ପାର୍ଶ୍ୱସ୍ଥ ପ୍ରବେଶକାରୀ
ପୂର୍ବରୁ ଅନେକଥର ଶୁଣାଯାଇଛି ଏବଂ ଏବେ ପୁନର୍ବାର କେନ୍ଦ୍ର ସରକାର ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ୩୧ ଜଣ ଅଭିଜ୍ଞ ବ୍ୟକ୍ତିଙ୍କୁ ବିଭିନ୍ନ ମନ୍ତ୍ରଣାଳୟରେ ଲାଟେରାଲ ବା ପାର୍ଶ୍ୱସ୍ଥ ପ୍ରବେଶ କରାଇ ଚାକିରି ଦେବେ। ଆଗରୁ ଏଭଳି ମଧ୍ୟ କେତେକଙ୍କୁ ନିଆଯାଇଛି। କିନ୍ତୁ…
ଏଇ ଭାରତରେ
ଭାରତୀୟ ସେନାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ବ୍ୟକ୍ତିଗତ କାରଣ ଯୋଗୁ ସଫଳ ହୋଇପାରି ନ ଥିଲେ ହର୍ଷ ଗଲଓ୍ବାଲି। ଏଥିପାଇଁ ସେ ଭାଙ୍ଗି ନ ପଡ଼ି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଏବେସୁଦ୍ଧା ସେ ୩୦୦ରୁ…
ଫେସ୍ବୁକ ଯୋଗ୍ୟତା
ହରେକୃଷ୍ଣ ଦାସ ମୋର ଗୋଟିଏ ଭିଡିଓ ୟୁଟ୍ୟୁବ୍ରେ ଅପ୍ଲୋଡ୍ କରି ଫେସ୍ବୁକରେ ତା’ର ଲିଙ୍କ୍ଟି ମୋର ବନ୍ଧୁ ଶେୟାର କରିଛନ୍ତି ବୋଲି ଜାଣିବା ପରେ ସେଇଟିକୁ ମତେ ଦେଖେଇବାକୁ ପତ୍ନୀଙ୍କୁ କହିଲି ଓ ପ୍ରଥମେ ଉତ୍ତର ମିଳିଲା ‘ହେଃ, ତମେ…
ଲେଖକ ସୃଷ୍ଟି ପାଇଁ ସାହିତ୍ୟ କର୍ମଶାଳା
ଡ. ଛାୟାକାନ୍ତ ଷଡ଼ଙ୍ଗୀ କିଛିଦିନ ତଳେ ଖବରକାଗଜରେ ପ୍ରକାଶିତ ଏକ ଖବର ‘ବିଦ୍ୟାଳୟରୁ ସୃଷ୍ଟି ହେବେ ଲେଖକ’ ମୋତେ ବିସ୍ମିତ କରିଥିଲା। ଖବର ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ‘ମୁଁ ବି ଲେଖକ ହେବି’ ନାମରେ ଏକ କାର୍ଯ୍ୟକ୍ରମ…
ଷଡ଼ଯନ୍ତ୍ର ତତ୍ତ୍ୱ
ଗତ ୫ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ଦେଢ଼ବର୍ଷରେ ପେଟ୍ରୋଲ ୩୬ ଟଙ୍କା ଓ ଡିଜେଲ ୨୭ ଟଙ୍କା ବଢ଼ିଛି। ଓଡ଼ିଶାର ମାଲକାନଗିରିରେ ୨୪ ଅକ୍ଟୋବରରେ ପେଟ୍ରୋଲ ଲିଟର ପିଛା ୧୧୪ ଟଙ୍କା ୧୩ ପଇସା…
ଏଇ ଭାରତରେ
ଡିଜିଟାଲ ଯୁଗରେ ଡାକ କଥା ଭାବିବାକୁ କାହା ପାଖରେ ସମୟ ନ ଥିବାବେଳେ ଜଣେ ଯୁବତୀ ଚିଠି ମାଧ୍ୟମରେ ୪୩ଟି ଦେଶରେ ବନ୍ଧୁତା ସ୍ଥାପନ କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା କେରଳର ରେଜ୍ବିନ ଅବ୍ବାଙ୍କ ଦ୍ୱାରା ସମ୍ଭବ ହୋଇଛି।…
ଅପରିମିତ ଆହ୍ବାନକାରୀ
ରୁଷିଆ ସାମ୍ବାଦିକ ଡିମିତ୍ରି ମୁରାଟୋଭ୍ ଚଳିତବର୍ଷ ଫିଲିପାଇନ୍ସର ମହିଳା ସାମ୍ବାଦିକ ମାରିଆ ରେସାଙ୍କ ସହ ନୋବେଲ ଶାନ୍ତି ପୁରସ୍କାରର ଯୁଗ୍ମ ବିଜେତା ହୋଇଛନ୍ତି। ଡିମିତ୍ରି ରୁଷିଆ ଶାସକଙ୍କ ଦୁର୍ନୀତି ଓ କ୍ଷମତା ଅପବ୍ୟବହାର ସଂକ୍ରାନ୍ତୀୟ ତଥ୍ୟଭିତ୍ତିକ ଓ ନିରପେକ୍ଷ ରିପୋର୍ଟ ପ୍ରକାଶ…
ଜାତିସଂଘରେ ସଂସ୍କାର ଅନିବାର୍ଯ୍ୟ
ଇଂ. ଶକ୍ତି ପ୍ରସାଦ ଦାସ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ, ୧୯୪୫ ଅକ୍ଟୋବର ୨୪ରେ ଆଉ ଏକ ବିଶ୍ୱଯୁଦ୍ଧର ସମ୍ଭାବନାକୁ ଏଡ଼ାଇବା ପାଇଁ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ତଥା ମାନବାଧିକାରକୁ ପ୍ରୋତ୍ସାହିତ କରିବାକୁ ୫୧ଟି ରାଷ୍ଟ୍ର…
ଟିକା କେଉଁଠୁ ଆସିଲା
ଆକାର ପଟେଲ ଭାରତରେ କୋଭିଡ୍ ଟିକାର ୧୦୦ କୋଟି ଡୋଜ୍ ଦିଆସରିଲାଣି। ଏହା ଏକ ବଡ଼ ସଫଳତା। ଏହି ୧୦୦ କୋଟି ଡୋଜ୍ କେଉଁଠୁ ଆସିଲା ଓ ସେଗୁଡ଼ିକୁ କିଣିବାରେ ସରକାରଙ୍କ ଭୂମିକା କ’ଣ ଥିଲା ତାହା ବୁଝିବା ଦରକାର।…
ଏଇ ଭାରତରେ
ଅଭିନବ ପଦ୍ଧତିରେ ବର୍ଜ୍ୟର ଉପଯୋଗ କରିବାରେ ଉତ୍ତରପ୍ରଦେଶ ହରିହରପୁରର ରବି ପ୍ରସାଦଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ରବିଙ୍କ ବୟସ ୩୬। ସେ କଦଳୀ ଗଛ ବର୍ଜ୍ୟରୁ ଚପଲ, ଟୋପି, ଗ୍ରୋ ବ୍ୟାଗ୍, କାର୍ପେଟ୍ ଆଦି ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟରେ…
ମହାତ୍ମା ସାଧନ, ମହାତ୍ମା କଷଣ…
ତୁଷାରକାନ୍ତ ଆଜନ୍ମ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ସେତେବେଳକୁ ଚାହିଁ ଏକ ଥିଲାବାଲା ପରିବାରରେ ଜନ୍ମଗ୍ରହଣ କରି ନିଜ ପରିବାରର ସମ୍ପତ୍ତି ବଢ଼େଇବାରେ ବ୍ରତୀ ନ ହୋଇ ନ ଥିଲାବାଲାଙ୍କ ଉତ୍ଥାନ ପାଇଁ ନିଜର ସ୍ବଳ୍ପକାଳୀନ ଜୀବନକାଳ ଭିତରେ ଚେଷ୍ଟିତ ଥିଲେ…
ତଦନ୍ତକାରୀ ସଂସ୍ଥାର ବିଶ୍ୱସନୀୟତା
ଅନିଲ କୁମାର ବିଶ୍ୱାଳ ସାଧାରଣ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ହେଉ କି ସରକାରୀ ଦୁର୍ନୀତିକୁ ରୋକିବା ନେଇ ହେଉ ତଦନ୍ତକାରୀ ସଂସ୍ଥାଗୁଡ଼ିକର ସବୁବେଳେ ଏସବୁରେ ବଡ଼ ଭୂମିକା ରହିଛି। ସାଧାରଣ ପୋଲିସ ଅପେକ୍ଷା ଏମାନଙ୍କର ଉତ୍ତରଦାୟିତ୍ୱ ଅଧିକ। ସେ କେନ୍ଦ୍ର…
Archives


