ଏହା ହିଁ ବାସ୍ତବ ସ୍ଥିତି
ଆକାର ପଟେଲ ଗତ ମାସ ଶେଷରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର ତା’ର ୭ ବର୍ଷ ପୂର୍ତ୍ତି ପାଳନ କଲା। କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଓ ମୃତ୍ୟୁ ଯୋଗୁ ଉତ୍ସବ ଶିଥିଳ ପଡିଗଲା। କିନ୍ତୁ ୭ ବର୍ଷରେ ସରକାରଙ୍କ…
କଳା ରକ୍ତର ଅନ୍ବେଷଣକାରୀ
ଐତିହାସିକ ଘଟଣାବଳୀକୁ ଚମତ୍କାର ଭାବେ ଉପସ୍ଥାପନ କରିପାରିଲେ ଆଜିର ପିଢ଼ି ତାହାକୁ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ। ପୂର୍ବଜମାନଙ୍କ ସାହସିକ ପଦକ୍ଷେପ ବା କୀର୍ତ୍ତି ହେଉ କିମ୍ବା ସଂଘର୍ଷମୟ ଜୀବନ ପ୍ରତିଟି ଘଟଣାରୁ ଶିକ୍ଷା ମିଳିପାରିଥାଏ। ଏହି ବିଷୟ ତାଙ୍କୁ ଆବିଷ୍ଟ…
କରୋନା କାଳର ଆର୍ଥିକ ପରିଚାଳନା
ଡ. ଅମରେନ୍ଦ୍ର ଦାସ ବିଶ୍ୱକୁ କରୋନା କବଳିତ କରିବା ପୂର୍ବରୁ ଆମ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଫେବୃୟାରୀ ୧୮, ୨୦୨୦ରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧, ୫୦, ୦୦୦କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ମହାମାରୀର ଆଗମନ ଯୋଗୁ ରାଜ୍ୟବାସୀଙ୍କର…
ଏଇ ଭାରତରେ
ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍ଏସ୍ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ ଲୋକମାନଙ୍କ ମିଳିତ ଉଦ୍ୟମରେ କୃଷିର ଉନ୍ନତି ଓ ଜୈବବିବିଧତାର ସୁରକ୍ଷା ନିଶ୍ଚିତ ହୋଇପାରିଛି। ଏଭଳି…
ଏଇ ଭାରତରେ
ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ ବ୍ୟବହାର କମାଇବା ଲାଗି କାଗଜ ବୋତଲ ତିଆରି କରୁଛନ୍ତି। ଭାରତରେ ଏହା ପ୍ରଥମ କରି…
ପରିସଂସ୍ଥାର ପୁନରୁଦ୍ଧାର ହେଉ
ଡ. ଦେବାନନ୍ଦ ବେଉରା ଏହା କହିବା ବାହୁଲ୍ୟ ଯେ, ଆଜିର ପିଢ଼ି ପରିସଂସ୍ଥା କହିଲେ କିଛି ବୁଝନ୍ତି ନାହିଁ। ଅବଶ୍ୟ କିଛି ଓଡ଼ିଆ ଶବ୍ଦର ସ୍ବଳ୍ପ ପ୍ରଚଳନକୁ ଦେଖିଲେ ‘ପରିସଂସ୍ଥା’ ବଦଳରେ ଇଂଲିଶ ଶବ୍ଦ ‘ଇକୋସିଷ୍ଟମ’କୁ ଅନେକ ଅତି ଭଲରେ ବୁଝିବେ…
ବାଇଡେନ୍ଙ୍କ ବୈଦେଶିକ ନୀତି ବିଶ୍ୱକୁ ବିପଦ
ହରେକୃଷ୍ଣ ପଣ୍ଡା ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ଶାସନଭାର ନେବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଏବେ ବିପରୀତମୁଖୀ ବୋଲି ଜଣାପଡୁଛି। ବାଇଡେନ ସ୍ଥିର ମସ୍ତିଷ୍କର ବୋଲି ଜଣାଥିଲେ ହେଁ ଆଗାମୀ ଯୁଗ ଗଠନ ପାଇଁ ସାମର୍ଥ୍ୟଯୋଗ୍ୟ ନୁହନ୍ତି, ଯାହା…
ବିଫଳତାର ଚିଠି
କୋଭିଡ୍ର ଦ୍ୱିତୀୟ ଲହରରେ ସରକାର ଜଟିଳ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଉ ନ ଥିବା ଏବଂ ଏହାର ସଞ୍ଚାଳନରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ୧୬ ଜଣିଆ ସିଭିଲ ସର୍ଭ୍ୟାଣ୍ଟ ଗ୍ରୁପ୍ । ସେମାନେ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
ଏଇ ଭାରତରେ
କୋଭିଡ୍ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା ଲାଗି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କରୋନାର ଦ୍ୱିତୀୟ ଲହରରେ ଅକୋଲେ ଗାଁରେ…
ପ୍ରବାସୀ ଶ୍ରମିକ ବିକାଶକୁ ଉପଭୋଗ କରୁଛି ତ
ଇଂ. ଶକ୍ତି ପ୍ରସାଦ ଦାସ ନବେ ଦଶକରୁ ଅର୍ଥନୀତିର ଜଗତୀକରଣ ଓ ଉଦାରୀକରଣକୁ ବିଶ୍ୱର ଅଧିକାଂଶ ଦେଶ ଆପଣାଇଛନ୍ତି । କୋଭିଡ୍ ମହାମାରୀର ପ୍ରଭାବ ଏହାର ଏକପାଖିଆ ବିକାଶର ପରିଭାଷାକୁ ପଦାକୁ ଆଣିଛି। କୋଭିଡ୍ ପରବର୍ତ୍ତୀ ଦୃଶ୍ୟପଟରେ ରାଜନୈତିକ, ଅର୍ଥନୈତିକ, ଏପରି…
ତଥ୍ୟରେ ନିିବେଶ ଲୋଡ଼ା
ରାଜ୍ ଶାହା, ମାର୍କ ଲୋକୋକ୍ ମାର୍ଚ୍ଚ ୨୦୨୦ରେ କୋଭିଡ୍-୧୯ ମହାମାରୀ କାୟା ବିସ୍ତାର କରିବା ସମୟରେ ଆଫଗାନିସ୍ତାନରେ କେବଳ ୩୦୦ ଭେଣ୍ଟିଲେଟର ଏବଂ ଦୁଇଟି ଇଣ୍ଟେନ୍ସିଭ କେୟାର ୟୁନିଟ (ଆଇସିୟୁ) ଥିଲା। ପ୍ରାରମ୍ଭିକ ମହାମାରୀ ସମ୍ବନ୍ଧୀୟ ଅଧ୍ୟୟନ ମଡେଲଗୁଡ଼ିକ ଆକଳନ କରିଥିଲେ…
ବଚନ ମଧୁର ତିଳକ ସରୁ
ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ ଥିବେ। ସେ ଜଣାଶୁଣା କେବଳ ତାଙ୍କ ମଧୁର କଥା ପାଇଁ। ଶର ପକେଇ କଥା…
Archives


