜଣେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri