ପୁଣି ତାଲିବାନ୍
ଅନିଲ ବିଶ୍ୱାଳ ଆମେରିକା ଯେତେବେଳେ ତା’ର ସେନାକୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିବ ବୋଲି ଘୋଷଣା କରିଥିଲା ସେତେବେଳେ ତାଲିବାନ୍କୁ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପହଞ୍ଚିବା ପାଇଁ ୯୦ ଦିନ ସମୟ ଲାଗିବ ବୋଲି କହିଥିଲା। ହେଲେ ତାଲିବାନ୍ ମାତ୍ର ୭ ଦିନ…
ଏଇ ଭାରତରେ
ଶିଳ୍ପ ବିପ୍ଳବ, ସବୁଜ ବିପ୍ଳବ କଥା ଜାଣିଛନ୍ତି, କିନ୍ତୁ ହଳଦୀ ବିପ୍ଳବ ବିଷୟରେ କେବେ ଶୁଣିଛନ୍ତି କି? ଏମିତି ବିପ୍ଳବ ଆଣିଛନ୍ତି ରାଜସ୍ଥାନର ଦମ୍ପତି ରାମିଲା ଓ ଦେବୀଲାଲ ବ୍ୟାସ। ଏମାନେ ମରୁଡ଼ିପ୍ରବଣ ଡୁଙ୍ଗରପୁର ଜିଲାରେ ହଳଦୀ ଚାଷ ମାଧ୍ୟମରେ ୧୦୨…
ଆଇନ କ’ଣ କରିଛି
ଆକାର ପଟେଲ ଏଇ କିଛି ବର୍ଷ ହେବ ଭାରତରେ ମଧ୍ୟବିତ୍ତ ବର୍ଗଙ୍କ ଅଭିବୃଦ୍ଧି ବନ୍ଦ ହୋଇଯାଇଛି। ଏ ବିଷୟରେ ଦୁଇ ସପ୍ତାହ ପୂର୍ବରୁ ମୁଁ ଉଲ୍ଲେଖ କରିଥିଲି। ଆମ ଅର୍ଥ ବ୍ୟବସ୍ଥାର ପ୍ରମୁଖ ମାନଦଣ୍ଡ; ଯଥା ବାସୋପଯୋଗୀ ଗୃହ, କାର, ଦୁଇ…
କ୍ରୀଡ଼ାଭିମୁଖୀ ପ୍ରଶାସକ
କୁହାଯାଇଥାଏ ଜୀବନ କେବଳ ଏକ ଗନ୍ତବ୍ୟସ୍ଥଳ ନୁହେଁ, ଏକ ଯାତ୍ରା। ଉତ୍ତରପ୍ରଦେଶର ଗୌତମ ବୁଦ୍ଧନଗର (ନଏଡା) ଜିଲାପାଳ ସୁହାସ ଏଲ୍ ଓ୍ବାଇ ମଧ୍ୟ ଅନୁଭବ କରନ୍ତି ଯେ, ଜୀବନର ଯାତ୍ରା ଠିକ୍ ମାର୍ଗରେ ଥିଲେ ଗନ୍ତବ୍ୟ ସ୍ଥାନ ମିଳିଯିବ। ଅଗଷ୍ଟ ୨୪ରୁ…
ବିଚିତ୍ର ଏ ବ୍ୟବସ୍ଥା
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ “ମୁଁ କେବେ ଡାକ୍ତର ହୋଇପାରିବି ନାହିଁ, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ଉଚ୍ଚ କୁଳରେ ଜନ୍ମ ନେଇଛି। ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସଂରକ୍ଷିତ ବର୍ଗରେ ରହିବା ପାଇଁ ମୋ ଜାତିର ଯୋଗ୍ୟତା ନାହିଁ।…
ଏଇ ଭାରତରେ
ଅସହାୟଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ତାମିଲନାଡୁର ମନୀଷା କ୍ରିଷ୍ଣସ୍ବାମୀ। ସେ ରାସ୍ତକଡ଼ରେ ରହୁଥିବା ଅସହାୟଙ୍କୁ ଖାଦ୍ୟ, ଓ୍ୟଷଧ ଯୋଗାଇବା ସହ ଥଇଥାନ କରୁଛନ୍ତି। ମନୀଷା ରହନ୍ତି ତାମିଲନାଡୁର ଏରୋଡ଼ ସହରରେ। ତାଙ୍କ ବାପାଙ୍କର ମାଂସ ଦୋକାନ ରହିଛି।…
ଏଇ ଭାରତରେ
ପ୍ରତିଦିନ ରାସ୍ତାରେ ବୁଲା ଷଣ୍ଢ ଓ ଅସହାୟ ଅବସ୍ଥାରେ ରହିଥିତ୍ବା ଗୋରୁଙ୍କୁ ଖାଇବାକୁ ଦେବା ଲାଗି ଅଭିଯାନ ଚଳାଇଛନ୍ତି ଗାଜିଆବାଦର ମୟଙ୍କ ଚୌଧୁରୀ। ଏଥିତ୍ପାଇଁ ସେ କେତେ ଜଣ ଯୁବକଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି। ଏହି ଅଭିଯାନର ନାମ…
ବଢ଼ିଆ ଲାଗିଲା
ଦ୍ୱିତୀ ଚନ୍ଦ୍ର ସାହୁ ଗାଇଡ … ଗାଇଡ’ – ହୁରି ଛାଡୁଥାଏ ଜଣେ। ତା’ ପାଖ ଦେଇ ଗଲାବେଳେ ଆମ ଭିତରୁ ଜଣେ କହିଲା – ‘ଗାଇଡ ନେଇଥିଲେ ଭଲ ହୁଅନ୍ତା।’ ସେଥିରୁ ତୁରନ୍ତ ଆଉ ଜଣେ ମନା କଲା ।…
ଏତେ ମାମଲା କାହିଁକି
ରାଜୀବ କୁମାର ନାୟକ ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଯେ ବିଳମ୍ବ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ଏକପ୍ରକାର ଦଣ୍ଡ। କିଛିଦିନ ତଳେ ଏକ ଓଡ଼ିଆ ଦୈନିକ ଖବରକାଗଜ ମାଧ୍ୟମରେ ମଧ୍ୟ ବହୁତ ମାତ୍ରାରେ ମାମଲା ପଶ୍ଚିମ…
ଚିନ୍ତା ବଢ଼ିଯାଇଛି
ତାଲିବାନ୍ ଆଫଗାନିସ୍ତାନ ଦଖଲ ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ପକ୍ଷର ୁ ଦେଶର ସ୍ବାର୍ଥ ରକ୍ଷା ଉପରେ ମନ୍ତବ୍ୟ ଦିଆଯିବା ଏବଂ ଆଫଗାନ୍ ଶରଣାର୍ଥମାନଙ୍କୁ ଅସ୍ଥାୟୀ ଭିଜା ଦେବା ବ୍ୟତୀତ ଏହା ପ୍ରାୟତଃ ନୀରବ ରହୁଛି। ଏହି ନୀରବତା କିଛି…
ଏଇ ଭାରତରେ
ପିଢ଼ି ପରେ ପିଢ଼ି ୧୦୩ ବର୍ଷ ହେବ ସୁରୁଖୁରୁରେ ଚାଲିଥିବା ଏକ ଭୋଜନାଳୟ କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଭୋଜନାଳୟ ରହିଛି କୋଲକାତାର କଲେଜ ଷ୍ଟ୍ରିଟ୍ରେ। ଏହାକୁ ୧୯୧୮ରେ ସ୍ବାଧୀନତା ସଂଗ୍ରାମୀ ନୀହାର ରଞ୍ଜନ ମଜୁମ୍ଦାର ଆରମ୍ଭ କରିଥିଲେ। ଏହାର…
ନାମ ପାଇଁ ଡହଳବିକଳ
ବିଚିତ୍ର ବିଶ୍ୱାଳ ଆମେ ଦେଖୁଛେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ବେଳେ ଖେଳାଳିଙ୍କ ଫଟୋ ଅପେକ୍ଷା ନେତାମାନଙ୍କର ଫଟୋ ବଡ଼ ହୋଇ ଦେଖାଯାଉଛି। ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରତିଯୋଗିତାରେ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି। ଅବଶ୍ୟ…
Archives


