ସମୟ ନାହିଁ
ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାଙ୍କୁ ସାମିଲ କରାଯାଉଛି। ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ‘ଶିଶୁ ଓ ସଶସ୍ତ୍ର ସଂଘର୍ଷ’ ଶୀର୍ଷକ ଆଲୋଚନାରେ ଭାରତ ଚିନ୍ତାପ୍ରକଟ କରିଛି। ଏଥିରେ ଭାରତର ବହିର୍ବ୍ୟାପାର ସଚିବ ହର୍ଷ ବର୍ଦ୍ଧନ ଶ୍ରିଙ୍ଗ୍ଲା ଭାଗ ନେଇ ଶିଶୁଙ୍କୁ ଆତଙ୍କବାଦୀ…
ମିଶ୍ରିତ ଶିକ୍ଷା
କୋଭିଡ୍-୧୯ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘ ୧୫ ମାସ ପିଲାମାନେ ଘରେ ରହି ଅନ୍ଲାଇନ୍ରେ ପାଠ ପଢ଼ୁଛନ୍ତି। ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ର ସୁବିଧା ନାହିଁ ସେମାନେ ପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଆଗକୁ ଭୂତାଣୁର ପ୍ରଭାବ କମିଲା…
ଏଇ ଭାରତରେ
କୃଷି ପାଇଁ ଶୁଷ୍କ ଅଞ୍ଚଳ ବଡ଼ ସମସ୍ୟା। ତେବେ ଏହାକୁ କିଭଳି ଦୂର କରାଯାଇ ପାରିବ ତାହାର ଏକ ମଡେଲ ସାମ୍ନାକୁ ଆଣିଛି ମହାରାଷ୍ଟ୍ରର ଏକ ଗାଁ। ଏହି ଗାଁର ନାଁ କଡ଼ଓ୍ବାଞ୍ଚି। ମରୁଡିପ୍ରବଣ ମରାଠାଓ୍ବାଡ଼ାର ୧ ହଜାରରୁ ଊର୍ଦ୍ଧ୍ୱ ଲୋକ…
ଆଞ୍ଚଳିକ ଭାଷା ଓ ବୈଷୟିକ ଶିକ୍ଷା
ଲଳିତ କୁମାର ପାତ୍ର ସର୍ବୋଚ୍ଚ କ୍ଷମତାର ପରିଚାଳକଭାବେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ହେଉଛି ରାଷ୍ଟ୍ର ମଧ୍ୟରେ ଥିବା ସମସ୍ତ ଆଞ୍ଚଳିକ ଭାଷାର ସୁରକ୍ଷା ଓ ସମୃଦ୍ଧି କରିବା। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ଦିଆଯିବା ପାଇଁ…
ମାଟ୍ରିକ ପରୀକ୍ଷା ଫଳ: ଏକ ବିଶ୍ଳେଷଣ
ଅଧ୍ୟାପକ ଶରତ କୁମାର ଦାସ ଓଡ଼ିଶା ରାଜ୍ୟ ସରକାର କରୋନା ସଂକ୍ରମଣର ଭୟାବହତା ଦୃଷ୍ଟିରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ବାତିଲ କରିବା ପରେ ମୂଲ୍ୟାଙ୍କନର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ପୂର୍ବକ ଗତ ୨୫…
କଳା ଗୋରା
ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍ଙ୍କ ହତ୍ୟାକାରୀ ଆମେରିକା ମିନିଆପଲିସ୍ର ପୂର୍ବତନ ପୋଲିସ ଅଫିସର ଡେରେକ୍ ଚଉଭିନ୍ଙ୍କୁ ୨୬ ଜୁନ୍ରେ ମିନେସୋଟା କୋର୍ଟ ୨୨ ବର୍ଷ ୫ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ କୃଷ୍ଣକାୟମାନେ ଆଶ୍ୱସ୍ତି ଲାଭ…
ମୁଣ୍ଡ ଉପରେ ଯିବ!
ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ସପ୍ତାହରେ ରେଳଗାଡ଼ି ଯୋଗେ ଉତ୍ତରପ୍ରଦେଶର କାନପୁର ଯାଇଥିଲେ। ଏହି ଦେଶର ବିରାଟକାୟ ରେଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଅଳ୍ପ କେତୋଟି ଗାଡ଼ି ଚାଲିଛି। ଅବଶ୍ୟ ରାଷ୍ଟ୍ରପତିଙ୍କ ରେଳ ଗାଡ଼ିରେ…
ଭୟଙ୍କର ସ୍ଥିତିରେ ଆମ ବିଦ୍ୟାଳୟ
ରାଜୀବ କର୍ମି ସରକାର ନିଜସ୍ବ ବିଦ୍ୟାଳୟକୁ ପିଲା ଅଭାବରୁ ବନ୍ଦ କରୁଛନ୍ତି, ଅଥଚ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ଗଢ଼ିଥିବା ହଜାର ହଜାର ହାଇସ୍କୁଲକୁ ସମ୍ପୂର୍ଣ୍ଣ ଅନୁଦାନ ଦେଉ ନାହାନ୍ତି। କାରଣ ଯାହା ହେଉନା କାହିଁକି ସରକାରୀ…
ସ୍ନେହମୟୀ ମାଆ ଓ ସବା ସାନପୁଅ
ଡ. ଶରତ ଚନ୍ଦ୍ର ରଥ ଖରାଦିନେ ଅସହ୍ୟ ଗରମ ହେଲେ ଲୋକମାନେ ଅତିଷ୍ଠ ହୋଇପଡ଼ନ୍ତି, ଜୀବଜନ୍ତୁ ଗଛପତ୍ର ଆକୁଳ ବିକଳ ହୋଇପଡ଼ନ୍ତି। ବର୍ଷା ଟିକିଏ ହୁଅନ୍ତା କି! ଏହି କଥା ପରସ୍ପର ଭିତରେ ଲୋକମାନେ କଥା ହୁଅନ୍ତି। ଦିନେ ଦୁଇଦିନ ଭିତରେ…
ଏଇ ଭାରତରେ
ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ପ୍ରୟାସ ଦ୍ୱାରା ସବୁ ସମ୍ଭବ। ଯାହା ପ୍ରମାଣିତ ହୋଇଛି ଋତ୍ୱିକ ଭଟ୍ଟାଚାର୍ଯ୍ୟଙ୍କ କ୍ଷେତ୍ରରେ। ଜଣେ ପ୍ରତିଷ୍ଠିତ ସ୍କ୍ବାଶ୍ ଖେଳାଳି ଭାବେ ବହୁ ଖ୍ୟାତି ଅର୍ଜନ କରିବା ପରେ ଆଦିବାସୀ ପିଲାମାନଙ୍କୁ ଏହି ଖେଳ ପ୍ରତି ଆକୃଷ୍ଟ…
ଅନ୍ତରଙ୍ଗ ସମନ୍ବୟକାରୀ
ଚଳଚ୍ଚିତ୍ର ଓ ଟେଲିଭିଜନ ଭଳି ମଞ୍ଚରେ ପ୍ରଦର୍ଶିତ ହେଉଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ନେଇ ଦର୍ଶକଙ୍କ ମହଲରେ ସର୍ବଦା ଗୋଟେ ଉତ୍କଣ୍ଠା ଥାଏ। ଶୁଟିଂ ସମୟରେ ନାୟିକା ଓ ନାୟକ ଯେତେବେଳେ ପରସ୍ପରକୁ ଛୁଇଁଥାଆନ୍ତି, ସେମାନଙ୍କ ମଧ୍ୟରେ କି ପ୍ରକାର ଶିହରଣ…
ପ୍ରଭାବ ପକାଉଛି ମଞ୍ଜୁର କାହାଣୀ
ବିଚିତ୍ର ବିଶ୍ୱାଳ ମଞ୍ଜୁ ନାମ୍ନୀ ଝିଅଟିଏ ଜଙ୍ଗଲ ପାଖ ଏକ ଗାଁରେ ରହୁଥିଲା। ତାଙ୍କ ଗାଁରେ ଭିନ୍ନ ଭିନ୍ନ ପ୍ରକାର ଫସଲ ଯଥା ଶସ୍ୟ, ଡାଲି, ଫଳମୂଳ, ତେଲ, କନ୍ଦା, ମସଲା ଓ ପନିପରିବା ଆଦି ଅମଳ ହେଉଥିଲା। ପିଲାଦିନରୁ ତାକୁ…
Archives


