ଏଇ ଭାରତରେ
ସାରା ଦେଶରେ ଶୀତଳଭଣ୍ଡାର ଅଭାବ ଯୋଗୁ କୃଷି ଉତ୍ପାଦ ଅଳ୍ପଦିନରେ ନଷ୍ଟ ହୋଇଯାଉଛି। ଏହାଦ୍ୱାରା ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏଣୁ ଏଭଳି ସମସ୍ୟା ଦୂର କରିବା ଲାଗି ଆଗେଇ ଆସିଛନ୍ତି ଦିଲ୍ଲୀସ୍ଥିତ ଇଣ୍ଡିଆନ ଏଗ୍ରିକଲ୍ଚରାଲ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ବୈଜ୍ଞାନିକ…
ଦି ସାଇଲେଣ୍ଟ ଟ୍ରେନ୍
ଶୁଭନାରାୟଣ ଶତପଥୀ ଟ୍ରେନକୁ ନେଇ ଅନେକ ପ୍ରବନ୍ଧ, କାହାଣୀ ରଚନା କରାଯାଇଛି। ସିିନେମା ତିଆରି ହୋଇଛି। ନାଁ ରଖାଯାଇଛି ବର୍ନିଂ ଟ୍ରେନ, ଦି ଘୋଷ୍ଟ ଟ୍ରେନ, ଚେନ୍ନାଇ ଏକ୍ସପ୍ରେସ ଇତ୍ୟାଦି। କେଉଁଠି ଏହା କାଳ୍ପନିକ ତ କେଉଁଠି କିଛି ସତ୍ୟତା…
ସଇତାନର ଶାନ୍ତିପାଠ
ଉପେନ୍ଦ୍ର ବିଶ୍ୱାଳ ‘ଘୁଷୁରି ମୁହଁରେ ପାଚିଲା କଦଳୀ’ ପରି ଶାନ୍ତି ଯାହା ପାଇଁ ବିଷ ସଦୃଶ, ସେପରି ସଇତାନ ମୁହଁରେ ଆଜି ଶାନ୍ତିପାଠ। ଅବିଶ୍ୱସନୀୟ ହେଲେ ବି ନିରାଟ ସତ। ଆମେ କହୁଛୁ ଏଠି ଆତଙ୍କବାଦୀଙ୍କ ଆଖଡ଼ାଶାଳ, ଆତଙ୍କବାଦୀ ଉତ୍ପାଦନକାରୀ…
ଆପେ ବଞ୍ଚିଲେ
କରୋନାର ଦ୍ୱିତୀୟ ଲହର ମନେ ପକାଉଛି ପୂର୍ବଦିନଗୁଡ଼ିକର କରୁଣ ଚିତ୍ର। ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜରାଟରେ ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅନ୍ୟ ରାଜ୍ୟକୁ ବ୍ୟାପିବା ଯୋଗୁ ଆଉ ଏକ ଲକ୍ଡାଉନ ଭୟ…
ପରମବୀରଙ୍କ ଦିଗ
ଶାସକ ଦଳ ନେତା ଓ ପୋଲିସ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ଥାଏ। ଦେଖାଯାଏ ସରକାର ବଦଳିଲେ ଗାଦିନସୀନ ଦଳକୁ ପୂର୍ବରୁ ଯେଉଁ ପୋଲିସ ଅଧିକାରୀ ବା କର୍ମଚାରୀ ସହଯୋଗ କରିଥାଆନ୍ତି ସେମାନଙ୍କୁ ଲୋଭନୀୟ ପଦବୀ ଦିଆଯାଇଥାଏ। ପୋଲିସ ଯେହେତୁ ଗୃହ…
ଆଜିର ବିଦ୍ୟାଳୟ ଶିକ୍ଷା
ଡ. ଅରୁନ୍ଧତୀ ଦେବୀ ଭାରତରେ ଶିକ୍ଷା ବ୍ୟବସ୍ଥା ଅନ୍ୟାନ୍ୟ ସଭ୍ୟ ରାଷ୍ଟ୍ର ଅପେକ୍ଷା ବଡ଼ ବିଚିତ୍ର। ଏଥିରେ ଭାରତୀୟ ସମ୍ବିଧାନ ପରି ବିଭିନ୍ନ ଦେଶର ଶିକ୍ଷା ବ୍ୟବସ୍ଥାକୁ ମିଶେଇ ଶିକ୍ଷାନୀତି ତିଆରି ହୁଏ। ସ୍ବାଧୀନତା ପରଠାରୁ ଏଯାଏ ଶିକ୍ଷା ବ୍ୟବସ୍ଥାକୁ ନେଇ…
ସଂରକ୍ଷଣ ଓ ସାମାଜିକ ବ୍ୟବସ୍ଥା
ବୈକୁଣ୍ଠନାଥ ମିଶ୍ର ଯଦି ମୋତେ କେହି ପଚାରେ ଏ ଦେଶର ପ୍ରଗତିପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ କ’ଣ, ତେବେ ନିଃସନ୍ଦେହରେ ମୁଁ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇପାରେ। ପ୍ରଥମତଃ ସଂରକ୍ଷଣ ବ୍ୟବସ୍ଥା ଓ ଦ୍ୱିତୀୟଟି ଦୁର୍ନୀତି’। ଏହାଥିଲା ଗୁଜରାଟ ଉଚ୍ଚ…
ଏଇ ଭାରତରେ
ଜଙ୍ଗଲ ନିଆଁ ରୋକିବାରେ ଝାଡ଼ଖଣ୍ଡର ଭାରତୀୟ ବନ ସେବା (ଆଇଏଫ୍ଏସ୍)ଅଧିକାରୀ ବିକାଶ ଉଜ୍ଜ୍ୱଳଙ୍କ ଉପାୟ ଏବେ ସାରା ବିଶ୍ୱକୁ ଏକ ଶିକ୍ଷା ଦେଇଛି ବୋଲିି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲୋହାରଡଗା ଜିଲାର ଡିଏଫ୍ଓ ବିକାଶ ବିଭିନ୍ନ ଗାଁର ୪୦୦ ଜଣଙ୍କୁ…
କେମିତି ବୁଝେଇବେ
ବିଦେଶରୁ ଭାରତ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବା ବିଷୟ ଯେତେବେଳେ ଆଲୋଚନାକୁ ଆସେ ସେତେବେଳେ ବୋଫର୍ସ ଦୁର୍ନୀତି କଥା ମନେପଡ଼େ। ଏବେ କିଛି ବର୍ଷ ହେବ ବୋଫର୍ସକୁ ପଛରେ ପକାଇ ଅଗୁସ୍ତା ଓ୍ବେଷ୍ଟଲାଣ୍ଡ୍ ଓ ୨୦୧୬ରେ ରାଫାଲ ଯୁଦ୍ଧବିମାନ କିଣା ବେଳେ…
ସଂଖ୍ୟାରେ ମିଛ
ଏକ ଦେଶ ପାଇଁ ଆଭ୍ୟନ୍ତରୀଣ ନିରାପତ୍ତା ଅଧିକ ଗୁରୁତ୍ୱ ବହନ କରିବା କଥା। ଯଦି ଦେଶ ଭିତରେ ହିଂସା ଘଟେ ତାହା ନାଗରିକଙ୍କ ପାଇଁ ବାହ୍ୟ ଆକ୍ରମଣଠାରୁ ଅଧିକ ବିପଦ ସୃଷ୍ଟି କରେ। ଛତିଶଗଡ଼ ବିଜାପୁର ଜିଲାରେ ୩ ଏପ୍ରିଲରେ ମାଓବାଦୀ…
ମାଗଣା ସୁନା
ଡ.ସତ୍ୟନାରାୟଣ ମିଶ୍ର ପ୍ରକୃତି ମଣିଷକୁ ଜଳ, ସ୍ଥଳ, ଆକାଶ ଓ ଭୂତଳ ଆଦି ସବୁ କିଛି ବ୍ୟବହାର କରିବା ପାଇଁ ଦେଇଛି ଓ ସେଥି ମଧ୍ୟରୁ ଉତ୍କୃଷ୍ଟ ଉପାଦାନଗୁଡ଼ିକୁ ବ୍ୟବହାର କରି ମଣିଷ ସୁଖ ଶାନ୍ତିରେ ଜୀବନ ନିର୍ବାହ କରିଥାଏ। ପ୍ରକୃତି…
ମହାମାରୀର କାରଣ ଜାଗତିକ ଉଷ୍ମତା
ପ୍ର. ରମେଶ ଚନ୍ଦ୍ର ପରିଡ଼ା ମାତ୍ର ୦.୧୨୫ ମାଇକ୍ରନ ବ୍ୟାସ ବିଶିଷ୍ଟ କ୍ଷୁଦ୍ରାତି କ୍ଷୁଦ୍ର ଭୂତାଣୁଟିଏ ଏବେ ସୃଷ୍ଟି କରିଛି ମାନବ ଜାତି ପାଇଁ ନୂତନ ଇତିହାସ। ଏଣିକି ହୁଏତ ଏହାକୁ ବିଭାଜିତ କରାଯିବ ପ୍ରାକ୍ -କୋଭିଡ୍ -୧୯ ଯୁଗ ଏବଂ…
Archives


