ସମ୍ପାଦକୀୟ

ଆଜିର ବିଦ୍ୟାଳୟ ଶିକ୍ଷା

ଡ. ଅରୁନ୍ଧତୀ ଦେବୀ ଭାରତରେ ଶିକ୍ଷା ବ୍ୟବସ୍ଥା ଅନ୍ୟାନ୍ୟ ସଭ୍ୟ ରାଷ୍ଟ୍ର ଅପେକ୍ଷା ବଡ଼ ବିଚିତ୍ର। ଏଥିରେ ଭାରତୀୟ ସମ୍ବିଧାନ ପରି ବିଭିନ୍ନ ଦେଶର ଶିକ୍ଷା ବ୍ୟବସ୍ଥାକୁ ମିଶେଇ ଶିକ୍ଷାନୀତି ତିଆରି ହୁଏ। ସ୍ବାଧୀନତା ପରଠାରୁ ଏଯାଏ ଶିକ୍ଷା ବ୍ୟବସ୍ଥାକୁ ନେଇ…

ସଂରକ୍ଷଣ ଓ ସାମାଜିକ ବ୍ୟବସ୍ଥା

ବୈକୁଣ୍ଠନାଥ ମିଶ୍ର ଯଦି ମୋତେ କେହି ପଚାରେ ଏ ଦେଶର ପ୍ରଗତିପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ କ’ଣ, ତେବେ ନିଃସନ୍ଦେହରେ ମୁଁ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇପାରେ। ପ୍ରଥମତଃ ସଂରକ୍ଷଣ ବ୍ୟବସ୍ଥା ଓ ଦ୍ୱିତୀୟଟି ଦୁର୍ନୀତି’। ଏହାଥିଲା ଗୁଜରାଟ ଉଚ୍ଚ…

ଏଇ ଭାରତରେ

ଜଙ୍ଗଲ ନିଆଁ ରୋକିବାରେ ଝାଡ଼ଖଣ୍ଡର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌)ଅଧିକାରୀ ବିକାଶ ଉଜ୍ଜ୍ୱଳଙ୍କ ଉପାୟ ଏବେ ସାରା ବିଶ୍ୱକୁ ଏକ ଶିକ୍ଷା ଦେଇଛି ବୋଲିି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲୋହାରଡଗା ଜିଲାର ଡିଏଫ୍‌ଓ ବିକାଶ ବିଭିନ୍ନ ଗାଁର ୪୦୦ ଜଣଙ୍କୁ…

କେମିତି ବୁଝେଇବେ

ବିଦେଶରୁ ଭାରତ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବା ବିଷୟ ଯେତେବେଳେ ଆଲୋଚନାକୁ ଆସେ ସେତେବେଳେ ବୋଫର୍ସ ଦୁର୍ନୀତି କଥା ମନେପଡ଼େ। ଏବେ କିଛି ବର୍ଷ ହେବ ବୋଫର୍ସକୁ ପଛରେ ପକାଇ ଅଗୁସ୍ତା ଓ୍ବେଷ୍ଟଲାଣ୍ଡ୍‌ ଓ ୨୦୧୬ରେ ରାଫାଲ ଯୁଦ୍ଧବିମାନ କିଣା ବେଳେ…

ସଂଖ୍ୟାରେ ମିଛ

ଏକ ଦେଶ ପାଇଁ ଆଭ୍ୟନ୍ତରୀଣ ନିରାପତ୍ତା ଅଧିକ ଗୁରୁତ୍ୱ ବହନ କରିବା କଥା। ଯଦି ଦେଶ ଭିତରେ ହିଂସା ଘଟେ ତାହା ନାଗରିକଙ୍କ ପାଇଁ ବାହ୍ୟ ଆକ୍ରମଣଠାରୁ ଅଧିକ ବିପଦ ସୃଷ୍ଟି କରେ। ଛତିଶଗଡ଼ ବିଜାପୁର ଜିଲାରେ ୩ ଏପ୍ରିଲରେ ମାଓବାଦୀ…

ମାଗଣା ସୁନା

ଡ.ସତ୍ୟନାରାୟଣ ମିଶ୍ର ପ୍ରକୃତି ମଣିଷକୁ ଜଳ, ସ୍ଥଳ, ଆକାଶ ଓ ଭୂତଳ ଆଦି ସବୁ କିଛି ବ୍ୟବହାର କରିବା ପାଇଁ ଦେଇଛି ଓ ସେଥି ମଧ୍ୟରୁ ଉତ୍କୃଷ୍ଟ ଉପାଦାନଗୁଡ଼ିକୁ ବ୍ୟବହାର କରି ମଣିଷ ସୁଖ ଶାନ୍ତିରେ ଜୀବନ ନିର୍ବାହ କରିଥାଏ। ପ୍ରକୃତି…

ମହାମାରୀର କାରଣ ଜାଗତିକ ଉଷ୍ମତା

ପ୍ର. ରମେଶ ଚନ୍ଦ୍ର ପରିଡ଼ା ମାତ୍ର ୦.୧୨୫ ମାଇକ୍ରନ ବ୍ୟାସ ବିଶିଷ୍ଟ କ୍ଷୁଦ୍ରାତି କ୍ଷୁଦ୍ର ଭୂତାଣୁଟିଏ ଏବେ ସୃଷ୍ଟି କରିଛି ମାନବ ଜାତି ପାଇଁ ନୂତନ ଇତିହାସ। ଏଣିକି ହୁଏତ ଏହାକୁ ବିଭାଜିତ କରାଯିବ ପ୍ରାକ୍‌ -କୋଭିଡ୍‌ -୧୯ ଯୁଗ ଏବଂ…

ଏଇ ଭାରତରେ

ଚାକିରିରୁ ଅବସର ନେବା ପରେ ଗଛର ମୋହରେ ପଡ଼ିଯାଇଛନ୍ତି ବେଙ୍ଗାଲୁରୁର ଇଞ୍ଜିନିୟର ନଟରାଜ ଉପାଧ୍ୟାୟ। ସେ ତାଙ୍କ ଘରର ୧୫୦୦ ବର୍ଗଫୁଟ ଅଗଣାରେ ୩୦୦ ପ୍ରକାରର ୧୭୦୦ ଗଛ ଲଗାଇଛନ୍ତି। କମ୍‌ ଜାଗାରେ ଏତେ ଅଧିକ ଗଛ କିପରି ଲଗାଯାଇଛି ତାହା…

ନିରପେକ୍ଷ ଗଣମାଧ୍ୟମ ଲୋଡ଼ା

ଆକାର ପଟେଲ କିଛି ଦିନ ପୂର୍ବେ ମୁଁ ‘ପ୍ରାଇସ୍‌ ଅଫ୍‌ ଦି ମୋଦି ଇୟର୍ସ’ ବହି ଲେଖା ଶେଷ କରିଥିଲି। ୨୦୧୪ ପରବର୍ତ୍ତୀ ଭାରତ ଇତିହାସର ବିଷୟବସ୍ତୁ ଉପରେ ଏହା ଆଧାରିତ। ମୁଁ ସବୁ ଘଟଣା ଏବଂ ରାଜନୀତିର ବିଭିନ୍ନ ଭାଗ…

‘ସନାତନ’ ସ୍ରଷ୍ଟା

ଅସ୍ପୃଶ୍ୟତା ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ସମାଜରେ ଏକ କଳଙ୍କିତ ପ୍ରଥା ଭାବେ ରହିଆସିଛି। ମହାତ୍ମା ଗାନ୍ଧୀ ଏବଂ ବି.ଆର୍‌. ଆମ୍ବେଡ୍‌କର ଏହାକୁ ଦୂର କରିବା ଲାଗି ନେଇଥିବା ବିଭିନ୍ନ ପ୍ରକାର ପଦକ୍ଷେପ ଅନେକାଂଶରେ ବାସ୍ତବ ରୂପ ନେଇଛି। ତଥାପି ଛୁଆଁଅଛୁଆଁ…

ନୀଳବର୍ଣ୍ଣ ଓଡ଼ିଆଙ୍କ କଥା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଏକଥାଟି ଯେଉଁମାନଙ୍କ ସମ୍ପର୍କରେ କୁହାଯାଇଛି, ସେମାନଙ୍କ ପାଖରେ ଏହା ପହଞ୍ଚତ୍ବ ବୋଲି ଆଦୌ ବିଶ୍ୱାସ ନାହିଁ। ଆଧୁନିକତା ଓ ମିଥ୍ୟା ସଂଭ୍ରାନ୍ତପଣର ଆବାହନ ମଧ୍ୟରେ ଓଡ଼ିଆ ଖବରକାଗଜ ପଢ଼ିବାକୁ ଯେଉଁମାନେ ମାନମର୍ଯ୍ୟାଦା, ପାଣ୍ଡିତ୍ୟ ଓ…

ଏଇ ଭାରତରେ

ବିହାରର ଚାଷୀ ସୁଧାଂଶୁ କୁମାର ଏକ ସ୍ବୟଂ ନିୟନ୍ତ୍ରିତ ଫାର୍ମରେ ୨୮,୦୦୦ ଫଳଗଛ ଉତାରି ପାରିଛନ୍ତି। ଏହାକୁ ଅନ୍‌ଲାଇନରେ ନିୟନ୍ତ୍ରଣ କରୁଛନ୍ତି। ସମସ୍ତିପୁରରେ ୨୦୦ ଏକର ବିଶିଷ୍ଟ ଫାର୍ମରେ ସେ ଆମ୍ବ, ଲିଚୁ, ଜାମୁ, ଡ୍ରାଗନଫ୍ରୁଟ୍ସ ଗଛ ଲଗାଇଛନ୍ତି। ଏହି ଫାର୍ମରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri