ଏଇ ଭାରତରେ

କୌଣସି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ସକାରାମତ୍କ ଭାବନା ଓ ନିଷ୍ଠା ଜରୁରୀ, ଯାହା ଦେଖିତ୍ବାକୁ ମିଳେ ଗୁଜରାଟର ଡ୍ରାଇଭର ଜଗମଲଭାଇ ଡାଙ୍ଗରଙ୍କ ଜୀବନରେ। ଡାଙ୍ଗର ରାଜକୋଟ ଜିଲା ଉପଲେଟା ବ୍ଲକର ମଜେଠୀ ଗାଁରେ ରହୁଛନ୍ତି ଓ ନିଜସ୍ବ ଉଦ୍ୟମରେ ଏକ ଛୋଟ ଜଙ୍ଗଲ କରିଛନ୍ତି। ଅଦରକାରୀ ଜିନିଷ ବ୍ୟବହାର କରି ପିଲାମାନଙ୍କ ଲାଗି ଏକ ସୁନ୍ଦର ପାର୍କ ମଧ୍ୟ ନିର୍ମାଣ କରିଛନ୍ତି। ସେ ଜଙ୍ଗଲରେ ୫,୦୦୦ ଗଛ ଲଗାଇଛନ୍ତି । ଡାଙ୍ଗର ଯୁବାବସ୍ଥାରେ ଟ୍ରକ, ଟ୍ରାକ୍ଟର, ଜିପ୍‌ ଆଦି ଗାଡ଼ି ଚଳାଇ ସେହି ଆୟରେ ୧୮ ବର୍ଷ ପୂର୍ବେ ସେ ଜମି କିଣି ସେଥିରେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ଜଙ୍ଗଲରେ ବିଭିନ୍ନ ପ୍ରକାର ଫଳ ଓ ଔଷଧୀୟ ବୃକ୍ଷ ଶୋଭା ପାଉଛି। ଶ୍ମଶାନରୁ ମାଟି ହାଣ୍ଡିକୁ ସଂଗ୍ରହ କରି ଜଙ୍ଗଲରେ ପକ୍ଷୀଙ୍କ ପାଇଁ ବସା ତିଆରି କରୁଛନ୍ତି। ଜଙ୍ଗଲୀ ପଶୁ ପାଣି ପିଇବା ଲାଗି ଛୋଟ ପୋଖରୀ ମଧ୍ୟ ଖୋଳିଛନ୍ତି। ୨୦୧୬ ଉରି ଆକ୍ରମଣ ଘଟଣା ପରେ ସେ ଶହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୮ଟି ବରଗଛ ଲଗାଇଛନ୍ତି। ବନୀକରଣ ପାଇଁ ଚାରା ଉତାରି ମାଗଣାରେ ଲୋକମାନଙ୍କୁ ବାଣ୍ଟୁଛନ୍ତି। ପ୍ରତିଦିନ ୧୨ଟା ଯାଏ ଚାଷ କାମ କରନ୍ତି ଓ ପରେ ଜଙ୍ଗଲ ଏବଂ ପାର୍କ କାର୍ଯ୍ୟରେ ଲାଗିଯାଆନ୍ତି। ବହୁ ଦିନରୁ ଡାଙ୍ଗର ଏମିତି ଜୀବନ କଟାଉଛନ୍ତି ।
ଏମିତି କି ବହୁ ସମୟରେ ମାସ ମାସ ଧରି ଗାଁକୁ ନ ଆସି ଜଙ୍ଗଲ କୁଡ଼ିଆରେ ରହିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri