ସମ୍ପାଦକୀୟ

ବୟନ ଶିଳ୍ପ-ଏକ ପୋଷଣୀୟ ସମ୍ଭାବନା

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ କେନ୍ଦ୍ର କ୍ୟାବିନେଟ୍‌ ବୟନ ଶିଳ୍ପ କ୍ଷେତ୍ରରେ ଘରୋଇ ଉତ୍ପାଦନ ଓ ରପ୍ତାନି ବୃଦ୍ଧି କରିବା ଲକ୍ଷ୍ୟରେ ୧୦,୬୮୩ କୋଟି ଟଙ୍କା ମୂଲ୍ୟର ‘ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସାହନ’ (ପିଏଲ୍‌ଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି। ଦେଶରେ ବୟନଶିଳ୍ପ…

ଦୁର୍ବଳ ପ୍ରଦର୍ଶନ

ହାଉସିଂ ଆଣ୍ଡ୍‌ ଅର୍ବାନ୍‌ ଡେଭଲପ୍‌ମେଣ୍ଟ କର୍ପୋରେଶନ ଲିମିଟେଡ୍‌ (ହୁଡ୍‌କୋ) ଭାରତ ସରକାରଙ୍କର ଏକ ପ୍ରମୁଖ ହାଉସିଂ ଫାଇନାନ୍ସ କର୍ପୋରେଶନ। ସେପ୍ଟେମ୍ବର ୨୦୧୯ରେ ଡ. ଏମ୍‌. ରବି କାନ୍ତଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହେବା ପରେ ଆଇଏଏସ୍‌ରୁ ଇସ୍ତଫା ଦେଇଥିଲେ ଓ ସେବେଠାରୁ…

ଗୃହଯୁଦ୍ଧରେ ଶିକ୍ଷାର ଭବିଷ୍ୟତ

ବିନିୟାମ ବେଡାସୋ ୧୧ ମାସ ଧରି ଉତ୍ତର ଇଥିଓଆରେ ଗୃହଯୁଦ୍ଧ ଲାଗି ରହିଛି। ଏହା ଟିଗ୍ରେ ଅଞ୍ଚଳରୁ ଆରମ୍ଭ ହୋଇ ଏହାର ପାଖାପାଖି ଅଞ୍ଚଳ ଅମ୍‌ହାରା ଏବଂ ଅଫାର୍‌କୁ ବ୍ୟାପିଛି। ଏହାଯୋଗୁ ୨୦ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି ଓ…

ଏଇ ଭାରତରେ

ବାନାନା ଶାଢ଼ି, ଲୋଟସ୍‌ ଶାଲ୍‌ ଏବଂ ବାମ୍ବୋ ଜିନ୍ସ କହୁଛି ଆମ ଦେଶୀ ଫ୍ୟାଶନ ଏବେ କେଉଁଠିି ପହଞ୍ଚିଲାଣି। ବାନାନା ଶାଢ଼ି ପାଇଁ ସମ୍ପୂର୍ଣ୍ଣ କଦଳୀ ଗଛକୁ ଉପଯୋଗ କରାଯାଉଛି। ସେହିଭଳି ବାମ୍ବୋ ଜିନ୍ସରେ ବାଉଁଶ ସହ ଅନ୍ୟ ଗଛର ଫାଇବର…

ପ୍ରକୃତିର ଶ୍ୱେତପତ୍ର

ଡ. ବାଇଧର ସାହୁ ବ୍ରିଟିଶ ସରକାର ୧୭ା୩ା୧୯୩୩ରେ ଏକ ଶ୍ୱେତପତ୍ର ପ୍ରକାଶ କରିଥିଲେ। ସେଥିରେ ଉଲ୍ଲେଖ ଥିଲା ସମସ୍ତ ବ୍ରିଟିଶ ଶାସିତ ଭାରତ ସିନ୍ଧୁ ଓ ଓଡ଼ିଶା ସହିତ ଏଗାର ଗୋଟି ବିଭିନ୍ନ ପ୍ରଦେଶରେ ବିଭକ୍ତ ହେବ। ଏହା ସେ ସମୟର…

ବିକଶିତ ପର୍ଯ୍ୟଟନ ଆବଶ୍ୟକ

ଈପ୍ସିତା ମହାନ୍ତି ପର୍ଯ୍ୟଟନ ଶିଳ୍ପ ସାରାଦୁନିଆ ପାଇଁ କେବଳ ଅର୍ଥନୈତିକ ପ୍ରଗତି ଆଣେ ନାହିଁ ବରଂ ରୋଜଗାରର ଅଜସ୍ର ସୁଯୋଗ ସୃଷ୍ଟି କରେ। କେତେକ ରାଷ୍ଟ୍ରର ଅର୍ଥନୀତି ଓ ଘରୋଇ ଉତ୍ପାଦରେ ଏହାର ଯୋଗଦାନ ସର୍ବାଧିକ। ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ୩୨ଲକ୍ଷ…

ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ

ସିମୋନ ଜାଡେକ୍‌ ସାମ୍ପ୍ରତିକ ସମୟରେ ଗ୍ଲୋବାଲ ଫୁଡ୍‌ ସିଷ୍ଟମ ବା ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ପରିବେଶ ପ୍ରତିକୂଳ ହୋଇଯାଇଛି। ଏହାର ମୂଲ୍ୟ ପ୍ରାୟ ୮ ଟ୍ରିଲିୟନ ଡଲାର ରହିଥିବାବେଳେ ଏହାର ନକାରାମତ୍କ ପ୍ରଭାବରୁ ଘଟୁଥିତ୍ବା କ୍ଷତିର ପରିମାଣ ପାଖାପାଖି ୧୨ ଟ୍ରିଲିୟନ…

ମାନବିକତା ରହୁ

ଛନ୍ଦା ମିଶ୍ର କୁହାଯାଏ, ଯେଉଁ ଦେଶରେ ଶିକ୍ଷା ଓ ସ୍ବାସ୍ଥ୍ୟ ଯେତେ ଉନ୍ନତ, ସେ ଦେଶ ସେତେ ସମୃଦ୍ଧ। ଦୁଇଟି ଯାକ ଆମ ଜୀବନରେ ଯେ ଏକାନ୍ତ ଅପରିହାର୍ଯ୍ୟ ଏଥିରେ ଦ୍ୱିମତ ନାହଁି। ତେଣୁ ଏଥିରେ ସମ୍ପୃକ୍ତ ଶିକ୍ଷକ ଓ ଡାକ୍ତରଙ୍କୁ…

ସୁରକ୍ଷାକବଚ

ଡ. ଅଜୟ କୁମାର ପାତ୍ର ଓଜୋନ (O3) ଗୋଟିଏ ଅଣୁରେ ତିନୋଟି ପରମାଣୁ ଥିବା ତୀବ୍ର କିନ୍ତୁ ଉଦ୍ଦୀପକ ଗନ୍ଧ ଥିବା ଘନୀଭୂତ ଅସ୍ଥାୟୀ ଅମ୍ଳଜାନ। ପକ୍ଷାନ୍ତରେ କୁହାଯାଇପାରେ, ଏହା ସମୁଦ୍ର ତଟର ଉଦ୍ଦୀପକ ପବନ ଓ ମହାକାଶର ପରମ ଉପକାରୀ…

ଏଇ ଭାରତରେ

ଏକା ସାଙ୍ଗରେ ଜଳ ସଙ୍କଟ ଦୂର ହେଉଛି, ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ରକ୍ଷା କରାଯାଉଛି ଓ କୃଷକଙ୍କ ଆୟ ବୃଦ୍ଧି ମଧ୍ୟ ହେଉଛି । ମହାରାଷ୍ଟ୍ରର ଆଦିବାସୀ ଗାଁଗୁଡ଼ିକରେ ଏଭଳି ସୁଧାର ଆଣିବାରେ ସକ୍ଷମ ହୋଇପାରିଛନ୍ତି ନୀତିଶ ମୁକାନି ।…

ଏଇ ଭାରତରେ

ଡ୍ରମ, ଟାୟାର ଓ ଟ୍ୟୁବ୍‌ ପୁନଃ ଉପଯୋଗ କରି ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମହାରାଷ୍ଟ୍ରର ପ୍ରମୋଦ ସୁସାରେଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପ୍ରମୋଦ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। ସେ…

ଚୁପ୍‌, ବିକାଶ ଚାଲିଛି

ପୁଷ୍ପାରାଣୀ ମିଶ୍ର   ସମ୍ପ୍ରତି ସାରା ଦେଶରେ ବିକାଶର ହାଓ୍ବା ବହୁଛି। ଏହି ବିକାଶକୁ ପ୍ରଚାର ପ୍ରସାର କରାଇ ନେତାମାନେ ଭୋଟ୍‌ ଭିକ୍ଷା କଲାବେଳେ ପ୍ରକାରାନ୍ତରେ ନିଜର ରାଜନୈତିକ ଲକ୍ଷ୍ୟ ହାସଲ କରିନେଉଥିବା ବେଳେ ତାଙ୍କର ଚେଲାଚାମଣ୍ଡାମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରାଇପାରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?