ସରକାରଙ୍କୁ ଆଶ୍ୱସ୍ତି
ଏୟାର ଇଣ୍ଡିଆ ବିକ୍ରି ଚୂଡ଼ାନ୍ତ ହୋଇଛି। ବହୁ ଦିନ ପରେ ଟାଟା ଏହାକୁ କିଣି ଏହାର ପାଇଲଟ ସିଟ୍ରେ ବସିଛି। ଏହାପରେ କିନ୍ତୁ ଡିପାର୍ଟମେଣ୍ଟ ଅଫ୍ ଇନ୍ଭେଷ୍ଟ୍ମେଣ୍ଟ୍ ଆଣ୍ଡ୍ ପବ୍ଲିକ ଆସେଟ୍ ମ୍ୟାନେଜ୍ମେଣ୍ଟ(ଡିଆଇପିଏଏମ୍)ର ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ବିଶ୍ରାମ ମିଳିବନି। ସେ…
ଏଇ ଭାରତରେ
ବହୁ ସମୟରେ ତୃଣମୂଳସ୍ତରରେ କୃଷକମାନେ ଦେଶୀ ଜ୍ଞାନକୌଶଳରେ ନୂତନ ଯନ୍ତ୍ର ଉଦ୍ଭାବନ କରିଥାଆନ୍ତି, କିନ୍ତୁ ନୂଆ କିସମର ବାଇଗଣ ବିକାଶ କରି ଉଦାହରଣ ସୃଷ୍ଟି କରିଛନ୍ତି ଛତିଶଗଡ଼ର ଲିଲାରାମ ସାହୁ। ଧମାରି ଜିଲା କୁରୁଦ ତହସିଲର ଧୁମା ଗାଁରେ ରହନ୍ତି ଲିଲାରାମ।…
ସହରୀକରଣ ଓ ସ୍ୱାସ୍ଥ୍ୟ ସମସ୍ୟା
ଡା. ଦିଲ୍ଲୀପ କୁମାର ମହାରଣା ମେଦବହୁଳତା ଆମ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ସମସ୍ତେ ଅଳ୍ପବହୁତ ଅନୁଭବ କରିଥାନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳଯୁକ୍ତ, ଅଧିକ କ୍ୟାଲୋରି ଥିବା ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ଖାଇବା ଏହି ମେଦବହୁଳତାର ମୁଖ୍ୟ କାରଣ।…
ମନ ତୋହର ନିଜ ଗୁରୁ
ଡ. ନରେନ୍ଦ୍ର ସେଠୀ ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଭାଗବତର ଏହି ଅମୂଲ୍ୟ ଦୁଇ ଧାଡ଼ିର ଅର୍ଥ ହେଲା ଆମେ ନିଜେ ନିଜର ଗୁରୁ ବା ମନ ହିଁ ମଣିଷକୁ ବାଟ ଦେଖେଇ ଥାଏ।…
ଚାଇନାର ଆହ୍ୱାନ
ଶିଲୋମୋ ବେନ୍-ଅମି ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ରେ ଚାଇନାର ପ୍ରବେଶକୁ ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ସମର୍ଥନ କରିଥିଲେ ସେତେବେଳେ ସେ କହିଥିଲେ କି ଏହି ପଦକ୍ଷେପ ବହୁ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିବ। ଡବ୍ଲ୍ୟୁଟିଓରେ ଯୋଗଦେବା…
ଅଡ଼ୁଆରେ ବାଇଡେନ୍
ଏଲିଜାବେଥ୍ ଡ୍ରିୟୁ ୨୦୨୦ରେ ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ହ ଟ୍ରମ୍ପଙ୍କ ସହ କଡ଼ା ମୁକାବିଲାର ସମ୍ମୁଖୀନ ହୋଇ ବିଜୟ ଲାଭ କରିଥିଲେ। ଈଶ୍ୱରଙ୍କ କୃପାରୁ ଏହି ବିଜୟ ହେଲା ସତ, କିନ୍ତୁ କଂଗ୍ରେସର ଉଭୟ ସଦନରେ ଡେମୋକ୍ରାଟ୍…
ପୁଞ୍ଜିପତିଙ୍କ ପାଇଁ ସତର୍କଘଣ୍ଟି
ଈପ୍ସିତା ମହାନ୍ତି ଧନୀ ଓ ଗରିବଙ୍କ ମଧ୍ୟରେ ବଢୁଥିବା ତାରତମ୍ୟ ଯୋଗୁ ଅର୍ଥନୀତିଜ୍ଞ ହିଁ ନୁହନ୍ତି, ସମାଜବିଜ୍ଞାନୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କରୋନା ସଙ୍କଟ ହେତୁ ସାମାଜିକ ସ୍ଥିତି ବିଗିଡ଼ିଯାଇ ବର୍ତ୍ତମାନ ଏହି ସମସ୍ୟା ଆହୁରି ସଙ୍ଗିନ ହୋଇ ଉଠିଛି।…
ପରିବାର ଓ ସଂସ୍କାରିତ ବାତାବରଣ
କନିଷ୍ଠ କିଶୋର ସାହୁ ବିଶ୍ୱର ପ୍ରତ୍ୟେକ ସଭ୍ୟତା ଓ ସଂସ୍କୃତିରେ ପରିବାର ସହ ସଂସ୍କାରର ଅଭିନ୍ନ ସମ୍ପର୍କ ରହିଛି। ଧାର୍ମିକ ଭାଷାରେ ସଂସ୍କାରକୁ ଧାର୍ମିକ କ୍ରିୟା ମାଧ୍ୟମରେ ଶରୀର ମନ ଓ ମସ୍ତିଷ୍କର ଶୁଦ୍ଧୀକରଣ ବୁଝାଯାଉଥିବା ବେଳେ ସାଧାରଣ ଅର୍ଥରେ ବ୍ୟକ୍ତିର…
ଏଇ ଭାରତରେ
ବିଶ୍ୱରେ ଏବେ ଇଲେକ୍ଟ୍ରୋନିକ ଓ୍ବେଷ୍ଟ (ଇ-ଓ୍ବେଷ୍ଟ) ସୁନାମି ଦେଖିବାକୁ ମିଳିଛି। ଏହା ପରିବେଶ ଓ ପ୍ରାଣୀଙ୍କ ପାଇଁ ସଙ୍କଟ ସୃଷ୍ଟି କରୁଛି। ଏଥିରୁ ମୁକୁଳିବା ଲାଗି ଦୁଇଭାଇ ରୋହନ ଏବଂ ନୀତିନ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେମାନେ ମେକାନିକାଲ ଏବଂ ହାଇଡ୍ରୋଇଲେକ୍ଟ୍ରିକାଲ…
ସାଲିସରେ ମାଲିସ
ପିଲାଦିନେ ଶୁଣିଥିଲୁ ଯିଏ ବାଘ-ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇଦେଇ ପାରିଲା ସେ ରହିଲା ଆଗଧାଡ଼ିରେ। ଏବେ ଓଡ଼ିଶା ରାଜନୀତିରେ ଦେଖାଯାଇଛି ଯେ ବାଘ ଚାରିପଟରେ ଛେଳି, ମେଣ୍ଢା ଓ ହରିଣ ମାଳମାଳ ହୋଇ ପାଣି ପିଉଛନ୍ତି। ପ୍ରଥମେ, କିଛିବର୍ଷ ପାଇଁ,…
ଏଇ ଭାରତରେ
ପ୍ରତିକୂଳ ପରିସ୍ଥିତିରେ ପିଲାବେଳୁ ବଢ଼ି ଆସିଥିବା ଝିଅଟି ନିଜ ବାହାଘର ଲାଗି ସଞ୍ଚତ୍ଥିବା ଟଙ୍କାରେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସେ ହେଉଛନ୍ତି ତାମିଲନାଡୁର ଟ୍ରିପ୍ଲିକେନ୍ ସହର ନିବାସୀ ସୁଗଣ୍ୟା କାଣ୍ଡାସାମୀ। ସେ ସଞ୍ଚତ୍ତ ୮୦,୦୦୦ ଟଙ୍କା ଖର୍ଚ୍ଚ କରି ‘ଚ୍ୟାଲେଞ୍ଜ…
ଗୀତାଭିନୟର ମୁକୁଟବିହୀନ ସମ୍ରାଟ୍
ଭାବଗ୍ରାହୀ ରାଉତ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଯାତ୍ରାର ଯେଉଁ ନବଜାଗରଣ ଘଟିଲା ତାହାକୁ ଗୋପାଳ ଦାସ(ଉଡେ), ବାଲେଶ୍ୱରର ନଳାଙ୍ଗ ଗ୍ରାମର ଜଗନ୍ନାଥ ପାଣି, ଭିକାରୀ ନାୟକ, ଗୋପାଳ ଦାସ (ଦ୍ୱିତୀୟ ପାଦରେ), ବୈଷ୍ଣବ ପାଣି, ରଘୁନାଥ ପରିଚ୍ଛା, ମୋହନ…
Archives


