ଏଇ ଭାରତରେ
ପେସାରେ କମ୍ପ୍ୟୁଟର ଇଞ୍ଜିନିୟର କିନ୍ତୁ ନିଶା ଚାଷ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ତେଲଙ୍ଗାନାର ମାଭୁରୁମ ମଲିକାର୍ଜ୍ଜୁନ ରେଡ୍ଡୀ। ସମନ୍ବିତ କୃଷି ପଦ୍ଧତିରେ ସେ ୨୬ ପ୍ରକାର ଧାନ ଉପତ୍ାଦନ କରୁଛନ୍ତି। ୨୦୧୪ରେ ବର୍ଷକୁ ୪ ଲକ୍ଷ ଟଙ୍କା ପାଉଥିବା…
ମହାମାରୀ ଓ ସାମାଜିକ ପୁଞ୍ଜି
ଏଡୋରାଡୋ କ୍ୟାମ୍ପେନେଲା କୋଭିଡ୍-୧୯ ମହାମାରୀ ଭୌତିକ (ଉପତ୍ାଦନର ଏକ କାରକ ଯେଉଁଥିତ୍ରେ ମେଶିନ, ଭବନ ଏବଂ କମ୍ପ୍ୟୁଟର ଆଦି ଅନ୍ତର୍ଭୁକ୍ତ) ଏବଂ ମାନବ ପଞ୍ଜିିକୁ ବ୍ୟାପକ କ୍ଷତି କରିଛି। କମ୍ପାନୀଗୁଡ଼ିକ ସେମାନଙ୍କର ବିଭିନ୍ନ ପ୍ରୋଜେକ୍ଟରେ ନିବେଶ ସ୍ଥଗିତ କିମ୍ବା ବନ୍ଦ କରିଛନ୍ତି।…
ଘାତକ କୋଲେଷ୍ଟରଲ
ମାନେକା ଗାନ୍ଧୀ ମହମ ତଥା ଚର୍ବି(ଫ୍ୟାଟ୍) ଭଳି ପଦାର୍ଥ କୋଲେଷ୍ଟରଲ ଆମ ଶରୀରର ସବୁ କୋଷିକାରେ ମିିଳିଥାଏ। ଶରୀରରେ ଭିଟାମିନ ଡି’, ହର୍ମୋନ ତିଆରି କରିବା ଲାଗି ଏହା ଦରକାର ହୁଏ ଓ ଖାଦ୍ୟ ହଜମ କରିବା ଲାଗି ଆବଶ୍ୟକ ତତ୍ତ୍ୱ…
ଆସ ଆନ୍ଦୋଳନ କରିବା
ଶ୍ୱେତପଦ୍ମାସିନୀ ମହାନ୍ତି ଏବେ ଯେଉଁଠି ଦେଖ, ସେଠି ଆନ୍ଦୋଳନ। କେତେ ସମସ୍ୟା, କେତେ ଦାବି, ନ୍ୟାୟ ପାଇଁ, ଚାକିରି ପାଇଁ, ବେକାରି ପାଇଁ, ଚାଷ ପାଇଁ, ବାସ ପାଇଁ, ରୋଗ ପାଇଁ, ରୋଗୀ ପାଇଁ, ରାସ୍ତା ପାଇଁ, ବନ୍ୟା ପାଇଁ, ବାତ୍ୟା…
କ୍ଷେତକୁ ଖାଇଲା ବାଡ଼
ହରିଶଙ୍କର ମିଶ୍ର ଦୁର୍ନୀତିରେ ଲିପ୍ତ ସରକାରୀ ଅଧିକାରୀ ରାଜ୍ୟ ପ୍ରଗତିର ବାଧକ। ମାତ୍ର କ୍ଷେତକୁ ଖାଉଥିବା ବାଡ଼ ପରି ସରକାରୀ ଅର୍ଥର ବାଟମାରଣା ବା ଦୁରୁପଯୋଗ ଭିନ୍ନ ଭାବରେ ପରିଚାଳନା କରି ଯେଉଁ ଅଧିକାରୀମାନେ ସରକାରଙ୍କୁ କୁହେଳିକା ମଧ୍ୟରେ ରଖିପାରନ୍ତି ସେମାନେ…
ଏଇ ଭାରତରେ
ଜୈବିକ ଚାଷ ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଭଲ ବୋଲିି ଦୃଦ୍ବୋଧ କରିଛନ୍ତି ଦିଲ୍ଲୀର ଇରିନ ଗୁପ୍ତା। ସେ ତାଙ୍କ ଘର ବଗିଚାରେ ୬୦ ପ୍ରକାର ପରିବା ଫଳାଉଛନ୍ତି। ପୁରୁଣା କଣ୍ଟେନରଗୁଡ଼ିକରେ ହିଁ ସେ ଚାଷ କରୁଛନ୍ତି। ଇରିନଙ୍କ ବୟସ ୬୦…
ଏଇ ଭାରତରେ
ଅଭାବୀ ପେଟର ଜ୍ୱଳାକୁ ଚିହ୍ନୁଥିବା ବ୍ୟକ୍ତି ଦୁନିଆରେ ବିରଳ। ସେହି ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧ୍ୟପ୍ରଦେଶର ଶିବମ ସୋନି। ସେ ଇନ୍ଦୋରରେ ଏକ ହଙ୍ଗର ଲାଙ୍ଗର ଖୋଲିଛନ୍ତି। ପ୍ରତିଦିନ ସେଠାରେ ଲୋକମାନଙ୍କୁ ୧୦ ଟଙ୍କାରେ ମିଲ୍ ଯୋଗାଇ ଦେଉଛନ୍ତି।…
ଶିକ୍ଷାର ମାନ ରହୁ
ସୁବାସ କୁମାର ତାରଣିଆଁ ଶିକ୍ଷା ହେଉଛି ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର। ଶିକ୍ଷା ଗୋଟିଏ ଏଭଳି ଜିନିଷ, ଯାହାକୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅଧ୍ୟୟନ କଲେ ବି ସରେ ନାହିଁ। ଶିକ୍ଷାକୁ ଟଙ୍କା ପଇସା ଦେଇ କିଣାଯାଇ…
ଉତ୍କଳୀୟ ନବବର୍ଷ: ମହାବିଷୁବ ସଂକ୍ରାନ୍ତି
ବିପିନ ବିହାରୀ ମହାନ୍ତି ସୂର୍ଯ୍ୟ ସ୍ଥିର। ସୂର୍ଯ୍ୟ ଚାରିପଟେ ପୃଥିବୀ ଘୂରୁଛି ଅଥଚ ସୂର୍ଯ୍ୟଙ୍କର ଅବାସ୍ତବ ଗତିକୁ ଧରି ଆମେ ସୌରବର୍ଷ ଗଣନା କରୁଛୁ। ସୂର୍ଯ୍ୟଙ୍କର ଅବାସ୍ତବ ଗତିପଥକୁ ସୌରପଥ କୁହନ୍ତି। ଏହି ପଥ ସମ୍ପୂର୍ଣ୍ଣ ବୃତ୍ତାକାର ନ ହୋଇ…
ଦୃଶ୍ୟମାନ (ଅ)ସଚ୍ଚୋଟତା
ଭାରତୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ପ୍ରମୁଖ ୩ ସ୍ତମ୍ଭ ଭାବେ ବିବେଚନା କରାଯାଏ। ଏଥିମଧ୍ୟରୁ ନ୍ୟାୟପାଳିକା ସର୍ବାଧିକ ନିରପେକ୍ଷତା ଅବଲମ୍ବନ କରିବା କଥା। ବିଗତ କିଛି ବର୍ଷ ହେବ ନ୍ୟାୟପାଳିକାରେ ସେଟିଂ ବା ସଲାସୁତୁରାର ବହୁଳ ବ୍ୟବହାର ହେଉଥିବାରୁ…
ଦେଶଭକ୍ତି ଓ ବିଦ୍ୟାର୍ଥୀ
ନଗେନ୍ଦ୍ର ନାଥ ପଟ୍ଟନାୟକ ଅଥର୍ବ ବେଦରେ ଏକ ସ୍ତୋତ୍ର ବା ସୂକ୍ତ ଅଛି- ‘ମାତା ଭୂମିଋ ପୁତ୍ରୋଅହଂ ପୃଥିବ୍ୟା’ ଅର୍ଥାତ୍ ‘ଏ ଭୂମି ମୋର ମାତା ଏବଂ ମୁଁ ତାଙ୍କ ପୁତ୍ର।’ ଭାରତବର୍ଷର ସନାତନ ଧର୍ମ ସଂସ୍କୃତିରେ ଏଇ ମହତ୍ ଭାବନାର…
ଲେଖାଚୋରି
ଡ. ବାସନ୍ତୀ ମହାନ୍ତି ଏବେ ଲେଖାଚୋରି ସାରସ୍ବତ ଜଗତ ପାଇଁ ଅତ୍ୟନ୍ତ ଉଦ୍ବେଗଜନକ ପ୍ରସଙ୍ଗ ହୋଇପଡ଼ିଛି। ତା’ର ମଧ୍ୟ କାରଣ ରହିଛି। ବ୍ୟକ୍ତିଟିଏ କଳ ବଳ କୌଶଳ ପ୍ରୟୋଗ କରି ଅର୍ଥ, କ୍ଷମତା ଓ ପଦପଦବୀ ବଳରେ ଲକ୍ଷ୍ମୀଙ୍କର ବରପୁତ୍ର ହୋଇପାରେ,…
Archives


