ସମ୍ପାଦକୀୟ

ସତ୍‌ସାହସ ନାହିଁ

ଆକାର ପଟେଲ ଭାରତ ସରକାର ‘ଫାଷ୍ଟେଟ୍‌ ଗ୍ରୋଇଂ ଇକୋନୋମୀ’ ବା ‘ଦ୍ରୁତ ଅଭିବୃଦ୍ଧିର ଅର୍ଥ ବ୍ୟବସ୍ଥା’ କଥା ଯାହା କହୁଥିଲେ ତାହା ଆଉ ୪ ବର୍ଷ ହେବ ଶୁଣିବାକୁ ପାଉନାହୁଁ। ୨୦୧୬ ନଭେମ୍ବର ରାତି ୮ଟାରେ ଆମକୁ ବିମୁଦ୍ରୀକରଣ ଭାଷଣ ଦେବା…

ଏଇ ଭାରତରେ

ପରିବେଶ ପାଇଁ ପକ୍ଷୀଙ୍କ ଆବଶ୍ୟକତାକୁ ଖୁବ୍‌ ଭଲ ଭାବେ ବୁଝିଛନ୍ତି ମଧ୍ୟପ୍ରଦେଶର କୃଷକ ନାରାୟଣ ସିଂ। ସେଥିପାଇଁ ସେ ୧୨ ବର୍ଷ ବୟସରୁ ତାଙ୍କ ଗାଁରେ ମୟୂରଙ୍କର ସୁରକ୍ଷା କରୁଛନ୍ତି। ଶିକାରୀ ତଥା ଲୋକମାନଙ୍କ ଆକ୍ରମଣରୁ ସେମାନଙ୍କୁ ବଞ୍ଚାଇବା ଲାଗି ସେ…

ଏଇ ଭାରତରେ

ନିଜ ଜୀବନରେ ଯାହା ଘଟିିଥିଲା ତାହା ଅନ୍ୟମାନଙ୍କ ଜୀବନରେ ନ ଆସୁ- ଏମିତି ଭାବନା ନେଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଅନୁରାଧା ଭେଁାସଲେ। ମାତ୍ର ୬ ବର୍ଷ ବୟସରେ ଅନୁରାଧା ଶିଶୁ ଶ୍ରମିକ ଭାବେ କାମ କରି…

ନିଶାର ଦଶା

ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ ଦିନ କାୟା ବିସ୍ତାରକରି ଅନେକଙ୍କୁ ଆକ୍ରାନ୍ତ କରୁଛି। ନିଶା ହେଉଛି ଅକାଳ ମୃତ୍ୟୁର ନିମନ୍ତ୍ରଣ…

ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ

ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲା। ଏହା ଥିଲା ଏକଛତ୍ରବାଦ ଅହଂକାରର ଏକ କୁତ୍ସିତ…

ଘୋର ଅବ୍ୟବସ୍ଥା

ଦେଶର ଅର୍ଥବ୍ୟବସ୍ଥା ତଳକୁ ଖସୁଥିତ୍ବାବେଳେ ଟିକସ ସଂଗ୍ରହ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହୋଇଛି। ଏତିକିବେଳେ ଅଧିତ୍କ ଟିକସ ପାଇବାର ଆଶା କରି ସରକାର ନିଜେ କରିଥିତ୍ବା ତ୍ରୁଟି ନର୍ଥ ବ୍ଲକରେ ଭିନ୍ନ ମୋଡ଼ ନେଇଛି। ଏହାକୁ ନେଇ ବହୁ ଅସନ୍ତୋଷ…

ଏଇ ଭାରତରେ

ଫେକ୍‌ ନ୍ୟୁଜ୍‌ର ପ୍ରଭାବ ଏବେ ଟିକାକରଣ ଉପରେ ପଡୁଛି। ଅନେକେ ଟିକା ନେବା ଲାଗି ଅମଙ୍ଗ ହେଉଛନ୍ତି। ତେବେ ଫେକ୍‌ ନ୍ୟୁଜ୍‌ର ପ୍ରଭାବକୁ ପ୍ରତିହତ କରିବା ପାଇଁ ମହାରାଷ୍ଟ୍ରର ଜଣେ ସ୍କୁଲ ଶିକ୍ଷକ ରତନ ଚତୁର୍ବେଦୀ ଅଣ୍ଟା ଭିଡ଼ିଛନ୍ତି। ସୁର୍‌ଗଣା ବ୍ଲକ୍‌ରେ…

ଜୀବନର ସାତରଙ୍ଗ

ରଞ୍ଜନ କୁମାର ଦାସ ଏବେ ଏସି ନ ଲଗେଇଲେ ରହିହଉନି। ଆମ ପିଲାଦିନେ କୋଉ ଏସି ଥିଲା? କୁଲର ବି ନ ଥିଲା। କଦବା କାହାଘରେ ସିଲିଂ ଫ୍ୟାନ୍‌ ବା ଟେବୁଲ ଫ୍ୟାନ୍‌ ଥିଲା। ଝାଳ ମାରିବା ପାଇଁ ବିଞ୍ଚଣା ହିଁ…

ସଂସ୍ଥାଗତ ଢାଞ୍ଚାରେ ସଂସ୍କାର ଲୋଡ଼

ମାରିଆ ଫର୍ନାଣ୍ଡା ଏସ୍ପିନୋସା, ଡାନିଲୋ ଟର୍କ ବୃହତ୍‌ ଶକ୍ତି ପ୍ରତିଯୋଗିତା, ସମସ୍ୟା ସୃଷ୍ଟିକାରୀ ବିଦେଶୀ ପ୍ରୀତି ଜାତୀୟତା,ଜୀବନ ଜିଇବାରେ ପ୍ରମୁଖ ଭୂମିକା ନେଉଥିତ୍ବା ପରିବେଶଗତ ବିପଦ ଏବଂ କୋଭିଡ୍‌-୧୯ର ଘାତକ ସଂକ୍ରମଣ ଏବେ ବିଶ୍ୱର ସବୁ ଦେଶର ସରକାରଙ୍କ ପାଇଁ ଏକ…

ମହାମାରୀରେ ଶିକ୍ଷକଙ୍କ ଭୂମିକା

କଳ୍ପନା ସାହୁ ଛାତ୍ରୀଛାତ୍ରମାନେ ଏହି ମହାମାରୀ ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ବାତିଲ ହେବା, ଫଳାଫଳର ଅନିଶ୍ଚିତତା ଓ କ୍ୟାରିୟରର ଆଶଙ୍କା ଛାତ୍ରୀଛାତ୍ରଙ୍କର ମନୋବଳକୁ ଦୋହଲାଇ ଦେଇଛି। ଏହା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ଯଥେଷ୍ଟ ପ୍ରଭାବ…

ଜି୭ର ମିଥ୍ୟା ପ୍ରତିଶ୍ରୁତି

ଜେମ୍ସ କେ.ଗଲବ୍ରେଥ୍‌ ନିକଟରେ ଏକ ନିବନ୍ଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ୟୁନାଇଟେଡ୍‌ ଷ୍ଟେଟ୍‌ସ ୍‌ଏଜେନ୍ସି ଫର୍‌ ଇଣ୍ଟର୍‌ନ୍ୟାଶନାଲ ଡେଭଲପ୍‌ମେଣ୍ଟର ନୂଆ ପ୍ରଶାସକ ସାମଂଥା ପାଓ୍ବାରଙ୍କ ଉପରେ ଦି ନ୍ୟୁୟର୍କ ଟାଇମ୍ସ ମିଶେଲ ଗୋଲ୍ଡବର୍ଗ ଉଲ୍ଲେଖ କରିଛନ୍ତି ଯେ,କୋଭିଡ-୧୯ ବିରୋଧରେ ଆମେରିକା…

ବହୁପତ୍ନୀ ପରମ୍ପରାରେ ନାରୀ ନିଷ୍ପେଷିତ କି

ସାରଦା ପ୍ରସାଦ କର ‘ବୀରଭୋଗ୍ୟା ବସୁନ୍ଧରା’ ଉକ୍ତିଟି ଭାରତ ଭୂଖଣ୍ଡର ମୂଳଭାଷା ହେଲେ ମଧ୍ୟ ସାରା ବିଶ୍ୱ ବୀର ପ୍ରସବିନୀମାନଙ୍କୁ ନେଇ ଗର୍ବିତ। ଦେଶ ଦେଶ ମଧ୍ୟରେ ସାର୍ବଭୌମତ୍ୱର ସୁରକ୍ଷା, ଜାତିର ଟେକ ଅକାଟ୍ୟ ରଖିବାରେ ଓ କାଳକ୍ରମେ ପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri